କୋରନା ଭାଇରସ କାରଣରୁ ୟୁଏଇରେ ଖେଳା ଯାଇଥିବା ୧୩ ତମ ଆଇପିଏଲ ସଂସ୍କରଣର(ଆଇପିଏଲ ୨୦୨୦) ପରଠାରୁ ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରତିଯୋଗୀ କ୍ରିକେଟ ଠାରୁ ଦୂରରେ ଅଛନ୍ତି। ଏବେ ଏବେ ସେ ମୁମ୍ବାଇରେ ଦେଖିବାକୁ ମିଳିଲା,ଯେଉଁଠାରେ ସେ ବିଜ୍ଞାପନର ସୁଟିଙ୍ଗ ପାଇଁ ପହଁଚିଥିଲେ। ଖେଳ ଠାରୁ ଅଲଗା ହେବା ପରଠାରୁ ଧୋନୀ ବହୁତ ଲୋ ପ୍ରୋଫାଇଲ ଅଛନ୍ତି ଏବଂ ଜନସାଧାରଣରେ ବେଶୀ ଦେଖିବାକୁ ମିଳୁନହାନ୍ତି। ଯଦିଓ,ତାଙ୍କର ପ୍ରଶଂସକ ତାଙ୍କର ଏକ ଝଲକ ପାଇବା ପାଇଁ ସବୁବେଳେ ବ୍ୟାକୁଳ ରହିଥାନ୍ତି। ସେହି ପ୍ରଶଂସକଙ୍କୁ ତାଙ୍କ ମାହିଙ୍କର ଝଲକ ଦେଖିବା ପାଇଁ କେତେ ମାସ ଅପେକ୍ଷା କରିବାକୁ ପଡିଲା।

ଏହି ଥରକ ଯେବେ ମହେନ୍ଦ୍ର ସିଂହ ଧୋନି ପ୍ରଶଂସକ ସାମ୍ନାକୁ ଆସିଲେ ତେବେ ତାଙ୍କର ଲୁକ ପୂରା ବଦଳି ଯାଇଥିଲା।ଧୋନୀ ନୂଆ ଲୁକ ସହିତ ସାମ୍ନାକୁ ଆସିଲେ,ଯାହାକୁ ଦେଖି ତାଙ୍କର ପ୍ରଶଂସକ ବହୁତ ଚିନ୍ତିତ ଅଛନ୍ତି। ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଶେଷତମ ଫଟୋଗୁଡିକରେ ଧୋନୀ ପୂରା ଅଲଗା ନଜର ଆସୁଛନ୍ତି।ସେ ନିଜର ଧଳା ଦାଢ଼ିକୁ ସଫା କରିଦେଇଛନ୍ତି। ସେ ନିଜର ହେୟାର ଷ୍ଟାଇଲ ବି ବଦଳେଇଛନ୍ତି ଏବଂ ଫଟୋରେ ବହୁତ ଡ୍ୟାଶିଙ୍ଗ ନଜର ଆସୁଛନ୍ତି।
ମହେନ୍ଦ୍ର ସିଂହ ଧୋନୀ ଗତ ଏକ ବର୍ଷରେ କେତେଥର ନିଜର ଲୁକ ବଦଳେଇଛନ୍ତି। ଲକଡାଉନ ସମୟରେ ସେ ଧଳା ଦାଢ଼ିରେ ନଜର ଆସିଥିଲେ,ଯେଉଁଠି ତାଙ୍କୁ ଚିହ୍ନିବା ବହୁତ କଷ୍ଟସାଧ୍ୟ ଥିଲା ଏହାର କିଛି ମାସଗୁଡିକ ପରେ ସେ କଳା ଦାଢ଼ି ସହିତ ନଜରକୁ ଆସିଥିଲେ। ଆଇପିଏଲ ୨୦୨୦ ସମୟରେ ବି ଧୋନୀ ନିଜର ଲୁକ ବଦଳେଇଛନ୍ତି। ଏବେ ନୂଆ ବର୍ଷରେ ମହେନ୍ଦ୍ର ସିଂହ ଧୋନୀ ଆଉ ଏକ ଥର ପୁଣି ନୂଆ ଲୁକରେ ନଜରକୁ ଆସୁଛନ୍ତି। ପ୍ରଶଂସକଙ୍କୁ ତାଙ୍କର ଏହି ନୂଆ ଲୁକ ବହୁତ ପସନ୍ଦ ଆସୁଅଛି।

ପ୍ରଶଂସକଙ୍କୁ ଧୋନୀଙ୍କର ଏହି ନୂଆ ଲୁକ ବହୁତ ପସନ୍ଦ ଆସୁଅଛି:
ପୂର୍ବ ଭାରତୀୟ ଖେଳାଳୀ ମହେନ୍ଦ୍ର ସିଂହ ଧୋନୀ ସୋସିଆଲ ମିଡିଆ ଠାରୁ ଦୂରେଇକି ହିଁ ରୁହନ୍ତି। ଏପରି ଭାବେ ପ୍ରଶଂସକଙ୍କୁ ଏହି ଅନୁଭବୀ କ୍ରିକେଟରଙ୍କୁ ଦେଖିବା ପାଇଁ ଆଇପିଏଲ ୨୦୨୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଧୋନୀ ଗତ ବର୍ଷ ୧୫ ଅଗଷ୍ଟ ଦିନ ଅନ୍ତଃରାଷ୍ଟ୍ରୀୟ କ୍ରିକେଟକୁ ବିଦାୟ କହିଦେଇଥିଲେ। ଏବେ ଧୋନୀ ଆଇପିଏଲ ୨୦୨୦ରେ ପୁଣିଥରେ କାର୍ଯ୍ୟ ପ୍ରକ୍ରିୟାରେ ଦେଖିବାକୁ ମିଳିବେ। ଧୋନୀ ଗତ ବର୍ଷ ପ୍ରତିଜ୍ଞା କରିଥିଲେ କି ସେ ଆଇପିଏଲ ୨୦୨୧ ରେ ଖେଳିବାର ନଜର ଆସିବେ।

ସେହିପରି ଆଇପିଏଲ ୨୦୨୧ ରେ ସିଏସକେ କିଛି ନୂଆ ନିର୍ଣ୍ଣୟ ଗ୍ରହଣ କରିଛି। ସେ ସୁରେଶ ରାଇନାଙ୍କୁ ରିଟେନ କରିଛି। ୬ ଖେଳାଳି(ହରଭଜନ ସିଂ,କେଦାର ଯାଦବ,ସେନ ୱାଟସନ,ମୋନୁ ସିଂ,ମୁରଲୀ ବିଜୟ ଓ ପୀୟୂଷ ଚାୱାଲା)ଙ୍କୁ ରିଲିଜ କରିଛି। ଧୋନି ଆଇପିଏଲ ଟିମ ସିଲେକ୍ସନ କରିବାରେ ମୁଖ୍ୟ ଭୂମିକା ଲିଭାନ୍ତି ହେଲେ କେବେ ଅକ୍ସନକୁ ଯାଆନ୍ତି ନାହିଁ। ଆଶା ଅଛି ଆଇପିଏଲ ୨୦୨୧ ଏପ୍ରିଲରୁ ଆରମ୍ଭ ହେବ ଓ ଅକ୍ସନ ଫେବ୍ରୁଆରୀ ୧୮ ରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।