ବଡ ଖୁଲାସା: ଦୀପିକା ପାଦୁକୋନଙ୍କର ଶ୍ରୀଦେବୀଙ୍କ ସହ ମୃତ୍ୟୁ ପୂର୍ବରୁ ହୋଇଥିଲା କଥାବାର୍ତ୍ତା, ଏହି କାରଣରୁ ଥିଲେ ଚିନ୍ତିତ ।

Deepika Padukone spoke to Sridevi before her death due to this she was upset

ଏହି ଯୁଗର ମହାନ ଅଦାକାରୀ ଯିଏ ନିଜ ଚରିତ୍ରରେ ସମସ୍ତଙ୍କୁ ପାଗଳ କରିଦେଇଥିଲେ। ଯିଏ ନିଜ କ୍ୟାରିୟରକୁ ନିଜ ପରିଶ୍ରମ ଓ ନିଜ ନିଷ୍ଠାର ବଳରେ ଉପରେ ପହଞ୍ଚାଇଥିଲେ। ଆମେ କଥା ହେଉଛୁ ସ୍ଵର୍ଗବାସୀ ଅଭିନେତ୍ରୀ ଶ୍ରୀ ଦେବୀଙ୍କ ବିଷୟରେ। ଯାହାଙ୍କର ମୃତ୍ୟ ଦୁବାଇର ଏକ ହୋଟେଲରେ ବାଥ ଟପରେ ବୁଡିବା କାରଣରୁ ହୋଇଯାଇଥିଲା। ସେଠାକୁ ସେ ନିଜ ପୁତୁରାଙ୍କର ବିବାହ ସମରାହୋରେ ସାମିଲ ହେବା ପାଇଁ ଯାଇଥିଲେ। ଏହି ଅଦାକାରୀ ଦୁନିଆରୁ ଚାଲିଯାଇଛନ୍ତି, କିନ୍ତୁ ଏହାର ସ୍ମୃତି ଆଜି ବ ତାଙ୍କ ପ୍ରଶଂସକଙ୍କ ହୃଦୟରେ ରହିଛି।

Google
ବୋନିକପୁର ଶ୍ରୀଦେବୀଙ୍କ ଉପରେ ଲେଖିଲେ ଏକ ବହି:

ଆପଣଙ୍କୁ କହିଦେଉଛୁ କି ତାଙ୍କ ସ୍ୱାମୀ ବୋନିକପୁର ନିଜ ପତ୍ନୀ ଶ୍ରୀଦେବୀଙ୍କ ଉପରେ ଏକ ବହି ଲେଖିଛନ୍ତି। ଏହି ବହିରେ ଶ୍ରୀଦେବୀଙ୍କ ଜୀବନୀ ବିଷୟରେ ଲେଖା ଅଛି।ଏଥିରେ ଶ୍ରୀଦେବୀଙ୍କ ଜୀବନର ସେହି ଅଣଞ୍ଚୁଆ ପ୍ରହେଳିକାମାନଙ୍କର ମଧ୍ୟ ଲେଖା ଅଛି,ଯାହା ଠାରୁ ଦୁନିଆ ଆଜି ମଧ୍ୟ ବେଖବର ଅଛି। ଏହି ବହିର ନାମ”ଶ୍ରୀଦେବୀ:ଗର୍ଲ ଓମ୍ୟାନ ସୁପରଷ୍ଟାର ହେ”। ଏହି ବହିର ଉନ୍ମୋଚନରେ ଦୀପିକା ପାଦୁକୋନ ମଧ୍ୟ ଉପସ୍ଥିତ ଥିଲେ।

ଉନ୍ମୋଚନ ସମାରୋହରେ ସାମିଲ ହେଲେ ଦୀପିକା ପାଦୁକୋନ:

ବଲିଉଡ ଇଣ୍ଡଷ୍ଟ୍ରିର ମହାନ ଅଦାକାରୀ ଶ୍ରୀଦେବୀଙ୍କର ମୃତ୍ୟୁ ୨୪ ଫେବୃଆରୀ ୨୦୧୮କୁ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ପାଣିରେ ବୁଡିବା କୁହାଯାଇଥିଲା। ଶ୍ରୀଦେବୀ ଚଳଚ୍ଚିତ୍ର ଦୁନିଆର ମହାନ ଅଭିନେତ୍ରୀ ରହିଛନ୍ତି। ସେ ୯୦ ଦଶକରେ ନିଜ ପ୍ରଶଂସକମାନଙ୍କର ମନୋରଞ୍ଜନ କରିଛନ୍ତି।ତାଙ୍କର ଆକସ୍ମିକ ମୃତ୍ୟୁରେ ପୂରା ବଲିଉଡ ନୁହେଁ ବରଂ ପୂରା ଦେଶରେ ତାଙ୍କ ପ୍ରଶଂସକମାନଙ୍କୁ ଧକ୍କା ଲାଗିଥିଲା।

Talk to Deepika before Sridevi's death, so was upset - allnewsflash
Google

ବହିର ଉନ୍ମୋଚନ ସମାରୋହରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ନିର୍ଦେଶକ ଗୋୖରୀ ସିନ୍ଦେ ସାମିଲ ହୋଇଥିଲେ। ଦୀପିକା କହିଥିଲେ କି ମୁଁ ଯେବେ ବଲିଉଡକୁ ଆସିଥିଲି ତେବେ ମୋ ପାଇଁ ଶ୍ରୀଦେବୀ ମ୍ୟାମ ଓ ବୋନିକପୁର ସାର ମୋର ମାର୍ଗ ଦର୍ଶନ କରିଥିଲେ।

ଘରେ କାମ କରୁଥିବା ଚାକରଙ୍କ ସହ ଚାଲିଥିଲା ଗଡବଡ:

ସେ ମୋର ସବୁ ଦ୍ଵନ୍ଦକୁ ଠିକ କରିଥିଲେ ଓ ମତେ ଅଭିନୟର ସୂତ୍ର ଦେଇଥିଲେ। ପ୍ରକୃତରେ ମୁଁ ଭାଗ୍ୟଶାଳୀ ଅଟେ ମୁଁ ଶ୍ରୀଦେବୀ ମ୍ୟାମଙ୍କ ସହ ରହିଛି ଓ କିଛି ସମୟ ବିତାଇ ପାରିଛି। ଦୀପିକା ପାଦୁକୋନ ଏହା ବି କହିଲେ କି ତାଙ୍କର ଓ ଶ୍ରୀଦେବୀ ମ୍ୟାମଙ୍କର ଶେଷ କଥା ହୋଇଥିଲା, ଯେଉଁଥିରେ ସେ ଘରେ କାମ କରୁଥିବା ଚାକରଙ୍କର ସହ ଗଡବଡ ବିଷୟରେ କହିଥିଲେ।

Talk to Deepika before Sridevi's death, so was upset - allnewsflash
Google

ଆପଣଙ୍କୁ କହିଦେଉଛୁ କି ବୋନିକପୁର ଓ ଶ୍ରୀଦେବୀଙ୍କର ବିବାହ ୧୯୯୬ରେ ହୋଇଥିଲା। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।ଜାହ୍ନବୀ କପୁର ଓ ଖୁସି କପୁର। ଶ୍ରୀଦେବୀଙ୍କ ବିଷୟରେ କୁହାଯାଏ କି ସେ ବଲିଉଡର ପ୍ରଥମ ମହିଳା ସୁପରଷ୍ଟାର ଓ ମେଗା ଷ୍ଟାର ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *