ବ୍ୟୁରୋ ରିପୋର୍ଟ: ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପରେ WTC ପଏଂଟସ ଟେବୁଲରେ ହୋଇଛି ବଡ଼ ପରିବର୍ତ୍ତନ। ଅଷ୍ଟମ ସ୍ଥାନକୁ ପଏଂଟସ ଟେବୁଲରେ ଆସିଯାଇଛି ଡିଫେଣ୍ଡିଂ ଚମ୍ପିୟନ। ତେବେ ନ୍ୟୁଜିଲାଣ୍ଡର ଆଗ ବର୍ଷ ଫାଇନାଲ ପାଇଁ ହୋଇ ଯାଇଛି ବାହାର। ରିପୋର୍ଟ ଅନୁସାରେ ନ୍ୟୁଜିଲାଣ୍ଡର ଥିବା ସବୁ ଆଗାମୀ ଟେଷ୍ଟ ଜିତିଲେ ବି ଫାଇନାଲ ଦୌଡ଼ରୁ ବାଦ ପଡିବ ଟିମ।

ଇଂଲଣ୍ଡ ୭ମ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡ ନମ୍ବର ୮ ରେ ଅଛି। ୯ମ ସ୍ଥାନରେ ଅଛି ବଙ୍ଗଳାଦେଶ। ୬ ନମ୍ବରରେ ଅଛି ୱେଷ୍ଟଇଣ୍ଡିଜ। ଅଷ୍ଟ୍ରେଲିଆ ରହିଛି ନମ୍ବର ୧ ରେ। ନମ୍ବର ୨ ରେ ସ୍ଥାନ ପାଇଛି ସାଉଥ ଆଫ୍ରିକା। ନମ୍ବର ୩ ରେ ଅଛି ଆମର ପ୍ରିୟ ଭାରତ। ୪ ରେ ଶ୍ରୀଲଙ୍କା ଅଛି।
ତେବେ ଭାରତ ଏବଂ ନ୍ୟୁଜିଲାଣ୍ଡ ଭିତରେ ଫାଇନାଲ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଜିତିଥିଲା। ଭାରତ ବିରାଟ କୋହଲିଙ୍କ କ୍ୟାପଟେନସିରେ ଫାଇନାଲକୁ ଆସିବାରେ ସଫଳ ରହିଥିଲା।
#WTC Points Table After #ENGvNZ Test Series! pic.twitter.com/41Pmb2Hf3n
— CRICKETNMORE (@cricketnmore) June 27, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।