କେ ଏଲ ରାହୁଲଙ୍କର ଗର୍ଲଫ୍ରେଣ୍ଡ କଲେ ବୋଲଡ଼ ଫୋଟୋସୁଟ, ସୋସିଆଲ ମିଡିଆରେ ହେଲା ହଇଚଇ ।

Cricketer KL Rahul's girlfriend athiya shetty poses in a gorgeous look viral on social media, KL Rahul, Nitidina

ନିଜ ଜମାନାରେ ସୁପରହିଟ ହିରୋ ସୁନୀଲ ସେଠୀ ଙ୍କର ଝିଅ ଆଥିୟା ସେଠୀ ନିଜର ଏକ ଫୋଟୋସୁଟ କରିଛନ୍ତି ଯେଉଁଥିରେ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ଏହି ଫୋଟୋ ସୋସିଆଲ ମିଡିଆରେ ବହୁତ ଭାଇରଲ ହବାରେ ଲାଗିଛି। ସୁନୀଲ ସେଠି ଙ୍କର ଝିଅ ଆଥିୟା ଫୋଟୋଗୁଡିକରେ କନ୍ୟା ପରି ସଜେଇହୋଇଛନ୍ତି, ଯେଉଁଥିରେ ତାଙ୍କର ସୌନ୍ଦର୍ଯ୍ୟ ବହୁତ ଭଲ ଭାବରେ ଦେଖାଯାଉଛି।

Cricketer KL Rahul's girlfriend athiya shetty poses in a gorgeous look viral on social media
Google
କେଏଲ ରାହୁଲଙ୍କର ଗର୍ଲଫ୍ରେଣ୍ଡ ଅଟନ୍ତି:

ଆମେ ଅପଣମାନଙ୍କୁ କହିଦେଉଛି କି ସୁନୀଲ ସେଠୀ ଙ୍କର ଝିଅ ଆଥିୟା ସେଠୀ ନିଜର ଚଳଚ୍ଚିତ୍ର ଗୁଡିକ ଯୋଗୁ ଯେତେ ଚର୍ଚ୍ଚାରେ ନାହାନ୍ତି ତା ଠାରୁ ଅଧିକ ସେ ତାଙ୍କର ବଏଫ୍ରେଣ୍ଡ କେ.ଏଲ.ରାହୁଲ ଙ୍କ କାରଣରୁ ଚର୍ଚ୍ଚାରେ ଅଛନ୍ତି। ଆଥିୟା ନିଜ ବଏଫ୍ରେଣ୍ଡ କେ.ଏଲ.ରାହୁଲ ଙ୍କର ଜନ୍ମଦିନ ରେ ଆଥିୟା ସେଠି ଏକ ପ୍ୟାରୀ ପୋଷ୍ଟ କରିଥିଲେ।

ଆଥିୟା ସେଠି ଶନିବାର ଦିନ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ଏକ ପ୍ରେମଭରା ଫୋଟୋ ସେୟାର କରିଥିଲେ।ସେଥିରେ ଆକ୍ଟର କେଏଲ ରହୁଲ ଙ୍କ କାନ୍ଦ ଉପରେ ମୁହଁ ରଖି ହସୁଥିବା ଭଳି ଦେଖା ଯାଉଥିଲେ ଏବଂ ସେ ବି ହସୁଥିଲେ।ତା ସହିତ ଆଥିୟା ସେଠୀ ଲେଖିଥିଲେ,”ହାପି ବର୍ଥଡେ” ମାଇଁ ପର୍ସନ।

Cricketer KL Rahul's girlfriend athiya shetty poses in a gorgeous look viral on social media
Google
ଆଥିୟା ଙ୍କ ସୌନ୍ଦର୍ଯ୍ୟପୂର୍ଣ୍ଣ ଫୋଟୋସୁଟ:

ଆଥିୟା ୱେଡିଙ୍ଗ ଗ୍ରାଉନରେ ପୋଜ ଦେଇଥିଲେ।ସେହି ୱେଡିଙ୍ଗ ଗ୍ରାଉନ ଫୋଟୋ ଗୁଡିକୁ ଆଥିୟା ସେଠୀ ଇଂଷ୍ଟାଗ୍ରାମ ରେ ସେୟାର କରିଛନ୍ତି। ବାସ୍ତବରେ ଏକ ୱେଡିଙ୍ଗ ମାଗଜିନ ପାଇଁ ଆଥିୟା ଶନିବାର ବଧୁ ହୋଇକି ଫୋଟୋ ଉଠେଇଥିଲେ। ଯେଉଁଥିରେ ସେ ଧୂସର ରଙ୍ଗର ଓଜନିଆ ଏମ୍ବ୍ରାଡୋରି ର ଗ୍ରାଉନ ପିନ୍ଧିଥିଲେ।ପ୍ଲାଜିଂ ନେକଲାୟନ ଏବଂ ସ୍ତ୍ରୀବ୍ଲେସ ଗାଉନ ସହ ବାହୁରେ ଲଗା ହୋଇଥିବା ବାହୁବନ୍ଧ ବହୁତ ଆକର୍ଷିତ ଦେଖାଯାଉଥିଲା। ସେହି ଖୋଲା ଚୁଟିରେ ଆଥିୟା ବ୍ରାଇଡାଲ ଲୁକ ଦେବାରେ ସଫଳ ହୋଇଛନ୍ତି।

Cricketer KL Rahul's girlfriend athiya shetty poses in a gorgeous look viral on social media
Google

ମାଗାଜିନ ର କଭର ଫୋଟୋ ଛଡା ଆଥିୟା ଙ୍କ ଆହୁରି କେତେ ସାରା ଫୋଟୋ ଅଛି। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ରେଡ଼ ଏବଂ ଏଲୋ ମିଶାମିଶି କଲର ସନସାଇନ ଲେହେଙ୍ଗା ରେ କନ୍ୟା ବେଶରେ ଆଥିୟା ପ୍ରସ୍ତୁତ ଅଛନ୍ତି। ଯେଉଁଥିରେ ସେ ହାଲ୍ଫ ସ୍ଲିବ ଏବଂ ହାର୍ଟନେକଲାୟନ ଷ୍ଟେଟମେଂଟ ବ୍ଲାଉଜ ସହ ପେୟର କରିଛନ୍ତି।ଯେତେବେଳେ କି ଗୋଲଡେନ ଇଅରିଙ୍ଗସ ରେ ସେ ବହୁତ ଚମକୁଥିଲେ।

ସେହି ପାଉଡର ପିଙ୍କ କଲରର ଲେହେଙ୍ଗା ଯେଉଁଥିରେ ସିଲଭଲ କଲରର ପଟି ଦିଆହୋଇଥିଲା। ବହୁତ ମନୋରମ ଥିଲା।ଆଥିୟାଙ୍କ ଏହି ଲେହେଙ୍ଗା ବିବାହ କରୁଥିବା କନ୍ୟା ପାଇଁ ଏକ ସୁନ୍ଦର ସ୍ୱପ୍ନ ଅଟେ। ନିର୍ବନ୍ଧ ଠୁ ଆରମ୍ଭ କରି ରିସେପସନ ପର୍ଯ୍ୟନ୍ତ ଏହି ସ୍ୱପ୍ନ ଲେହେଙ୍ଗାର ଆଥିୟା ବହୁତ ସୁଦର ଲାଗୁଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *