IPL 2020: ପରାଜୟ ପରେ ଧୋନି ପାଣ୍ଡ୍ୟା ଭାଇଙ୍କୁ ଦେଲେ ଏହି ଖାସ ଉପହାର, ଜାଣନ୍ତୁ କଣ ସ୍ପେସିଆଲ ଥିଲା ।

ମୁମ୍ବାଇ ଏବଂ ଚେନ୍ନାଇ ବିପକ୍ଷ ମ୍ୟାଚରେ ମୁମ୍ବାଇ ଚେନ୍ନାଇକୁ ୧୦ୱିକେଟରେ ପରାସ୍ତ କରିଛି। ବୋଲଟ ଏବଂ ବୁମରା ନିଜ ଚମତ୍କାର ଖେଳରେ ଚେନ୍ନାଇକୁ ୧୧୪ ରନରେ ଅଟକାଇଦେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପାୱାରପ୍ଲେରେ ତାର ୫ଟି ୱିକେଟ ହରାଇଦେଇଥିଲା। ଧୋନି ମଧ୍ୟ କିଛି ଖାସ କରିପାରିଲେ ନାହିଁ। ଯାହା ଫଳରେ ମୁମ୍ବାଇ ବିନା ୱିକେଟ ହରାଇ ୧୨.୨ ଓଭରରେ ଲକ୍ଷ୍ୟ ହାସଲ କରିଦେଇଥିଲା।

Google

କ୍ୱିଣ୍ଟନ ଡି କକ ୩୭ ବଲରେ ୫ଟି ଚଉକା ଏବଂ ୨ଟି ଛକା ସହାୟତାରେ ୪୬ ଏବଂ ଇଶାନ କିଷାନ୩୭ ବଲରେ ୫ଟି ଛକା ଏବଂ ୬ଟି ଚଉକା ସହାୟତାରେ ୬୮ ରନ କରିଥିଲେ।
ଏହି ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ତରଫରୁ ହାର୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟାକୁ ଏକ ଖାସ ଉପହାର ମିଳିଥିଲା।

ଆଇପିଏଲର ଅଫିସିଆଲ ଟ୍ୱିଟର ପୃଷ୍ଠାରେ ହାର୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କ ଉପହାର ସହ ଫୋଟ ସେୟାର କରିଥିବାର ନଜର ଆସିଥିଲା । ମ୍ୟାଚ ପରେ ଧୋନି ପାଣ୍ଡ୍ୟା ଭାଇଙ୍କୁ ନିଜ ଚେନ୍ନାଇର ଜର୍ସି ଉପହାର ସ୍ୱରୂପ ଦେଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ମହେନ୍ଦ୍ର ସିଂ ଧୋନୀଙ୍କୁ ଆଲିଙ୍ଗନ କରୁଥିବା ଫୋଟ ସେୟାର କରିଥିଲେ।

Google

କହିଦେଉଛୁ ବିଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ୧୦ଟି ମ୍ୟାଚରେ ୧୪ ଅଙ୍କ ସହ ଶୀର୍ଷରେ ଅଛି ଯେବେକି ଚେନ୍ନାଇ ସୁପର କିଙ୍ଗସ ୧୧ ମ୍ୟାଚରେ ୬ ଅଙ୍କ ସହ ୮ ନମ୍ବରରେ ଅଛି। ଆଇପିଏଲର ପ୍ଲେଅଫ ଦୌଡ଼ରେ ପାଖାପାଖି ବାହାର ହୋଇଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *