ଉମେଶ ଯାଦବଙ୍କ ଜବରଦସ୍ତ ବୋଲିଂ! ୟର୍କର ପକାଇ ଭାଙ୍ଗିଲେ ବ୍ୟାଟ୍ସମାନଙ୍କ ୱିକେଟ, ଦେଖନ୍ତୁ ଭିଡିଓ

ବ୍ୟୁରୋ ରିପୋର୍ଟ: ଭାରତୀୟ ଷ୍ଟାର ବୋଲର ଉମେଶ ଯାଦବ କ୍ରାଉଁଟି କ୍ରିକେଟରେ ଧମାଲ ପରେ ରୟାଲ ଏକଦିବସିୟ କପରେ ଧମାଲ କରୁଛନ୍ତି। ବର୍ତ୍ତମାନ ସମୟରେ ସେ ଏହି ଟୁର୍ଣ୍ଣାମେଣ୍ଟରେ ସବୁଠୁ ଅଧିକ ୱିକେଟ ନେବା ମାମଲାରେ ଏରି କରବେଲସଙ୍କ ସହ ସମାନ ରୂପରେ ପ୍ରଥମ ସ୍ଥାନରେ ଅଛନ୍ତି। ଏହି ଦୁଇ ଖେଳାଳି ବର୍ତ୍ତମାନ ସୁଦ୍ଧା ୧୫-୧୫ ୱିକେଟ ନେଇଛନ୍ତି। ଯାଦବ ଜାରି ଟୁର୍ଣ୍ଣାମେଣ୍ଟରେ ମିଡଲସସେକ୍ସ ତରଫରୁ ଖେଳୁଛନ୍ତି।

୧୧ ଅଗଷ୍ଟରୁ ମିଡ଼ିଲ ସସେକ୍ସ ଗୋଟେ ମ୍ୟାଚସରେ ବିପକ୍ଷରେ ଖେଳିଥିଲା। ସେହି ମ୍ୟାଚରେ ଉମେଶ ଯାଦବ ଘାତକ ବୋଲିଙ୍ଗ କରି ତିନୋଟି ୱିକେଟ ନେଇଥିଲେ। ଏହି ସମୟରେ ତାଙ୍କର ଶେଷ ଦୁଇ ୱିକେଟ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ଶେଷ ଦୁଇ ୱିକେଟ ସେ ଘାତକ ୟର୍କର ପକାଇ ନେଇଥିଲେ। ଏହି ଦୁଇ ୟର୍କରୁ ଉପସ୍ଥିତ ଯିଏବି ଦେଖିଲା ଆଶ୍ଚର୍ଯ୍ୟ ରହିଗଲା।

Google

ଏହି ରିମାଞ୍ଚକ ମ୍ୟାଚରେ ସେ ନିଜ ଟିମ ପଟୁ ୮.୩ ଓଭର ବୋଲିଙ୍ଗ କରି ୫୨ରନ ଦେଇ ତିନୋଟି ୱିକେଟ ନେଇଥିଲେ। ସେ ଶେଷ ଦୁଇ ୱିକେଟ ଯେଉଁଭଳି ଘାତକ ୟର୍କରରେ ନେଲେ ଏହାର ଭିଡ଼ିଓ ଟିମ ସଂଗେ ସଂଗେ ସେୟାର କରିଥିଲା। ଏହି ଭିଡ଼ିଓରେ ସେ ଗୋଡ଼ ଭାଙ୍ଗିବା ଭଲି ବୋଲିଙ୍ଗ କରୁଛନ୍ତି। ଭିଡ଼ିଓରେ ତାଙ୍କ ବୋଲିଙ୍ଗ ସମୟରେ ଧୂଳି ଉଡୁଥିବା ଦେଖାଯାଉଛି।

କହିରଖିବୁ ଏବେ ଉମେଶ ଯାଦବ ଟିମ ଇଣ୍ଡିଆର ସୀମିତ ଓଭର ଟିମରୁ ବାହାରେ ଅଛନ୍ତି। ସେ ୭୫ ଏକଦିବସିୟ ମ୍ୟାଚର ୭୩ ପାରିରେ ୩୩.୬ ଔସତରେ ୧୦୬ ୱିକେଟ ନେଇଛନ୍ତି। ଏହା ସହ ସେ ଭାରତ ପାଇଁ ୭ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ୨୪.୩ ଔସତରେ ୮ଟି ୱିକେଟ ଅକ୍ତିଆର କରିଛନ୍ତି।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *