ଚାଂଚଲ୍ୟକର ଖବର: ଏକା ହୋଇଗଲେ ସାଇକେଲ ଗାର୍ଲ, ସହିପାରିଲାନି ଦଇବ, ଚାଲିଗଲେ ବାପା ।

ଏକା ହୋଇଗଲେ ବିବାରର ସାଇକେଲ ଗାର୍ଲ ଚାଲିଗଲେ ତାଙ୍କ ବାପା। ଆପଣଙ୍କର ମନେଥିବ ଗତ ବର୍ଷ ଲକଡାଉନ ସମୟରେ ବାହାରେ ରହିଥିବା ଶ୍ରମିକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ବିହାରର ଦରଭଙ୍ଗା ବ୍ଲକର ଏହି ବାପ ଝିଅ ସେତେବେଳେ ହରିଆଣାର ଗୁଡ଼ଗ୍ରାମରୁ ସାଇକେଲରେ ଘରକୁ ପଳେଇ ଆସିଥିଲେ। ବାପାଙ୍କୁ ପଛରେ ବସାଇ ଝିଅ ଜ୍ୟୋତି ଚଳାଇଥିଲା ସାଇକେଲ। ବାପାଙ୍କୁ ପଛରେ ବସାଇ ସେ ଅତିକ୍ରମ କରିଥିଲା ୧୨୦୦ କିଲୋମିଟର ରାସ୍ତା।

Google

ଏଥିପାଇଁ ସମଗ୍ର ଦେଶ ଜ୍ୟୋତିଙ୍କ ଏହି କାମ ପାଇଁ ତାଙ୍କୁ ପ୍ରଶଂସା କରିଥିଲା ଓ ଅନେକ ଆଡୁ ତାଙ୍କୁ ସାହାଯ୍ୟ ମଧ୍ୟ ମିଳିଥିଲା। ଏହା ପରେ ସାରା ଦେଶରେ ସେ ସାଇକେଲ ଗାର୍ଲ ରୂପରେ ପରିଚିତ ହୋଇଯାଇଥିଲେ। ଜ୍ୟୋତି ଏବେ ନିଜ ବାପାଙ୍କୁ ହରାଇଦେଇଛନ୍ତି। ସେ କହିଛନ୍ତି ଏହି ଲକଡାଉନ ସମୟରେ ବାପାଙ୍କୁ ସେ ସାଇକେଲରେ ବସାଇ ଏତେ ବାଟ ଆଣିଥିଲେ ଓ ଏହି ଲକଡାଉନରେ ହିଁ ବାପା ତାଙ୍କୁ ଛାଡି ଚାଲିଗଲେ। ବାପାଙ୍କୁ ହରାଇ ସେ ଏବେ ବହୁତ ଦୁଃଖରେ ଅଛନ୍ତି। ଜ୍ୟୋତିଙ୍କ ବାପାଙ୍କର ଆଜି ମୃତ୍ୟୁ ହୋଇଯାଇଛି।

ଯାହାବି ଥିଲା ସବୁ ବାପାଙ୍କ ପାଇଁ ଏବେ ବାପା ଚାଲିଯିବାରୁ ଜ୍ୟୋତିଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡିଛି। ୧୩ ବର୍ଷର ଜ୍ୟୋତି ପୂର୍ଵ ବର୍ଷ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଥିଲେ। ଏବେ ତାଙ୍କ ବାପା ମୋହନ ପାସୱାନଙ୍କର ହାର୍ଟଆଟାକରେ ମୃତ୍ୟୁ ହୋଇଯାଇଛି। ଜ୍ୟୋତିଙ୍କ ସାହସର ପ୍ରଶଂସା ଆମେରିକାର ପୂର୍ଵତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଝିଅ ମଧ୍ୟ କରିଥିଲେ। କିନ୍ତୁ ତାଙ୍କ ଖୁସି ଅଧିକ ଦିନ ରହିଲା ନାହିଁ ଯେଉଁ ବାପାଙ୍କ ପାଇଁ ସେ ଏତେ କିଛି କରିଥିଲେ ସେ ଆଉ ନାହାଁନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *