ଧନତେରସ ଦିନ କିଛି ନୂଆ କିଣିବାର ପରମ୍ପରା ରହିଛି । କିଛି ବସ୍ତୁ ଏପରି ମଧ୍ୟ ଅଛି ଯାହାକୁ କିଣିବା ଉଚିତ ନୁହେଁ । ନହେଲେ ଘରକୁ ଆସିବ ଦାରିଦ୍ରତା । ଆସନ୍ତୁ ଜାଣିବା ସେହି ସବୁ ବସ୍ତୁ ବିଷୟରେ।

ପ୍ରତିବର୍ଷ କାର୍ତ୍ତିକର କୃଷ୍ଣ ପକ୍ଷ ତ୍ରୟୋଦର୍ଶୀ ତିଥିକୁ ଧନତେରସ ପର୍ବ ମାନାଯାଏ। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଦିନ ସୁନା ଚାନ୍ଦି ଓ ଅନ୍ୟାନ୍ୟ ନୂଆ ବସ୍ତୁ କିଣାଯାଇଥାଏ କିନ୍ତୁ କେବେ ବି ଏହି ପାଞ୍ଚଟି ବସ୍ତୁ କିଣନ୍ତୁ ନାହିଁ ନଚେତ ଘରର ସୁଖ, ସଂବୃଦ୍ଧି, ଧନ ସବୁ ନଷ୍ଟ ହୋଇଯିବ। ଏହା ସହ ଘରକୁ ଆସିବ ଦାରିଦ୍ରତା।ତେବେ ଜାଣିରଖନ୍ତୁ ସେହି ବସ୍ତୁ ବିଷୟରେ।
ଷ୍ଟିଲ ଏବଂ ଆଲୁମିନିୟମ:
ଆଜିର ଦିନରେ ଧନତେରସ ସମୟରେ କୌଣସି ନୂଆ ଵସ୍ତୁ କିଣିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ କି ସେହି ବସ୍ତୁ କାଳେ ଷ୍ଟିଲ ଏବଂ ଆଲୁମିନିୟମର ତ ନୁହେଁ। କାରଣ ଷ୍ଟିଲ ଏବଂ ଆଲୁମିନିୟମରେ ପ୍ରସ୍ତୁତ ବସ୍ତୁ କିଣିବା ଦ୍ଵାରା ଘରର ଲଷ୍ମୀ କ୍ରୋଧିତ ହୋଇଯାଇଥାନ୍ତି ଏହା ପରେ ଘରେ ଦାରିଦ୍ରତାର ବାସ ହୋଇଯାଇଥାଏ। ଆଲୁମିନିୟମରେ ରାହୁର ବାସ ହୋଇଥାଏ। ତେଣୁ ଏହାକୁ ଅଶୁଭ ମାନାଯାଇଛି।
ଲୁହା:
ଜ୍ୟୋତିଷରେ ଲୁହାକୁ ଶନିର କାରକ ମାନାଯାଇଛି। ତେଣୁ ଏହି ଶୁଭ ଦିନରେ ଲୁହା ବସ୍ତୁ ଘରକୁ ଆଣିବା ଅଶୁଭ ମାନାଯାଇଛି । ମାନ୍ୟତା ଅଛି କି ଧନତେରସ ଦିନରେ ଏହି ବସ୍ତୁ କିଣିବା ଦ୍ଵାରା ଦୃଭାଗ୍ୟ ଆସିଥାଏ।

ପ୍ଲାଷ୍ଟିକ:
ଧନତେରସ ଦିନରେ ପ୍ଲାଷ୍ଟିକ ବସ୍ତୁ କିଣିବା ବି ଅଶୁଭ ମାନାଯାଇଛି କାରଣ ସ୍ୱାସ୍ଥ୍ୟରେ ପ୍ରଭାବ ପକାଇଥାଏ।
କାଚ:
ହିନ୍ଦୁ ଧର୍ମ ଶାସ୍ତ୍ରରେ କୁହାଯାଇଛି କି ଧନତେରସ ଦିନରେ କାଚରେ ତିଆରି କୌଣସି ବସ୍ତୁ କିଣିବା ଭଲ ନୁହେଁ କାରଣ କାଚର ସମ୍ବନ୍ଧ ରାହୁ ସହ ଅଛି । ଏହା ଦ୍ଵାରା ଘରକୁ ଦାରିଦ୍ରତା ଆସିଥାଏ।

ଚିନି:
ଏହି ଦିନରେ ଚିନିରେ ପ୍ରସ୍ତୁତ ଜିନିଷ କିଣିବା ବି ଉଚିତ ନୁହେଁ। କାରଣ ଚିନିରେ ପ୍ରସ୍ତୁତ ଜିନିଷ ଘରେ ଅଧିକ ଦିନ ରହିନଥାଏ ଏହା ଦ୍ଵାରା ଘରେ ସୁଖ ଶାନ୍ତି ଭଙ୍ଗ ହୋଇଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।