କ୍ରିକେଟ ପରେ ଚାଷରୁ ରୋଜଗାର କରୁଛନ୍ତି ଧୋନି । ଏବେ ପାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଜାଣନ୍ତୁ କଣ କଣ କରୁଛନ୍ତି ଚାଷ ।

କ୍ରିକେଟରୁ ସନ୍ୟାସ ନେଇଯାଇଥିବା ଧୋନି ଏବେ ଚର୍ଚା ଘେରରେ ଏବଂ ତାଙ୍କର ଏହି ଚର୍ଚା ଷ୍ଟ୍ରବେରି ପାଇଁ ହୋଇଛି। ପ୍ରକୃତରେ ଧୋନି ଖେଳରୁ ସନ୍ୟାସ ନେବା ପରେ ଏବେ ଚାଷ କରୁଛନ୍ତି। ସେ ସେହି ଚାଷରେ ଷ୍ଟ୍ରବେରି ଲଗାଇଛନ୍ତି ଏବଂ ସେଥିରୁ ୩୦ଲକ୍ଷ ଟଙ୍କା ଆୟ ମଧ୍ୟ କଲେଣି।

Google

ଖବର ଅନୁସାରେ ମହେନ୍ଦ୍ର ସିଂ ଧୋନି ନିଜ ଫାର୍ମରେ ବିଭିନ୍ନ ପ୍ରକାରର ପରିବା ଲଗାଇଛନ୍ତି। ସେଠାରେ ଧୋନି ୧୦ଟନ ଷ୍ଟ୍ରବେରି ଉତ୍ପାଦନ କରିବାର ନଜର ଆସିଛନ୍ତି। ଏହି ଷ୍ଟ୍ରବେରିରୁ ସେ ପାଖାପାଖି ୩୦ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ବୋଲି ଜଣା ଯାଇଛି।

ଏହାସହ ଧୋନି ତାଙ୍କ ଫାର୍ମ ହଉସରେ ତରଭୁଜ ମଧ୍ୟ ଲଗାଇବାର ନଜର ଆସିଛନ୍ତି। ୩୦୦କିଲୋ ତରଭୁଜ ବିକ୍ରି କରାଯାଇଛି। ସେଠାରେ ସେ ସିମଲା ଲଙ୍କା ମଧ୍ୟ ଲଗାଇଛନ୍ତି। ତାହାର ଉତ୍ପାଦନ ମଧ୍ୟ ଭଲ ହୋଇଛି। ତାଙ୍କ ଫାର୍ମ ହାଉସରେ କରାଯାଉଥିବା ପରିବାର ଭଲ ଡିମାଣ୍ଡ ମଧ୍ୟ ରହିଛି। ସେ ଏସବୁ ପୂର୍ବରୁ ଆଳୁ,ପିଆଜ,ପଣସ,ଲାଉ,ମଟର,କୋବି,ଅମୃତଭଣ୍ଡା,ବ୍ରୋକଲି ମଧ୍ୟ ଉତ୍ପାଦନ କରିସାରିଛନ୍ତି।

Google

ଧୋନିଙ୍କ ସେହି ଫାର୍ମ ହାଉସଟି ୪୩ ଏକରର ଓ ସେଠାରେ ସେ ବିନା ରାସାୟନିକ ଦ୍ରବ୍ୟର ବ୍ୟବହାରରେ ଜୈବିକ ପ୍ରଣାଳିରେ ଫସଲ କରୁଛନ୍ତି। ଏହାସହ ଧୋନିଙ୍କୁ ଝାଡ଼ଖଣ୍ଡର ଟପ ପଶୁପାଳକ ଭାବେ ଘୋଷଣା କରାଯାଇଅଛି ବୋଲି ଜଣା ଯାଇଛି। ଏବେ ତାଙ୍କର ଏହି ଜୈବିକ ଚାଷକୁ ଦେଖି ତାଙ୍କୁ ସବୁଠୁ ଭଲ ଚାଷୀର ଆୱାର୍ଡ ମଧ୍ୟ ମିଳିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *