ଭାରତର ସଫଳତମ ସ୍ପିନର ତଥା ୟୁଜବେନ୍ଦ୍ର ଚାହଲ ଆଜିକା ଦିନରେ ବହୁତ ଲୋକପ୍ରିୟତା ହାସଲ କରିସାରିଲେଣି। ତାଙ୍କର ଖେଳର ପଦର୍ଶନ ସହିତ ବାହାର ଜଗତରେ ସେ ମଧ୍ୟ ବହୁତ ଲୋକପ୍ରିୟ। ଦୀର୍ଘ କିଛି ଦିନ ହେବ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ୟୁଟୁବର ଧନଶ୍ରୀ ଏବଂ ତାଙ୍କ ସ୍ବାମୀ ଚାହଲ ଏବେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ଦୁହେଁ ମାଲଦୀପ ଯାଇଛନ୍ତି ଏବଂ ବହୁତ ଆକର୍ଷଣୀୟ ଫୋଟ ସେୟାର କରୁଛନ୍ତି।

ଏହି ଫୋଟରେ ଦୁହେଁ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ଫୋଟ ସବୁ ୟୁଜି ଚାହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ନିଜର ଇଂସ୍ତାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହା ବହୁତ ଭାଇରଲ ହେବାରେ ଲାଗିଛି।

ଚହଲଙ୍କ କଥା କହିବା ତ ସେ ୧୧ ଜୁନ ୨୦୧୬ ରେ ଜିମ୍ବାୱେ ବିପକ୍ଷରେ ନିଜର ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ। ଏବଂ ୧୯ ଜୁନ ୨୦୧୬ ରେ ସେ ଟି-୨୦ ରେ ଡେବ୍ୟୁ କରିଥିଲେ। ଆଇପିଏଲରେ ସେ ରୟାଲ ଚାଲେଞ୍ଜରସ ବାଙ୍ଗାଲୋର ପକ୍ଷରୁ ଖେଳିବାର ନଜର ଆସନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।