ଡେଲଟା ପ୍ଲସ ଭ୍ୟାରିଏଣ୍ଟ ପାଇଁ ୮ ଟି ରାଜ୍ୟକୁ ସତର୍କ କରାଇଲେ କେନ୍ଦ୍ର ସରକାର, ଦେଖନ୍ତୁ ଲିଷ୍ଟ

ବର୍ତ୍ତମାନ ଦେଶରେ କ-ରୋ-ନାର ଦ୍ୱିତୀୟ ଲହରୀ ଚାଲିଛି ଯାହା ଅଧିକ ପ୍ରଭାବ ପକାଉଛି କାରଣ ଏହା ପ୍ରଥମ ଲହରୀ ଅପେକ୍ଷା ଅଧିକ ସଂ-କ୍ର-ମ-ଣ କରିବା ସହ ଅଧିକ ଲୋକଙ୍କ ଜୀବନ ନେଉଛି। କେବଳ ଭାରତ ନୁହେଁ ଏହି ମ-ହା-ମା-ରି ପୂର୍ଵ ଦେଢ଼ ବର୍ଷ ହେବ ପୁରା ବିଶ୍ୱରେ ସୃଷ୍ଟି କରିଛି ଭ-ୟର ବାତାବରଣ। ଚୀନରୁ ସୃଷ୍ଟି ହୋଇ ଏହି ଭା-ଇ-ର-ସ ସମଗ୍ର ବିଶ୍ୱକୁ ବ୍ୟାପିଯାଇଛି। ଏବେ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସରକାର ଟୀକାକରଣକୁ ଜୋର କରିଛନ୍ତି।

Google

ଆପଣଙ୍କୁ ଏହା ମଧ୍ୟ କହିରଖିବୁ ଏହି ମ-ହା-ମା-ରୀ ଅନେକ ସମୟରେ ତାର ରୂପ ବଦଳାଉଛି। କାରଣ ଏହାର ଗୋଟେ ପରେ ଗୋଟେ ନୂଆ ଭ୍ୟାରିଏଣ୍ଟ ଆସୁଛି ଯାହା ପୂର୍ବ ଅପେକ୍ଷା ଅଧିକ ଘା-ତ-କ ସାବ୍ୟସ୍ତ ହେଉଛି। ଭାରତରେ ପ୍ରଥମେ ଡେଲଟା ଭ୍ୟାରିଏଣ୍ଟ ଦେଖାଯାଇଥିଲା ଯାହା ସାଂ-ଘା-ତି-କ ହୋଇଥିଲା କେବଳ ଭାରତ ନୁହେଁ ଅନ୍ୟ ଦେଶରେ ମଧ୍ୟ ଏହା ଅଧିକ ପ୍ରଭାବ ପକାଇଥିଲା। ଆପଣଙ୍କୁ କହିରଖିବୁ ଏବେ ଦେଶରେ ଦ୍ୱିତୀୟ ଲହରୀର ପ୍ରକୋପ କମୁଥିଲେ ମଧ୍ୟ ପରିସ୍ଥିତି ସମ୍ପୂର୍ଣ ଠିକ ହୋଇନାହିଁ ଓ ଏହା ମଧ୍ୟରେ ଡେଲଟା ପ୍ଲସ ନାମକ ମା-ରା-ତ୍ମ-କ ନୂଆ ଭ୍ୟାରିଏଣ୍ଟ କାରଣରୁ ତୃତୀୟ ଲହରୀର ଆ-ଶ-ଙ୍କା କରାଯାଉଛି।

କେନ୍ଦ୍ର କହିଛିକି ଯେଉଁ ୮ ଟି ରାଜ୍ୟରେ ଏହି ଭ୍ୟାରିଏଣ୍ଟ ଦେଖାଯାଇଛି ଯଦି ସେଠାରେ ଏହାକୁ ରୋକା ନଯାଏ ତେବେ ଏହା ଆଗକୁ ଅଧିକ ମା-ରା-ତ୍ମ-କ ହୋଇଯାଇପାରେ ତେଣୁ ସେହି ୮ ଟି ରାଜ୍ୟକୁ ସତର୍କ ରହିବା ପାଇଁ କେନ୍ଦ୍ର ଚିଠି ଲେଖିଛି। ଆପଣଙ୍କୁ କହିରଖିବୁ ଆନ୍ଦ୍ରପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ,ରାଜସ୍ଥାନ, ଜାମ୍ମୁ-କାଶ୍ମୀର,ତାମିଲନାଡୁ, ହରିଆଣା, ପଞ୍ଜାବ ରାଜ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖିଛନ୍ତି।

Google

କେନ୍ଦ୍ର ଉଲେଖ କରିଛିକି ଏହି ଭ୍ୟାରିଏଣ୍ଟ ରୋଗୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉ ଏହା ସହ। ଯେଉଁ ଅଞ୍ଚଳରୁ ଏମାନେ ବାହାରିଛନ୍ତି ସେଠାରେ କଡାଆଇନ ପାଳନ କରାଯାଉ ଓ ସବୁ ଲୋକଙ୍କ ଟେଷ୍ଟ କରାଯାଉ। ନଚେତ ଏହା ଜଲ୍ଦି ତୃତୀୟ ଲହରୀକୁ ନେଇଆସିବ। ଆପଣଙ୍କୁ କହିରଖିବୁ ବର୍ତ୍ତମାନ ଭାରତର ୮ ଟି ରାଜ୍ୟରେ ୪୮ ଜଣ ଏହି ଭ୍ୟାରିଏଣ୍ଟର₹ ରୋଗୀ ଚିହ୍ନଟ ହୋଇଛନ୍ତି। ଯଥା ତାମିଲନାଡୁରେ ୯, କେରଳ ୩, ପଞ୍ଜାବ ୨, ଗୁଜରାଟ ୨, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ୧, ଜାମ୍ମୁ ୧ ଏବଂ କର୍ଣ୍ଣାଟକରେ ୧ଟି ,ମହାରାଷ୍ଟ୍ର ୨୦ ଓ ମଧ୍ୟପ୍ରଦେଶରୁ ୭ ଜଣ ଚିହ୍ନଟ ହୋଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *