ବାତ୍ୟା ‘ୟାସ’ର କରାଳ ରୂପ। ଛିନଛତ୍ର ହେଇଗଲା ଜଗତସିଂହପୁରର ଏବଂ ଧାମରାର କେତୋଟି ଜାଗା। ଦେଖନ୍ତୁ ଭାଇରଲ ଭିଡିଓ।

ବାତ୍ୟା ‘ୟାସ’ ତାର ଗତିପଥରେ ଯାଇ ବିଭିନ୍ନ ଜାଗାକୁ କ୍ଷତି ପଂହଚାଇସାରିଛି। ଆଶା କରାଯାଉଥିଲା ଏହା ଜଗତସିଂହପୁର,ବାଲେଶ୍ଵର,ଭଦ୍ରକ ଏବଂ କେନ୍ଦ୍ରାପଡାରେ ପଭାଵ ପକାଇବ ଏବଂ ସେୟା ହିଁ ହେଲା।

Google

ଜଗତସିଂହପୁରରେ ଆମ ରିପୋର୍ଟରଙ୍କ ତଥ୍ୟ ଅନୁସାରେ ଏତେ ପରିମାଣରେ ବର୍ଷା ହୋଇଛି ଯେ ବିଲ ସବୁ ପୋଖରୀ ପରି ଲାଗୁଛି। ବିଭିନ୍ନ ଜାଗାରେ ଗଛ ଉପୁଡିଯାଇଛି। ହେଲେ ଏହା ଟିକେ ଆସ୍ୱସ୍ତିକର ଖବର ଯେ ଏବେ ଯାଏ ଜଗତସିଂହପୁରରେ ବାତ୍ୟାର ଏତେ ପ୍ରକୋପ ଦେଖାଯାଇନାହିଁ। ହେଲେ ଧାମରାରେ ବାହାରକୁ ବାହାରିବା ଅସମ୍ଭବ ମନେ ହେଉଛି।

ବାଲେଶ୍ଵର କଥା କହିବା ତ ଏଠି ପ୍ରଚୁର ବର୍ଷା ହୋଇଛି ଏବଂ ଆଶା ଅଛି କି ପବନ ୯୦-୧୦୦ କିମିରେ ବହୁଛି। ବାତ୍ୟାର ପ୍ରକୋପ ଯୋଗୁଁ ଏବେ କିଛି ସ୍ଥାନରେ ପବନ ସହିତ ଲଗାତାର ବର୍ଷା ଜାରି ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *