DDA ର ନିଯୁକ୍ତି ଜୁନିଅର ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର, ଡେପୁଟି ଡିରେକ୍ଟର ଓ ଅନ୍ୟ ପଦବୀରେ ନିଯୁକ୍ତି

DDA ଜୁନିଅର ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର, ଡେପୁଟି ଡିରେକ୍ଟର ଓ ଅନ୍ୟ ପଦବୀରେ ନିଯୁକ୍ତି, dda recruitment 2020 of various 637 posts, Online Apply

DDA ର ନିଯୁକ୍ତି ଜୁନିଅର ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର, ଡେପୁଟି ଡିରେକ୍ଟର ଓ ଅନ୍ୟ ପଦବୀରେ ନିଯୁକ୍ତି।

ଦିଲ୍ଲୀ ଡେଭେଲପମେଣ୍ଟ ଅଥରିଟି (DDA) ଅଧୀନରେ ଜୁନିଅର ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର, ଡେପୁଟି ଡିରେକ୍ଟର, ଆକାଉଣ୍ଟ୍ସ୍ ଅଫିସର୍, ପ୍ଲାନିଂ ଆସିଷ୍ଟାଣ୍ଟ, ଏସ୍.ଓ (ହର୍ଟିକଲଚର), ପଟୱାରୀ, ଜୁନିୟର ସେକ୍ରେଟାରୀଏଟ୍ ଆସିଷ୍ଟାଣ୍ଟ, ମାଳୀ ଓ ଅନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୩୦ ଯାଏଁ ଆବେଦନ କରିପାରିବେ।

ଦିଲ୍ଲୀ ଡେଭେଲପମେଣ୍ଟ ଅଥରିଟି (DDA)

ପଦବୀ ନାମ:

ଡେପୁଟି ଡିରେକ୍ଟର (ସିଷ୍ଟମ): ୦୨

ଡେପୁଟି ଡିରେକ୍ଟର (ପ୍ଲାନିଂ): ୦୫

ଆସିଷ୍ଟାଣ୍ଟ ଡିରେକ୍ଟର (ପ୍ଲାନିଂ): ୦୫

ଆସିଷ୍ଟାଣ୍ଟ ଡିରେକ୍ଟର (ସିଷ୍ଟମ): ୦୨

ଆସିଷ୍ଟାଣ୍ଟ ଆକାଉଣ୍ଟ୍ସ୍ ଅଫିସର୍: ୧୧

ପ୍ଲାନିଂ ଆସିଷ୍ଟାଣ୍ଟ: ୦୧

ଏସ୍.ଓ (ହର୍ଟିକଲଚର): ୪୮

ଆର୍କିଟେକ୍ଚରାଲ ଆସିଷ୍ଟାଣ୍ଟ: ୮

ସର୍ଭେୟର: ୧୧

ଷ୍ଟେନୋଗ୍ରାଫର୍ (ଗ୍ରେଡ୍ ଡି): ୧୦୦

ପଟଓ୍ୱାରୀ: ୪୪

ଜୁନିୟର ସେକ୍ରେଟାରୀଏଟ୍ ଆସିଷ୍ଟାଣ୍ଟ: ୨୯୨

ମାଳୀ: ୧୦୦

ସିନିୟର ଲ ଅଫିସର: ୦୧

ଲିଗାଲ ଆସିଷ୍ଟାଣ୍ଟ: ୦୭

ସମୁଦାୟ ପଦବୀ ସଂଖ୍ୟା: ୬୩୭

DDA ଜୁନିଅର ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର, ଡେପୁଟି ଡିରେକ୍ଟର ଓ ଅନ୍ୟ ପଦବୀରେ ନିଯୁକ୍ତି, dda recruitment 2020 of various 637 posts, Online Applyଦିଲ୍ଲୀ ଡେଭେଲପମେଣ୍ଟ ଅଥରିଟି (DDA)

ଆବେଦନ କରିବାର ଶେଷ ତାରିଖ: ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୩୦ ଯାଏଁ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା: ଅନଲାଇନ୍

ଆପ୍ଲିକେସନ୍ ଫି: Rs. ୫୦୦/-  

ବୟସ ସୀମା: ସର୍ଵନିନ ବୟସ ସୀମା ୧୮ ଏବଂ ସର୍ବାଧିକ ବୟସ ସୀମା ୪୦

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *