ଦିଲ୍ଲୀ -ଏନସିଆରରେ ପ୍ରଦୂଷଣ ବଢ଼ାଇଲେ ଦେବେ ଏତିକି ଟଙ୍କା ଜୋରିମାନ, ତାସହିତ ହେବ ଏତିକି ବର୍ଷର ଜେଲ, ଜାଣନ୍ତୁ ଏହା ବିଷୟରେ ।

ଦିଲ୍ଲୀ -ଏନସିଆରରେ ପ୍ରଦୂଷଣ ଅଟକାଇବା ପାଇଁ କେନ୍ଦ୍ର ସରକାର ଏକ ଆଇନ ଜାରି କରିଛନ୍ତି ତାସହିତ କଠିନ ଦଣ୍ଡର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏବେ ଯଦି ଦିଲ୍ଲୀ -ଏନସିଆରରେ ପ୍ରଦୂଷଣ ବଢ଼ାଇଲେ ଏକ କୋଟି ଟଙ୍କା ଜୋରିମାନା,୫ ବର୍ଷ ଜେଲ ହୋଇପାରେ।

Google

ଏହି ନିୟମକୁ ରାଷ୍ଟ୍ରପତି ବୁଧବାର ରାତିରେ ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାର ଗୁରୁବାରକୁ ବାୟୁ ପ୍ରଦୂଷଣ ଓ ପରାଲି ଜଳାଇବା ଶୁଣାଣି ସମୟରେ ଏହି ଆଇନର ସୂଚନା ଦେଇଥିଲେ। ସୁପ୍ରିମକୋର୍ଟ କେନ୍ଦ୍ରକୁ ଆଦେଶ ଦେଇଥିଲା କି ଏହି ଆଇନର ସବୁ ପକ୍ଷକାରୀଙ୍କ ସୂଚନା ଦିଅ। ଏହା ପରେ ଶୁଣାଣି ୬ ନଭେମ୍ବର ପାଇଁ ରଖିଦେଲେ। ହରିୟାଣାର ୫୭% ଅଞ୍ଚଳ ଏନସିଆରରେ ଅଛି।

୧୩ ଜିଲ୍ଲା- ଗୁଡ଼ଗାବଂ, ଫରିଦାବାଦ, ସୋଜିପତ, ପାନୀପତ, କରନାଲ, ଇଜ୍ଜର, ସୈହତକ, ରେବାଡି, ମହେନ୍ଦ୍ରଗଡ଼, ପଲବନ, ଜିନ୍ଦ, ଭିବାନୀ, ନୁହୁଁ ଏନସିଆରରେ ଅଛି। ଏହି ଫଇସଲା ପୁରା ହରିଆଣାକୁ ପ୍ରଭାବିତ କରିବ।ପ୍ରଦୂଷଣ ବଢାଇବା ମାମଲାରେ ଜଳାଇବା, କଣ୍ଟ୍ରକ୍ସନ ରେ ଉଡୁଥିବା ଧୂଳିବି ଆସିବ।

ଆଇନରେ, ଏନସିଆରରେ ବାୟୁ ଗୁଣବତ ପ୍ରବନ୍ଧନ ଆୟୋଗ ହେବ:

ଶୁଣାଣି ଆରମ୍ଭ ହେବ କ୍ଷଣି ଜଷ୍ଟିସ ଏସଏ ବୋବଡେଙ୍କର ଅଧ୍ୟକ୍ଷତା ବାଲି ପୀଠ କହିଛନ୍ତି -ଆପଣ ସବୁ ନିଜର ସୁନ୍ଦର କାରର ବ୍ୟବହାର ବନ୍ଦ କରିଦିଅନ୍ତୁ। ଆମ ସମସ୍ତଙ୍କୁ ସାଇକେଲରେ ଯିବା ଦରକାର। ସେବେ ମେହେତା କହିଲେ କି କେନ୍ଦ୍ର ପ୍ରଦୂଷଣ ଅଟକାଇବା ପାଇଁ ଆଇନ ଆଣିଛି।ପ୍ରଦୂଷଣ ଅଟକାଇବା ପାଇଁ ଏକ ଆୟୋଗ ପ୍ରସ୍ତୁତ ହେବ।

Google

ଏହା ଉପରେ ଚିଫ ଜଷ୍ଟିସ କହିଲେକି ୟାଚିକାକର୍ତା ମାନଙ୍କ ମଧ୍ୟରୁ କିଏବି ଯଦି ରୋଗରେ ପଡିବେ ତ ଆମେ ଆପଣଙ୍କୁ ଏଥିପାଇଁ ଦାୟୀ ଭାବିବୁ। ଆପଣ ଏହାକୁ ସୁନିଶ୍ଚିନ୍ତ କରନ୍ତୁ କି ପବନ ଦ୍ଵାରା ଯେପରି କେହି ରୋଗରେ ପଡିବେନି। ସେବେ ମେହେତା କହିଲେ ସରକାର ଏହା ଉପରେ ବ୍ୟାପକ ଦୃଷ୍ଟି ଦେବେ।କଣ କରିବେ:ପ୍ରଦୂଷଣ ଅଟକାଇବାର ଉପାୟ କରିବ,ପାଳନ କରିବ:-

କେନ୍ଦ୍ର ଦିଲ୍ଲୀ- ଏନସିଆର , ହରିଆଣା, ପଞ୍ଜାବ, ରାଜସ୍ଥାନ, ଓ ୟୁପିର ବାୟୁ ପ୍ରଦୂଷଣକୁ ଦେଖିକି ଆୟୋଗ ପ୍ରସ୍ତୁତ କରିଛନ୍ତି। ଏହି ଆୟୋଗ ବାୟୁ ପ୍ରଦୂଷଣକୁ ଅଟକାଇବା, ଭଲ କରିବା ଓ ସଫା ରଖିବାରେ କାମ କରିବ।୧୮ ସଦସ୍ୟରେ ଆୟୋଗରେ ଜଣେ ଚେୟାରପର୍ଶନଙ୍କ ସହିତ କେନ୍ଦ୍ର ସରକାର ,ଏନସିଆର ରାଜ୍ୟର ପ୍ରତିନିଧି ,କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଇସରୋ ଭି ପ୍ରତିନିଧି ହେବ।ଆୟୋଗର ସଦସ୍ୟଙ୍କ ଆର୍ଯ୍ୟକାଳ ତିନି ବର୍ଷ ହେବ।

ସୁପ୍ରିମ ପାୱାର:ଏହାର ଫଇସଲାରେ ଏନଜିଟିରେ ହିଁ ଟକର ଦେଇପାରିବ:

● ପ୍ରଦୂଷଣର ମାମଲାକୁ ନେଇ ରାଜ୍ୟର କୌଣସି ଏଜେନ୍ସି ବା ଆୟୋଗ ଦ୍ଵାରା ଜାରି ହୋଇଥିବା ନିର୍ଦେଶରେ ଯଦି କେବେ କେହି ପିଟିହେବ ତ ଆୟୋଗର ଆଦେଶ ମାନ୍ୟ ହେବ।

● ଆୟୋଗ ପ୍ରଦୂଷଣ ବଢ଼ାଉଥିବା ଵାଲା ଉପରେ ସୁପ୍ରିମକୋର୍ଟରେ ଅଭିଯୋଗ କରିବ। ଆୟୋଗର ଆଦେଶ ବିରୋଧରେ ନେସନାଲ ଗ୍ରୀନ ଟ୍ୟୁବନାଲ (ଏନଜୀଟି) ରେ ଅପିଲ କରାଯାଇପାରିବ।ଆୟୋଗର ଆଦେଶ ବିରୋଧରେ ଦେଶର ଅନ୍ୟ କେହି ଆଦେଶ ଜାରିକରିବ ନାହିଁ।

● ପ୍ରଦୂଷଣ ବଢା ଇବା ମାମଲାରେ ପ୍ଲାଷ୍ଟିକ ଜଳାଇବା ,ବାହାନର ପ୍ରଦୂଷଣ, ଅଳିଆ ଜଳାଇବା, କଣ୍ଟ୍ରକ୍ସନ ସାଇଟସ ,ଇଡ୍ରଷ୍ଟିଜ, ଫ୍ୟାକ୍ଟରି ବି ସାମଲ ଅଛି।

Google

ଦିଲ୍ଲୀର ପ୍ରସ୍ତୁତି-ସିଏମ କେଜରିବାଲ ଲଞ୍ଚ କଲେ ଗ୍ରୀନ ଆପ:-

ଦିଲ୍ଲୀ ସରକାର ଲୋକଙ୍କୁ ପ୍ରଦୂଷଣଠୁ ଯୁଦ୍ଧ ଲଢ଼ିବା ପାଇଁ ଅନୁରୋଧ କରିଛନ୍ତି। ଗୁରୁବାରକୁ ସିଏମ ଅରବିନ୍ଦ କେଜେରିବାଲ ଗ୍ରୀନ ଦିଲ୍ଲୀ ଆପ ଲଞ୍ଚ କରିଛନ୍ତି। ଏହା ଦ୍ଵାରା ଦିଲ୍ଲୀର କୌଣସି ଅଞ୍ଚଳରେ ହେଉଥିବା ପ୍ରଦୂଷଣର ଅଭିଯୋଗ କରାଯାଇପାରିବ। ଯାହାର ସମାଧାନ ନିର୍ଧାରିତ ସମୟ ମଧ୍ୟରେ କରାଯିବ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ କହିଲେ କି କୌଣସି ବଡ଼ ପରିବର୍ତ୍ତନ ଆଣିବା ପାଇଁ ସବୁ ନାଗରିକଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *