ଅଷ୍ଟ୍ରେଲିଆ ର ମହିଳା କ୍ରିକେଟ ଟିମ ଏହି ଦିନରେ ନିଜ ଘରେ ନ୍ୟୁଜୁଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳୁ ଛନ୍ତି। ୩ ମାର୍ଚ୍ଚ ରେ ସିରିଜ ର ଆଉ ଗୋଟେ ମ୍ୟାଚରେ ମେଜବାନ ଟିମ ଜିତିକି ସିରିଜ ର ୨-୦ ଅଜୟ ବଢିବା ହାସିଲ କରିନେଲେ।
ଅଷ୍ଟ୍ରେଲିଆ ୧୬.୪ ଓଭର ରେ ୧୨୯/୨ ରନ କଲା ଏବଂ ମ୍ୟାଚ ୮ ୱେକେଟ ଜିତିଲା। ରବିବାରକୁ ଏଲନ ବ୍ରେସବେନ ପଡ଼ିଆରେ ଖେଳା ଯାଇଥିବା ମ୍ୟାଚ ଅଷ୍ଟ୍ରେଲିଆର ୱିକେଟକିପର ଏଲିଶା ହିଲିଙ୍କ ପାଇଁ ୱାର୍ଲଡ଼ ରେକଡ଼ ସ୍ମରଣୀୟ ହୋଇଗଲା।

୩୦ ବର୍ଷର ଏଲିଶା ହିଲି ଏହି ମ୍ୟାଚରେ ୱିକେଟ ପଛରେ ୨ ଟା ଆଉଟ କରି ମହେନ୍ଦ୍ର ସିଂହ ଧୋନିଙ୍କ ଟି୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଆଉଟ କରିବାର ୱାର୍ଲଡ଼ ରେକଡ଼ (୯୧)କୁ ଭାଙ୍ଗି ଦେଲେ। ଧୋନିଙ୍କ ୯୧ ଆଉଟରେ ୫୭ କ୍ୟାଚ ଏବଂ ୩୪ ଷ୍ଟପିଙ୍ଗ ଜଡିତ ଅଛି।
? Stat alert ?
Alyssa Healy has surpassed MS Dhoni's record of most dismissals by a wicket-keeper in T20Is ?
Healy ▶️ 92
Dhoni ▶️ 91#AUSvNZ pic.twitter.com/7OrqmR0vAo— ICC (@ICC) September 27, 2020
ହିଲି କିବି କ୍ରିକେଟର ଲାଂରେନ ଡାଂନ ଙ୍କ କ୍ୟାଚକୁ ଧରିକି ଅନ୍ତର୍ଜାତୀୟ ମହିଳା ଟି୨୦ ରେ ଧୋନୀଙ୍କୁ ପଛରେ ପକେଇ ନିଜର ୯୨ ଆଉଟ ( ୪୨ କ୍ୟାଚ ,୫୦ ଷ୍ଟମ୍ପ) ପୁରା କରିଦେଇଛନ୍ତି। କେବଳ ଅନ୍ତର୍ଜାତୀୟ ମହିଳା ଟି୨୦ ର କଥା କହିଲେ, ଇଂଗଲଣ୍ଡର ସାରା ଟେଲର ୭୪ ଆଉଟ ସହିତ ଦ୍ୱିତୀୟ ସ୍ଥାନ ରେ ଅଛନ୍ତି।
କେବଳ ଏତିକି ନୁହେଁ,ହିଲି ୱିକେଟକିପର ଭାବରେ ସର୍ବାଧିକ ଇଣ୍ଟରନ୍ୟାସନାଲ ଟି୨୦ ମ୍ୟାଚ ଖେଳିବାର ଧୋନିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ହିଲିଙ୍କ ଏହା ୯୯ ତମ ମ୍ୟାଚ ଥିଲା। ଆନ୍ତର୍ଜାତିୟ କ୍ରିକେଟରୁ ସନ୍ୟାସ ନେଇସାରିଥିବା ଧୋନି ୯୮ ଟି ଟି୨୦ ମ୍ୟାଚରେ ଭାରତୀୟ ଦଳର ପ୍ରତିନିଧିତ୍ଵ କରିଛନ୍ତି।
Georgia Wareham picks up her third wicket at AB Field!
NZ 6-99 after 15: https://t.co/7UuwK2DVHE #AUSvNZ pic.twitter.com/2mW8qaTU44
— Australian Women's Cricket Team ? (@AusWomenCricket) September 27, 2020
କୁହାଯାଉଛି କି ଏଲିସା ହିଲି ଅଷ୍ଟ୍ରେଲିଆର ଷ୍ଟ୍ରାର ବୋଲର ମିଚେଲ ଷ୍ଟାର୍କଙ୍କ ପତ୍ନୀ ଅଟନ୍ତି।ତାଙ୍କ ବିବାହ ୨୦୧୬ ରେ ହୋଇଥିଲା। ଏଲିସାଙ୍କୁ କ୍ରିକେଟ ବିରାସତରେ ମିଳିଛି। ସେ ଅଷ୍ଟ୍ରେଲିଆର ପୂର୍ଵ ୱିକେଟ କିପର ଇୟାନ ହିଲିଙ୍କ ଭାଣିଜୀ ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।