ଫୁଲ ଟାଇମ କୃଷକ ହେଲେ ଚେନ୍ନାଇ ସୁପର କିଙ୍ଗସଙ୍କର ଅଧିନାୟକ ଏମଏସ ଧୋନୀ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ପୂର୍ବ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସଙ୍କର ଅଧିନାୟକ ଏମ ଏସ ଧୋନୀ ପୁଣି ଥରେ ଚେନ୍ନାଇ ଅଧିନତ୍ତ୍ୱ ନେବା ପାଇଁ ପ୍ରସ୍ତୁତ ଅଛନ୍ତି। ଏଥର ଆଇପିଏଲ ୨୦୨୧ରେସେ ପୁନର୍ବାର ଚେନ୍ନାଇର ଅଧିନାୟକ ହେବେ। ଏବେ ସେ ଆଇପିଏଲ ନୁହଁ ବରଂ କିଛି ଅଲଗା କାମରେ ବ୍ୟସ୍ତ ଅଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ କୁ ବାଏ କହିଲା ପରେ ଧୋନୀ ଏବେ ନିଜର ଅର୍ଗାନିକ ଫାର୍ମୀଂରେ ବ୍ୟସ୍ତ ଅଛନ୍ତି। ଏବେ ଏହା ଖବର ଆସୁଛି କି ସେ ରାଁଛି ସ୍ଥିତ ନିଜର ଅର୍ଗାନିକ ଫାର୍ମୀଂ ଫିଲଡ଼ରେ ଇଣ୍ଟିଗ୍ରେଟ ଫାର୍ମୀଂ ସିଷ୍ଟମ କରିବାର ଯୋଜନା ବନାଉଛନ୍ତି।

Google

ପୂର୍ବ ବର୍ଷ ୧୫ ଅଗଷ୍ଟରେ କଥିତ ଭାବେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଧୋନୀ ଏବେ ପୁରା ସମୟ ନିଜର ଫାର୍ମୀଂରେ ଦେବା ପାଇଁ ସ୍ଥିର କରିଛନ୍ତି। ସେ ଫାର୍ମୀଂକୁ ନିଜର ଫୁଲ ଟାଇମ ଜବ ଭାବେ ଆପଣେଇ ନେଇଛନ୍ତି। ତାଙ୍କର ଏହି ୪୩ ଏକରରେ ବ୍ୟାପିଥିବା ଫାର୍ମ ଭିତରେ ଟମାଟୋ, ବ୍ରୋକୋଲି, ଷ୍ଟ୍ରବେରୀ ତଥା ଅମୃତଭଣ୍ଡା ଭଳି ଜିନିଷ ବଢ଼େଇବା ପାଇଁ ଜାଗା ଅଛି।

ଚାଷ କରିବା ବ୍ୟତୀତ ଧୋନୀ ନିଜର ଫାର୍ମ ଭିତରେ ପଶୁ ପାଳନର କାମ ବି ଆରମ୍ଭ କରି ଦେଇଛନ୍ତି। ଇଂସାଇଡ଼ ରିପୋର୍ଟ ଅନୁସାରେ, ଧୋନୀ ତାଙ୍କ ଫାର୍ମ ଭିତରେ ସାହିବାଲ ଭଳି ପ୍ରାୟ ୭୫ ଗାଈ ମାନଙ୍କର ପାଳନ କରିଛନ୍ତି। ଏହା ବ୍ୟତୀତ ସେ କୁକୁଡ଼ା ତଥା ମାଛ ଚାଷ କରିବା ଉପରେ ଯୋଜନା ବନେଇଛନ୍ତି।

Google

ଏବେ ଧୋନୀଙ୍କର ଚାଷ କରିଥିବା ଜିନିଷ ଫଳ ତଥା ପରିବା ବଜାରରେ ଆସିବାକୁ ଲାଗିଛି। ସ୍ଥାନୀୟ ଲୋକଙ୍କର ଦାବି ପୂରଣ କରିବା ପରେ ଏହା ୟୁଏଇ ଭଳି ଦେଶ ମାନଙ୍କରେ ପରିବା ସପ୍ଲାଏ କରିବାକୁ ଯୋଜନା ବନେଇବାରେ ଲାଗିଛି। ଏହାକୁ ବାହାରକୁ ପଠେଇବାର ଦାୟିତ୍ତ୍ୱ ଝାରଖଣ୍ଡର ଅଗ୍ରୀ କଲଚର ବିଭାଗ ନେଇଛି। ଏହାଦ୍ୱାରା ତାଙ୍କର ପରିବା ମାନଙ୍କର ସପ୍ଲାଏ ବାହାରକୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *