ଧାୱନଙ୍କ ମିଶନ ଫାଇନାଲ! ତାଙ୍କୁ ବିଶ୍ୱକପ ଖେଳିବାର ଅଛି, ପଢନ୍ତୁ ପୁରା ଖବର

ସବୁ ଖେଳାଳିର ସ୍ବପ୍ନ ହୋଇଥାଏ କି ସେ ଦେଶ ପାଇଁ ବିଶ୍ୱକପ ଖେଳୁ। ବିଶ୍ୱକପ ଖେଳିବା ସହିତ ବିଜେତା ହେବାକୁ ସମସ୍ତେ ଆଶା କରିଥାନ୍ତି। ଏମିତି ଏକ ସ୍ବପ୍ନ ଶିଖର ଧାୱନ ଦେଖିଛନ୍ତି। ଶିଖର ଧାୱନ ଠିକ କରି ଦେଇଛନ୍ତି କି ତାଙ୍କର ଆଗକୁ ଥିବା ମିସନ କଣ। ସେ ଭାରତ ପାଇଁ ବିଶ୍ୱକପ ଖେଳିବାକୁ ଚାହୁଁଛନ୍ତି। ଶିଖର ଧାୱନ ହେଉଛନ୍ତି ସେହି ଲୋକ ଯିଏ ୱେଷ୍ଟ ଇଣ୍ଡିଜରେ ୱେଷ୍ଟ ଇଣ୍ଡିଜ କୁ ଦିନିକିଆ ସିରିଜ ରେ ହରାଇଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ଶିଖର ଧାୱନ ଯାଉଛନ୍ତି ସେଠାରେ ମଧ୍ୟ ତାଙ୍କ ଠାରୁ ଭଲ ପ୍ରଦର୍ଶନର ଆଶା ରଖା ଯାଇଛି।

Google

ତେବେ ଆସନ୍ତୁ ଜାଣିବା ଶିଖର ଧାୱନଙ୍କ ନୂଆ ମିଶନ କଣ ଆଉ ତାଙ୍କର ଫୋକସ କାହା ଉପରେ ଅଛି। ଶିଖର ଧାୱନ ଯାହାଙ୍କୁ ନେଇ ଶୁଣିବାକୁ ମିଳୁଛି କି ଟି-୨୦ ପାଇଁ ଭାରତୀୟ ଟିମ ରେ ସବୁ ରାସ୍ତା ବନ୍ଦ ହୋଇ ଯାଇଛି। ମାତ୍ର ସେ ସବୁବେଳେ ଭଲ ପ୍ରଦର୍ଶନ କରି କିପରି ଟି-୨୦ ଟିମ କୁ ଫେରିବେ ସେ ବିଷୟରେ ଚେଷ୍ଟା ଲଗାଇଛନ୍ତି।କିଛି ଦିନ ପୂର୍ବରୁ ଧାୱନଙ୍କୁ ଭାରତୀୟ ଦଳର ଅଧିନାୟକ ମଧ୍ୟ କରାଯାଇଥିଲା। ଧାୱନଙ୍କ ପାଇଁ ଭାରତୀୟ ଦଳ ୱେଷ୍ଟ ଇଣ୍ଡିଜଙ୍କୁ ତାଙ୍କର ହିଁ ମାଟିରେ ତାଙ୍କୁ ସବୁ ମ୍ୟାଚରେ ହରାଇ ସିରିଜକୁ ନିଜ କବଜାକୁ ନେଇଥିଲେ।

Google

ଯାହାକୁ କି କୌଣସି ବି ଭାରତୀୟ ଅଧିନାୟକ କରି ପାରିନଥିଲା। ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ ପାଇଁ ମଧ୍ୟ ଧାୱନଙ୍କୁ ଅଧିନାୟକ କରା ଯାଇଥିଲା। ରାହୁଲଙ୍କ ଠିକ ହେବା ପରେ ରାହୁଲଙ୍କୁ ଅଧିନାୟକ ଆଉ ଧାୱନଙ୍କୁ ଉପଅଧିନାୟକ କରା ଯାଇଥିଲା। ଧାୱନ ନିଜର ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରି ଭାରତୀୟ ଦଳରେ ରହିଛନ୍ତି।ଧାୱନଙ୍କୁ ବିଶ୍ୱକପ ଖେଳିବାକୁ ବହୁତ ପସନ୍ଦ।ସେ ସବୁ ବଡ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରି ଆସିଛନ୍ତି।ତେଣୁ ସେ ଆଗକୁ ଥିବା ଟି-୨୦ ବିଶ୍ୱକପ ଆଉ ଦିନିକିଆ ବିଶ୍ୱକପ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।

ସେ କହିଛନ୍ତି ତାଙ୍କର ଲକ୍ଷ୍ୟ ଆର ବର୍ଷ ହେବାକୁ ଥିବା ବିଶ୍ୱକପ ଉପରେ ବୋଲି ସେ କହିଛନ୍ତି। ସେଥିପାଇଁ ସେ ଭାରତ ପାଇଁ ଯେତେ ଅଧିକ ହେବ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି।ତା ଭିତରେ ମଧ୍ୟ ଆଇପିଏଲ ମଧ୍ୟ ରହିଛି ଯେଉଁଥିରେ ସେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସେ ଘରୋଇ କ୍ରିକେଟ ମଧ୍ୟ ଖେଳିବାକୁ ଚାହୁଁଛନ୍ତି କାରଣ ସେ ସେହି ଘରୋଇ କ୍ରିକେଟ ଖେଳି ଫିଟ ରହିବାକୁ ଲକ୍ଷ୍ୟ ରଖିଛନ୍ତି। ସେ ସବୁ କ୍ଲିୟର କରିଦେଇଛନ୍ତି କି ଆର ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ସେ ଭାଗ ନେବାକୁ ଚାହୁଁଛନ୍ତି। ସେ ଭାରତୀୟ ଟିମ ର ଜର୍ସି ପିନ୍ଧିବାକୁ ଚାହୁଁଛନ୍ତି।ଏହି ବର୍ଷ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ହେବାକୁ ଅଛି ଆଉ ସେହି ଦଳରେ କିଏ କିଏ ରହିବେ ଏହା ମଧ୍ୟ ଜଣା ପଡି ଯେଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *