ମଜାଦାର ଷ୍ଟ୍ରାଇଲରେ ଏଣ୍ଟ୍ରି କଲା ସାଇକେଲରେ ଗରିଲା! ଦେଖନ୍ତୁ ଏହି ଭାଇରଲ ଭିଡିଓ

ବ୍ୟୁରୋ ରିପୋର୍ଟ: ତେବେ ଏକ ଏପରି ଭିଡିଓ ନେଇକି ଆସିଛୁ ଯାହାକୁ ଦେଖିବା ପରେ ଆପଣ ଚକିତ ହୋଇପାରନ୍ତି। ଗରିଲା ଚଳାଉଛି ସାଇକେଲ। ତେବେ ଗରିଲା ସାଇକେଲ ଚଲାଉଛି ଏବଂ କିଛି ସମୟ ପରେ ସେ ପଡ଼ିଗଲା।

ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରଲ। ଭାରତୀୟ ବନ୍ୟ ସେବା ଅଧିକାରୀ ଡକ୍ଟର ସମ୍ରାଟ ଗୌଡା ଏହାକୁ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି ବଦମାସ ସାଇକେଲ। ତେବେ ତଳେ ଦିଆଯାଇଥିବା ଭିଡିଓ ଦେଖନ୍ତୁ।

ଗରିଲା ଏହି ଭିଡିଓରେ ଜବରଦସ୍ତ ଷ୍ଟାଇଲରେ କରିଛି ଏଣ୍ଟ୍ରି। ଏହି ଭିଡିଓରେ ଲାଇକ ୩K ପାଖାପାଖି ଆସିଛି। ତେବେ ଏହି ଭିଡିଓରେ ଅନେକ କମେନ୍ଟସ ବି ଆସିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *