IPL 2020: ଚେନ୍ନାଇ ସୁପର କିଙ୍ଗସର ଅସୁବିଧା ଆହୁରି ବଢ଼ିଲା, ଅମ୍ବତି ରାୟୁଡୁ ହେଲେ ବାହାର।

ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚ ପରେ ସବୁ ଜାଗାରେ ଆମ୍ବତି ରାୟୁଡୁଙ୍କର ଚର୍ଚ୍ଚା ଚାଲିଛି। ରାୟୁଡୁ ପଡ଼ିଆରେ ୭୧ ରନ କରି ମୁମ୍ବାଇ ବିପକ୍ଷରେ ଚେନ୍ନାଇକୁ ବିଜୟ କରାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏବଂ ଆଲୋଚକକାରୀ ମାନଙ୍କୁ ଜବାବ ଦେଇଥିଲେ। ରାୟୁଡୁଙ୍କର ବଡ଼ ବଡ଼ ପାଳି ଯୋଗୁଁ ଧୋନି ଏବଂ ବଡ଼ ବଡ଼ ଖେଳାଳିଙ୍କୁ ନିଜର ଦିୱାନା ବନେଇଦେଇଥିଲେ। ହେଲେ ୨୫ ସେପ୍ଟେମ୍ବରରେ ଦିଲ୍ଲୀ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ ଚେନ୍ନାଇ ପାଇଁ ଆହୁରି କଠିନ ହେଇଛି।

ହଁ ଭଲ ଖେଳାଳି ରାୟୁଡୁ ଦିଲ୍ଲୀ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ। ସିଏସକେ ର ମ୍ୟାନେଜମେଣ୍ଟ ତରଫରୁ ଅମ୍ବତି ରାୟୁଡୁ ମ୍ୟାଚ ଖେଳିବେନି ବୋଲି କୁହାଯାଇଛି। ରାୟୁଡୁ ରାଜସ୍ଥାନ ରୟାଲସ ବିପକ୍ଷ ମ୍ୟାଚ ଖେଳୁନଥିଲେ ଯାହା ଫଳରେ ଚେନ୍ନାଇ ୧୬ ରନରେ ମ୍ୟାଚ ହାରିଲା।

Google

ହେମଷ୍ଟ୍ରିଙ୍ଗ ଇଂଜୁରୀରେ ଗତି କରୁଛନ୍ତି ରାୟୁଡୁ:-

ସିଏସକେ ର ସିଇଓ ଏହାକୁ ଗମ୍ଭୀର ଆହତ ବୋଲି କହିନାହାନ୍ତି। ତାଙ୍କର କହିବା କଥା କି “ରାୟୁଡୁ ହେମଷ୍ଟ୍ରିଙ୍ଗ ଇଂଜୁରୀରେ ଗତି କରୁଛନ୍ତି। ସେଥିପାଇଁ ତାଙ୍କର ଆଉ ଏକ ମ୍ୟାଚ ଖେଳିବା ଠିକ ହେଇ ନାହିଁ। ହେଲେ ହଁ ଏହା ପରେ ରାୟୁଡୁ ପୁରାପୁରି ଭାବେ ପଡ଼ିଆରେ ଖେଳୁଥିବାର ଦେଖାଦେବେ।”

ଦିଲ୍ଲୀ ବିପକ୍ଷ ମ୍ୟାଚ ପରେ ଚେନ୍ନାଇକୁ ଆରାମର ମୌକା ମିଳିବ। ଯାହା ପରେ ଗୋଟିଏ ସପ୍ତାହ ପରେ ଚେନ୍ନାଇ ଅକ୍ଟୋବର ୨କୁ ସନରାଇଜର୍ସ ହାଇଦ୍ରାବାଦ ସହ ଖେଳିବ।

ଭଲ ପରିବର୍ତ୍ତନ ପାଇଁ ନିଜକୁ କଲି ପ୍ରସ୍ତୁତ:-

Google

ଏହି ସମୟରେ ରାଇନା ଦଳରେ ନଥିବାରୁ ରାୟୁଡୁଙ୍କ ଉପରେ ମିଡିଲଅର୍ଡର ନିର୍ଭର। ରାୟୁଡୁ ପ୍ରଥମ ମ୍ୟାଚ ସୁନ୍ଦର ଭାବେ ଖେଳି ଏବଂ ଫାଫ ଡୁ ପ୍ଲେସିସ ଙ୍କ ସହ ଭାଗିଦାରୀର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରାୟୁଡୁ ୪୮ ବଲରେ ୭୧ ରନର ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଥିଲେ।

ସେ ଏଥିରେ ୬ଟି ଚୌକା ଏବଂ ୩ଟି ଛକା ମାରିଥିଲେ। ଅମ୍ବତି ରାୟୁଡୁ “ମ୍ୟାନ ଅଫ ଦି ମ୍ୟାଚ” ବନିଥିଲେ। ଏହା ପରେ ସେ କହିଲେ , “ଆମେ ଲାକଡାଉନରେ ଟ୍ରେନିଂ କରୁଥିଲୁ, ମୁଁ ଭଲ ଏବଂ ସୁନ୍ଦର ପରିବର୍ତ୍ତନ କରିବାକୁ ଚାହୁଁଥିଲି । ଏଥିପାଇଁ ମୁଁ ନିଜକୁ ପ୍ରସ୍ତୁତ କରି ରଖିଥିଲି”.

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *