ବାଟରେ ଆସୁ ଆସୁ ବାତ୍ୟା ‘ୟାସ’ ଉଜାଡ଼ିଦେଲା ଘର। ଦେଖନ୍ତୁ ବାତ୍ୟାର ସେହି କରାଳ ରୂପ।

ବାତ୍ୟା ‘ୟାସ’ ଭୟଙ୍କର ରୁପ ନେବା ଉପରେ। ଏବେକା କଥା କହିବା ତ ଏହାର ପ୍ରକୋପ ଫଳରେ ଜଗତସିଂହପୁର, କେନ୍ଦ୍ରାପଡା,ବାଲେଶ୍ଵର ଏବଂ ଭଦ୍ରକରେ ବର୍ଷା ସହିତ ୫୦ ରୁ ୭୦ କିମି ବେଗରେ ପବନ ବହୁଛି। ଏହା ଛଡା ଗତ କାଲିଠୁ ଆଜି ଯାଏ ଅସ୍ତରଙ୍ଗରେ ପ୍ରବଳ ବର୍ଷା ଲାଗିରହିଛି। ଶୁଖିଲା ପଡିଥିବା ଚାଷ ଜମି ଏବେ ପାଣିରେ ଫୁଲ।

Google

ଏହାର ଲ୍ୟାଣ୍ଡଫଲ କଥା କହିବା ତ ରିପୋର୍ଟ ଅନୁସାରେ ଏହା ବାଲେଶ୍ଵରରେ ଲ୍ୟାଣ୍ଡଫଲ କରିବ ବୋଲି ଜଣା ଯାଇଛି। ବାଟରେ ଆସୁ ଆସୁ ଏହାର ପ୍ରଭାବ ଜଗତସିଂହପୁରରେ ଦେଖା ଯାଇଛି। ଜଗତସିଂହପୁରର ପାରାଦ୍ୱୀପ ଠାରେ ଏହା ତାର କରାଳ ରୂପ ଏବେ ଧାରଣ କରିବା ଆରମ୍ଭ କରିଛି। ଏବେ ସମୁଦ୍ର କୂଳବର୍ତୀ ଲୋକମାନଙ୍କୁ ଉଚ୍ଚା ସ୍ଥାନକୁ ନିଆଯାଉଛି।

ଉପରୋକ୍ତ ୪ଟି ଜିଲ୍ଲା ଛଡା ଏହାର ପ୍ରଭାବ ମୟୁରଭଞ୍ଜ,କଟକ ଓ ଯାଜପୁରରେ ବି ରହିବ। ଯଦି ଆପଣ ଆଜବେଷ୍ଟ କିମ୍ବା ଚାଳ ଘରେ ରହୁଛନ୍ତି ତେବେ ନିଶ୍ଚିତ ବାତ୍ୟା ଆଶ୍ରୟସ୍ଥଳକୁ ଯାଆନ୍ତୁ। ମନେ ରଖନ୍ତୁ ନିଶ୍ଚିତ ଭାବେ ଦୁଇଟି ମାସ୍କ ପିନ୍ଧନ୍ତୁ ଏବଂ କୋଭିଡ ନିୟମାବଳୀ ମାନନ୍ତୁ। ଶୁଖିଲା ଖାଦ୍ୟ ନିଜ ସହିତ ରଖନ୍ତୁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *