ଦିବ୍ୟା ଭାରତୀଙ୍କ ଭଉଣୀ ତାଙ୍କ ଠୁ ବି ଅଧିକ ସୁନ୍ଦର ଅଟନ୍ତି, କରୁଛନ୍ତି ଏହି କାମ,ନିଶ୍ଚିତ ଜାଣନ୍ତୁ।

ଦିବ୍ୟା ଭାରତୀ ନିଜର ପରିଶ୍ରମ ଓ ସୁନ୍ଦର ହସ ଦ୍ଵାରା ବଲିଉଡ଼ରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥିଲେ।ଦିବାନେ ଦିବାନା, ସୋଲା ଓ ସବନମ, ବିଶ୍ବାତ୍ମା, କ୍ଷତ୍ରିୟ, ଓ ଦିଲକା କସୁର କୁ ମିଶାଇ ସେ ୨୨ ଟି ଫିଲ୍ମରେ କାମ କରିଛନ୍ତି। ଦିବ୍ୟାଙ୍କ ମୃତ୍ୟୁକୁ ୨୭ ବର୍ଷ ହୋଇଗଲାଣି କିନ୍ତୁ ଆଜିବି ପ୍ରସଂସକ ମାନେ ତାଙ୍କୁ ମନେ ପକାଇଥାନ୍ତି। ତାଙ୍କର କାୟନାତ ଅରୋଡା ନାମରେ ଜଣେ ଭଉଣୀ ଅଛି ଯିଏକି ବଲିଉଡ଼ରେ କାମ କରୁଛନ୍ତି। ଦିବ୍ୟାଙ୍କ ଭଳି ତାଙ୍କ ଭଉଣୀ ମଧ୍ୟ ବହୁତ ସୁନ୍ଦର ଅଟନ୍ତି ସେ ଦିବ୍ୟାଙ୍କ ଠୁ କୌଣସି ଗୁଣରେ କମ ନୁହଁ।

Google
ଦିବ୍ୟା ଭାରତିଙ୍କ ମୃତ୍ୟୁର ରହସ୍ୟ:

୯୦ ଦଶକର ସଫଳ ଅଭିନେତ୍ରୀ ଦିବ୍ୟା ଭାରତୀ ୫ ଏପ୍ରିଲ ୧୯୯୩ରେ ନିଜ ଆପାର୍ଟମେଣ୍ଟ ବିଲ୍ଡିଙ୍ଗରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଦିବ୍ୟାଙ୍କ ଏହିପରି ଅଚାନକ ମୃତ୍ୟୁ କାରଣରୁ ଅନେକ କଥା ଆଲୋଚନା ହୋଇଥିଲା କିନ୍ତୁ ଦିବ୍ୟାଙ୍କ ମୃତ୍ୟୁ ପ୍ରକୃତରେ କିପରି ହୋଇଥିଲା ଏହାର ରହସ୍ୟ ଆଜି ବି ସେହିଭଳି ଅଛି।

ଦିବ୍ୟା ଭାରତୀଙ୍କ ଭଉଣୀ କାୟନାତ ଅରୋଡା:

କାୟନାତ ଅରୋଡାଙ୍କୁ ବହୁତ କମ ଲୋକ ଜାଣିଛନ୍ତି। ତେବେ ଚାଲନ୍ତୁ ଜାଣିବା କିଏ ଅଟନ୍ତି କାୟନାତ ଅରୋଡା।କାୟନାତ ଅରୋଡା ବ୍ଲକବ୍ଲାଷ୍ଟର କମେଡି ଫିଲ୍ମ ଗ୍ରେଟ ମସ୍ତିରୁ ବଲିଉଡ଼ରେ ଡେଭ୍ୟୁ କରିବାର ନଜର ଆସିଥିଲେ। ଛୋଟବେଳୁ କାୟନାତ ଅରୋଡା ବଲିଉଡ଼ରେ କାମ କରିବାକୁ ଚାହୁଁଥିଲେ କିନ୍ତୁ ବଲିଉଡ଼ରେ ତାଙ୍କୁ ସଫଳତା ମିଳିଲାନାହିଁ।

ଫିଲ୍ମ ସହିତ ଅନେକ ବିଜ୍ଞାପନରେବି କାମ କରିଛନ୍ତି:

ବର୍ତ୍ତମାନ ଏହି ଅଭିନେତ୍ରୀ ବଲିଉଡ଼ରୁ ବହୁତ ଦୂରରେ ଅଛନ୍ତି କିନ୍ତୁ ସେ ନିଜ ସୁନ୍ଦରତା ଓ ବୋଲ୍ଡ ଅନ୍ଦାଜ ପାଇଁ ଲୋକଙ୍କୁ ପାଗଳ କରିଦେଇଥିଲେ। ଫିଲ୍ମ ସହିତ ସେ ଅନେକ ବିଜ୍ଞାପନରେବି ନଜର ଆସିଛନ୍ତି।

Google
ମଲୟାଲମ, ତେଲଗୁ, ପଞ୍ଜାବୀ ଫିଲ୍ମ:

କାୟନାତ ଅକ୍ଷୟଙ୍କ ଏକ ଫିଲ୍ମ “ଖଟା ମିଠା” ରେ ଏକ ଆଇଟମ ଗୀତ “ଆଇଲା ରେ ଆଇଲା”ରେ କାର୍ଯ୍ୟ କରିବାର ନଜର ଆସିଥିଲେ। ବଲିଉଡ଼ ଫିଲ୍ମ ସହିତ ମଲୟାଲମ, ତେଲଗୁ, ଓ ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି କାୟନାତ।

ଦିବ୍ୟା ଭାରତୀଙ୍କ ବିଷୟରେ କାୟନାତଙ୍କ ରାୟ:

ବର୍ଷ ୨୦୧୫ରେ ଆସିଥିବା ମଲୟାଲମ ଫିଲ୍ମ “ଲେଲା ଓ ଲେଲା” ରେ କାୟନାତ ଲେଲା ର ଅଭିନୟ କରିଥିଲେ। ଏକ ରିପୋର୍ଟ ଅନୁସାରେ କାୟନାତ ଦିବ୍ୟା ଭାରତୀଙ୍କୁ ନେଇ କହିଥିଲେ କି-ଏତେ ପ୍ରସିଦ୍ଧ ସମ୍ପର୍କ ହେବେ ଫାଇଦା ହୋଇନଥାଏ। ସେ କହିଥିଲେ ” ମୁଁ ଦିବ୍ୟା ଭାରତୀଙ୍କର ବହୁତ ସଂମାନ କରିଥାଏ କିନ୍ତୁ ସେ ମୋ ଭଉଣୀ ହୋଇଥିବାରୁ ମତେ କୌଣସି ଫାଇଦା ମିଲିନାନାହିଁ।ବରଂ ବୋଝ ଅଧିକ ବଢିଗଲା। କାରଣ ଲୋକ ଆପଣ ଦୁହିଁଙ୍କୁ ତୁଳନା କରିବା ଆରମ୍ଭ କରିଦିଅନ୍ତି” । ବର୍ତ୍ତମାନ ସମୟରେ ଅନ୍ୟ ଅଭିନେତ୍ରୀଙ୍କ ପରି କାୟନାତ ଆରୋଡାବି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି ଓ ନିଜ ଫଟୋ ସେୟାର କରିଥାନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *