ଧୋନି ‘କିଶୋର ଦା’ ଏବଂ ବିରାଟ ‘ସୁନୀଲ ଦତ୍ତ’ ବନି ଗାଇଲେ ଏହି ଗୀତ, ଅନୁଷ୍କାଙ୍କୁ ଦେଖି ଗୀତ ଗାଇବା ସୁପରଫୋନି ଭିଡିଓ ହେଉଛି ଭାଇରାଲ । ଦେଖନ୍ତୁ ଭିଡ଼ିଓ

ବିରାଟ କୋହଲି ଆଉ ଏମ ଏସ ଧୋନୀଙ୍କର ଜବରଦସ୍ତ ଯୁଗଲବନ୍ଦୀ ଆପଣଙ୍କୁ ଫିଲଡ଼ ଭିତରେ ବହୁତ ଥର ଦେଖିବାକୁ ମିଳିଥିବ। ମାତ୍ର କଣ ଆପଣ କେବେ ତାଙ୍କୁ ସଙ୍ଗୀତ ଭିତରେ ଦେଖିବାକୁ ପାଇଛନ୍ତି। ଏଠାରେ ଏକ ଭିଡିଓ ସାମ୍ନାକୁ ଆସୁଛି ଯାହା ଭିତରେ ଏମ ଏସ ଧୋନୀ ଆଉ ବିରାଟ କୋହଲି କିଶୋର କୁମାର ଆଉ ସୁନୀଲ ଦତ୍ତଙ୍କର ଭଳି “ମେରେ ସାମନେ ବାଲି ଖିଡିକି ପେ ଏକ ଚାନ୍ଦକା ଟୁକଡା ରେହତା ହେ” ଗୀତ ଗାଉ ଥିବାର ଦେଖା ଯାଇଛନ୍ତି। ଏଠାରେ ଧୋନୀ କିଶୋର ଦା ହେଇଛନ୍ତି ଆଉ କୋହଲି ହେଇଛନ୍ତି ସୁନୀଲ ଦତ୍ତ।

Google

ଏଠାରେ ହିଁ ବିରାଟ କୋହଲି ଅନୁଷ୍କା ଶର୍ମାଙ୍କ ପାଇଁ ଗୀତ ଗାନ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଜଲଦି ଭାଇରାଲ ହେଉଛି ଆଉ ଏହାକୁ ଦେଖି ଫ୍ୟାନ ମାନେ ବହୁତ ଜଲଦି ମଜା ନେଉ ଛନ୍ତି। ପ୍ରକୃତରେ ଏହା ଏକ ଫ୍ୟାନ ଆପରେ ବନା ଯାଇଛି ଆଉ ଏଥିରେ ରିଏଲ ଫେସକୁ ରିପ୍ଲେସ କରିକି ଧୋନୀ ଆଉ କୋହଲିଙ୍କର ଫେସ ଲଗା ଯାଇଛି। ଏଥିରେ ପଦୋଷନ ଫିଲ୍ମର ଗୀତ “ମେରେ ସାମନେ ବାଲି ଖିଡିକି ପେ” ବାଜୁଛି ଯାହା ଭିତରେ ଧୋନୀଙ୍କର ମୁହଁ କିଶୋର କୁମାରଙ୍କ ବଦଳରେ ଲଗା ଯାଇଛି ଆଉ କୋହଲିଙ୍କର ମୁହଁ ସୁନୀଲ ଦତ୍ତଙ୍କ ବଦଳରେ ଲଗା ଯାଇଛି।

ଏଠାରେ ବିରାଟ କୋହଲି ସୁନୀଲ ଦତ୍ତଙ୍କ ଭଳି ଗୀତ ଗାଉଥିବାର ଦେଖା ଯାଇଛନ୍ତି ଆଉ ଏହି ଭିଡିଓକୁ ସେୟାର ଚାଟ ଆପ ଦ୍ୱାରା ସେୟାର କରାଯାଇଛି। ଏହି ଫନି ଭିଡିଓ ଦେଖି ଲୋକ କହୁଥିବାର ନଜର ଆସୁଛନ୍ତି କି ” ଭାଇ ଯିଏ ବି ଏହି ଭିଡିଓ ଏଡିତ କରିଛି ସେଟା କମାଲ ଅଟେ” , ଆଉ କିଏ କହିଛି ” ଗଜବ ଏଡିଟିଂ”, ଆଉ ଜଣେ ୟୁଜର କହିଲା ” କେହି ଆୱାର୍ଡ ଦିଅ ୟାଙ୍କୁ” ।

ଦେଖନ୍ତୁ ଭିଡ଼ିଓ:

ଆପଣଙ୍କୁ କହି ରଖୁଛୁ କି ଏବେ ଏବେ ହିଁ ବିରାଟ କୋହଲି ଆଉ ଅନୁଷ୍କା ଶର୍ମା ମାତା ପିତା ହେଇଯାଇଛନ୍ତି। ଅନୁଷ୍କା ଜଣେ ଝିଅକୁ ଜନ୍ମ ଦେଇଛନ୍ତି। ଏହି ଖବର ବାବଦରେ ବିରାଟ ନିଜେ ହିଁ ସୋସିଆଲ ମିଡିଆ ଦ୍ୱାରା ତାଙ୍କର ଫ୍ୟାନ ମାନଙ୍କୁ ଜଣେଇଛନ୍ତି। ଟ୍ୱିଟର ତଥା ଇଂଷ୍ଟଗ୍ରାମରେ ପୋଷ୍ଟ କରିକି ବିରାଟ କହିଲେ କି ସେ ପିତା ହେଇ ଯାଇଛନ୍ତି। ଏହାରି ଭିତରେ ହିଁ ବିରାଟ ଆଉ ଅନୁଷ୍କା ନିଜ ତରଫରୁ ଏହା ଅନୁରୋଧ କରିଛନ୍ତି କି ତାଙ୍କୁ ନିଜ ପାଇଁ ସମୟ ଦରକାର ଆଉ ତାଙ୍କର ଏହି କାମକୁ ସମ୍ମାନ ଦିଆଯାଉ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *