ଗତ କିଛି ଦିନ ମାନଙ୍କରେ ଯେଉଁଠି ଦୁନିଆ ସାରା ୱାଲର୍ଡ଼ ଫୁଡ଼ ଡେ ପାଳନ କରାଗଲା,ଅନ୍ୟପଟେ ଅଧିନାୟକ ଧୋନି ନିଜ ପତ୍ନୀ ସାକ୍ଷୀଙ୍କ ହାତର ଖାଦ୍ୟକୁ ବହୁତ ମିସ କଲେ।ଆପଣ ମାନଙ୍କୁ କହିରଖିଛୁ କି ୱାଲର୍ଡ଼ ଫୁଡ଼ ଡେରେ ଭୋକ ଓପାସରେ ରହୁଥିବା ଲୋକ ମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରାଯାଏ। ଯେଉଁଥିରେ ଭୋକମାରି ଉପରେ ଇଭେଣ୍ଟ ହୁଏ।ଏହି ଦିନ ମାନଙ୍କରେ ଧୋନି ତାଙ୍କ ପତ୍ନୀଙ୍କୁ ବହୁତ ମିସ କଲେ କାହିଁକିନା ଧୋନୀଙ୍କୁ ତାଙ୍କ ପସନ୍ଦର ଖାଦ୍ୟ ଖାଇବାର ଥିଲା। ନିଜ ଫିଟନେସକୁ ସବୁବେଳେ ଧ୍ୟାନ ଦେଉଥିବା ଧୋନି ଚିଟ ମିଲକୁ ଖାଇବା ମାମଲାରେ ନିଜକୁ ଅଟକେଇ ପାରିବେ ନାହିଁ।

ଖାଦ୍ୟ ଉପରେ ଧୋନିଙ୍କ କିଛି ନିୟମ ନାହିଁ। ସେମିତିରେ ଧୋନି ନିଜ ସ୍ୱାସ୍ଥ୍ୟ ଓ ଫିଟନେସ ପ୍ରତି ବହୁତ ସଜାଗ ରୁହନ୍ତି। ହେଲେ ଯେବେ ଖାଇବା କଥା ଆସେ ତାଙ୍କ ସବୁ ନିୟମ ଗୋଟିଏ ପଟେ ରହିଯାଏ ଓ ଖାଇବାର ମଜା ନିଅନ୍ତି।ସାଧାରଣ ଧୋନିଙ୍କ ମିଲରେ ସବୁ ପୋଷକ ସାମିଲ ଥାଏ।ଯେମିତି କ୍ଷୀର,ଫ୍ରେଶ ଜୁସ ଆଦି।
ଧୋନିଙ୍କ ପସନ୍ଦ ବଟର ଚିକେନ୍:
ଧୋନିଙ୍କୁ ଦିନ ଓ ରାତିରେ ବଟର ଚିକେନ୍ ଖାଇବା ବହୁତ ପସନ୍ଦ। ଭୋକ ଲାଗିଲେ ଧୋନି ପ୍ରଥମେ ବଟର ଚିକେନ୍ କି ଖୋଜନ୍ତି। ଫାଷ୍ଟ ଫୁଡ଼ରୁ ଧୋନି ବହୁତ ଦୂରରେ ରୁହନ୍ତି।ଧୋନୀଙ୍କୁ କେବଳ ଘର ଖାଦ୍ୟ ପସନ୍ଦ। ତାଙ୍କର ଡାଇଟ ଲାଇଟ ହେଲଦୀ ଓ ଟେଷ୍ଟି ଅଟେ।

ସନ୍ଧ୍ୟାବେଳ ଖାଦ୍ୟ କେବେ ମିସ କରନ୍ତି ନାହିଁ:
ଧୋନି ତାଙ୍କ ସନ୍ଧ୍ୟା ମିଲ କେବେ ନେବାକୁ ଭୁଲନ୍ତି ନାହିଁ।କାହିଁକିନା ରାତିର ଖାଦ୍ୟରେ ସେ ହାଲକା ମିଲ ନିଅନ୍ତି।ଏଥିପାଇଁ ସେ ସନ୍ଧ୍ୟାବେଳେ ଚିକେନ୍ ସାନ୍ଦୁଇଚ ନିଅନ୍ତି।

ନନ ଭେଜ ହେଉଛି ପ୍ରଥମ ପସନ୍ଦ:
କ୍ୟାପେଟେନ ଜି ଙ୍କୁ ନନଭେଜ ଖାଇବା ବହୁତ ପସନ୍ଦ।ଏଥିରେ କବାଵ,ଚିକେନ୍ ବଟର ମସଲା,ନାନ,ଚିକେନ୍ ପିଜ୍ଜା ପସନ୍ଦ ସେହିପରି ମିଠାରେ ଗାଜର ହାଲୁଆ,ଗୋଲାପ ଜାମୁ ଓ କ୍ଷୀରି ବହୁତ ପସନ୍ଦ। ଏହା ଛଡା ଯଦି ଏହି ସବୁ ଖାଦ୍ୟ ସାକ୍ଷୀ ବନାନ୍ତି ତ ତାହାଲେ ଖାଇବାର ମଜା କିଛି ଅଲଗା ଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।