ମହେନ୍ଦ୍ର ସିଂ ଧୋନି କଣ ବିଜନେସ କରନ୍ତି ଓ କେତେ ଟଙ୍କା କମାନ୍ତି ଜାଣନ୍ତୁ।

ଟିମ ଇଣ୍ଡିଆର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା ଦେଇଦେଇଛନ୍ତି। ସେ କେବଳ କ୍ରିକେଟ ମୈଦାନରେ ସଫଳତା ଅର୍ଜନ କରିନାହାନ୍ତି ବିଜନେସରେ ମଧ୍ୟ ଖୁବ ନାମ କମେଇଛନ୍ତି।

Google

ସେଭେନର ଓନରସିପ:- ଏମ ଏସ ଧୋନିଙ୍କୁ ୨୦୧୬ରେ ଅପରେଲ ବ୍ରାଣ୍ଡ “ସେଭେନ” ରେ ବ୍ରାଣ୍ଡ ଆମ୍ବାସିଡର କରିବାକୁ କୁହାଯାଇଥିଲା। ଏହାପରେ ସେ ଏହି ବ୍ରାଣ୍ଡର ଫୁଟ ଓୟାର କଲେକ୍ସନର ଓନରସିପ ହାସିଲ କଲେ। ଏହାକୁ ଧୋନିଙ୍କ ମାଷ୍ଟରଷ୍ଟୋକ କୁହାଯାଏ। ଏହାର ପ୍ରଥମ ଷ୍ଟୋର ରାଞ୍ଚିରେ ଖୋଲାଯାଇଥିଲା।

ଜିମ କାରୋବାର:- ଧୋନି ଟିମ ଇଣ୍ଡିଆର ସବୁଠାରୁ ଫିଟ ଖେଳାଳିଙ୍କ ମଧ୍ୟରୁ ଜଣେ ଅଟନ୍ତି । ୱିକେଟ ପଛରେ ଭଲ ଫୁର୍ତ୍ତି ଓ ରନ ଚୋରେଇବାରେ ତାଙ୍କର ମୁକାବିଲା ନାହିଁ।ଧୋନି ସ୍ପୋର୍ଟସ ଫିଟ ୱାଲର୍ଡ଼ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଜିମରେ ମାଲିକାନାର ହକ ରଖିଛନ୍ତି। ଏହି କମ୍ପାନୀ ପାଖରେ ଦେଶସାରା ୨୦୦ ରୁ ଅଧିକ ଜିମ ଅଛି।

ଅନ୍ୟ ଖେଳରେ ବି ଅଛି ନିବେଶ:-ଆମେ ଜାଣିଛୁ କି ମହେନ୍ଦ୍ର ସିଂ ଧୋନିଙ୍କ ଫୁଟବଲରେ ରୁଚି ରହିଛି। ସେ ଏହି ପେସାରେ ଆସିବାକୁ ମଧ୍ୟ ଚାହିଁଥିଲେ ଓ ଏବେ ସେ ଭାରତୀୟ ସୁପର ଲିଗରେ ଗୋଟେ ଟିମର ମାଲିକ ଅଟନ୍ତି। କେବେ ଫୁଟ ବଲରେ ଗୋଲକିପର ସ୍ୱପ୍ନ ରଖିଥିବା ଧୋନି ଇଣ୍ଡିଆନ ସୁପର ଲିଗ ‘ଚେନ୍ନାଇଆନ ଏଫସି”ର ମାଲିକ ଅଟନ୍ତି।

Google

 

ମାହି ରେସିଂ ଟିମ ଇଣ୍ଡିଆ:-ଏହାଛଡା ଗାଡିର ସଉକ ରଖିଥିବା ଧୋନି ଏହାକୁ ମଧ୍ୟ ନିଜ ବିଜନେସରେ ସାମିଲ କଲେ।ତାଙ୍କ ପାଖରେ ଭଲ ବାଇକ ଓ କାର ରହିଛି।ହେଲେ ଏହାଛଡା ଧୋନି ସୁପର ସ୍ପୋର୍ଟସ ୱାଲର୍ଡ଼ ଚାମ୍ପିୟାନସିପରେ “ମାହି ରେସିଂ ଟିମ ଇଣ୍ଡିଆର”ମାଲିକ ଅଟନ୍ତି।ସେ ଏହି ଟିମକୁ ଆକ୍ଟର ନାଗାର୍ଜୁନଙ୍କ ସହ ପାର୍ଟନରସିପରେ ମାଲିକ ଅଟନ୍ତି।

ହକି ଟିମ:- ହକି ପାଇଁ,ଧୋନିଙ୍କ ପାଇଁ ଏହା ଅନ୍ୟ ଏକ ଖେଳ ଟିମ ନିବେଶ ଅଟେ। ଏହା ରାଞ୍ଚି ସ୍ଥିତ ହକି କ୍ଳବ ରାଞ୍ଚି ରେଜ ରୂପରେ ଆସେ।

Google

ଏଣ୍ଡାର୍ସମେଣ୍ଟ ରୁ ପଇସା:- ଦେଶର ସଫଳତମ ଅଧିନାୟକ ଧୋନିଙ୍କ ବ୍ରାଣ୍ଡ ଏଣ୍ଡାର୍ସମେଣ୍ଟରେ ବହୁତ ଚାହିଦା ରହିଛି।ଏଥିରୁ ତାଙ୍କର ଭାରି ଇନକମ ହୁଏ।ନିଜ କ୍ୟାରିୟର ଆରମ୍ଭରୁ ହିଁ ଧୋନିଙ୍କ ପାଖରେ ବହୁତ ଏଣ୍ଡାର୍ସମେଣ୍ଟ ଥିଲା।ଏବେ ତାଙ୍କ ପାଖରେ ପେପ୍ସି,ଷ୍ଟାର୍ସ,ଗୋଡେଡି,ବସ,ସ୍ନିକରସ,ଭିଡ଼ିଓକୋଣ,ବୁସ୍ଟ,
ଓରିଏଣ୍ଟ ବଇଲେକ୍ଟ୍ରିକ,ନେଟମିଡସ ଭଳି ବ୍ରାଣ୍ଡ ସହ ଅନୁବନ୍ଧିତ ଅଛନ୍ତି।

ମାହି ହୋଟେଲ:- ହୋଟେଲ କାରବାର ଜରିଆରେ ଧୋନି ମୋଟା ରକମ କମାନ୍ତି।ଝାଡ଼ଖଣ୍ଡରେ ତାଙ୍କର ଏକ ପାଞ୍ଚ ତାରକା ହୋଟେଲ ଅଛି,ଯାହାର ନାମ”ହୋଟେଲ ମାହି ରେସିଡେନ୍ସି”।ଏହା ଧୋନିଙ୍କ ଏକ ମାତ୍ର ହୋଟେଲ ଏଥିରେ ବ୍ରାଞ୍ଚ ନାହିଁ।ଏହା ରାଞ୍ଚିର ଧୁର୍ବ ଇଲାକାରେ ଅଛି।

ଫୋର୍ବସ ଇଣ୍ଡିଆ:- ୨୦୧୯ ଫୋର୍ବସ ଇଣ୍ଡିଆ ର ସେଲେବ ୧୦୦ ରେ ଏମଏସ ଧୋନି ୫ ନମ୍ବରରେ ଥିଲେ।ଆଉ ମଜାଦାର କଥା ଏହିକି ଯେ ତାଙ୍କର କମାଇ ୨୦୧୮ ରେ ୧୦୧.୭୭ କୋଟିରୁ ବଢି ୨୦୧୯ ରେ ୧୩୫.୩୩ କୋଟି ହୋଇଥିଲା ଓ ଧୋନିଙ୍କ ନୂଆ ନିବେଶ ବେଞ୍ଚର ରାଉଣ୍ଡ ୨୦୨୦ ରେ ଖାତାବୁକ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *