ସୁପ ଓଜନ କମ କରିବାର ସବୁଠାରୁ ସହଜ ଉପାୟ ଅଟେ,ଜାଣନ୍ତୁ ଏହାର ଫାଇଦା ବିଷୟରେ।

କେତେକ ଲୋକ ଓଜନ କମ କରିବା ପାଇଁ ଅନ୍ୟ ଖାଦ୍ୟ ପଦାର୍ଥ ସହିତ ଭୋଜନରେ ସୁପକୁ ମଧ୍ୟ ସାମିଲ କରିଥାନ୍ତି।କାହିଁକିନା ସୁପରେ କମ କ୍ୟାଲୋରୀ ଅଛି ବୋଲି ମାନାଯାଇଥାଏ ଯାହା ଓଜନ କମ କରିବାରେ ବହୁତ ଲାଭଦାୟକ ଅଟେ। ଏହା ଛଡା ,ସୁପ ଆପଣଙ୍କର ଭୋକକୁ କମ କରିଥାଏ ଯେଉଁଥିରୁ ଓଜନ କମ ହେବାରେ ସାହାଯ୍ୟ ମିଳିଥାଏ । ସୁପର ଫାଇଦା କେବଳ ଏତିକି ନୁହେଁ,ଆଉ ବି ଅଧିକ ଲାଭ ଅଛି ଏହାର। ତେବେ ଚାଲନ୍ତୁ ଜାଣିବା ସୁପର ଓଜନ କମ କରିବାର ବିଶେଷତ୍ୱ ବିଷୟରେ।

Google

ସୁପ କେବଳ ଗୋଟେ ଆହାର ନୁହେଁ,ଵଂର ଖାଇବା ଯୋଜନାର ଏକ ସଂଗ୍ରହ ଅଟେ ଯାହା ଅଳ୍ପ ସମୟରେ ମହତ୍ୱପୂର୍ଣ୍ଣ ଓଜନ କମ କରିବାର ଶପଥ ବି କରିଥାଏ।କେତେକ ଲୋକ ଓଜନ କମ କରିବା ପାଇଁ ଅନ୍ୟ ଖାଦ୍ୟ ପଦାର୍ଥ ସହିତ ଭୋଜନରେ ସୁପକୁ ମଧ୍ୟ ସାମିଲ କରିଥାନ୍ତି।ପ୍ରତ୍ୟେକ ସୁପର ଆହାରର ବିବରଣୀ ଅଲଗା ଅଲଗା ହୋଇଥାଏ । କେତେ ପରୀକ୍ଷଣ ଜଣାପଡ଼ିଥାଛି କି ସୁପ ପିଇବା ଦ୍ୱାରା ଆପଣଙ୍କୁ କମ ଭୋକ ଲାଗିଥାଏ ଏବଂ ଏହାଠାରୁ ଆପଣଙ୍କର ଓଜନ କମ ହେବାର ସାହାଯ୍ୟ ମିଳିଥାଏ। ଏହା ଛଡ଼ା, ଆଉ ବି କେତେ କାରଣରେ ସୁପ ଓଜନ କମ କରିବାରେ ଲାଭଦାୟକ ଅଟେ। ତେବେ ଚାଲନ୍ତୁ ଜାଣିବା ସୁପର ଓଜନ କମ କରିବାର ବିଶେଷତ୍ୱ ବିଷୟରେ।

ସୁପ କିପରି ଓଜନ କମ କରିବାରେ ସାହାଯ୍ୟ କରିଥାଏ?:-

ପାଣି ଭଳି ଖାଦ୍ୟ ପଦାର୍ଥ ,ଯେପରି ସୁପ କମ କ୍ୟାଲୋରୀ ଘନତ୍ୱ ତୁଳନାରେ ଜଲ୍ଦି ଓଜନ କମ କରିବାରେ ଆପଣଙ୍କୁ ସାହାଯ୍ୟ କରିଥାଏ। ଆପଣଙ୍କୁ କହିଦେଉଛୁ କି ଆମେରିକାର ସ୍ୱାସ୍ଥ୍ୟ ଏବଂ ମାନବ ସେବା ବିଭାଗର ବର୍ଷ ୨୦୧୦ ଆହାରର ନୀତି ନିୟମ ଅନୁସାରେ,ସ୍ପଷ୍ଟ କିମ୍ବା ବ୍ରୋଷ୍ଟ ଆଧାରିତ ସୁପ ଖାଉଥିବା ବ୍ୟକ୍ତି ନିଜ ଶରୀରର ଓଜନକୁ ନିୟନ୍ତ୍ରଣ କରିବାର ଉପାୟ ରହିଥାଏ। ଏଥିପାଇଁ ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ପନିପରିବା,ବିନସ ଓ ଲୀନ ପ୍ରୋଟିନ ଭଳି ସାମଗ୍ରୀ ଭଳି ସୁପକୁ ବାଛନ୍ତୁ ଯାହା ଫାଇବାର ଓ ପ୍ରୋଟିନରେ ଭରା ଥିବ ଓ ଶୀଘ୍ର ଆପଣଙ୍କ ଓଜନ କମେଇବାରେ ସାହାଯ୍ୟ କରିବ।

Google
କେଉଁ ପ୍ରକାରର ସୁପକୁ କରିବେ ଦୂରକୁ:-

ଏହା ଜରୁରୀ ନୁହେଁ କି ସବୁ ସୁପ ଆପଣଙ୍କ ଓଜନ କମେଇବାରେ ସାହାଯ୍ୟ କରିବ। ଯେଉଁ ସୁପରେ ଅଧିକ କ୍ୟାଲୋରୀ ରହିଥାଏ ତାହା ଓଜନ କମେଇବାରେ ସାହାଯ୍ୟ କରେ ନାହିଁ। ରୋଗ ନିୟନ୍ତ୍ରଣ ଓ ରୋକଥାମ କେନ୍ଦ୍ର ଓଜନ କମ କରିବାରେ ଓ ସୁପକୁ ନେଇ ଉପଦେଶ ଦିଏ କି ଆପଣ ପନିର ସହ ସୁପ ଯେପରି ଚେଦର ପନିର ବା ବ୍ରୋକୋଲି ଓ ପନିର ସୁପ,କ୍ରିମ ଆଧାରିତ ସୁପ,ଯେମିତି ମସୃମ କ୍ରିମ ,ଟମାଟୋ କ୍ରିମ ଆଦି।

କମ କ୍ୟାଲୋରୀ ପଦାର୍ଥ ପାଇଁ ସୁପ ଭଲ ଉପାୟ:-

ଓଜନ କମ କରିବା ପାଇଁ ସୁପ ଏଥିପାଇଁ ଭଲ ହୋଇଥାଏ କାରଣ ଏଥିରେ କମ କ୍ୟାଲୋରୀ ରହିଥାଏ। ଆପଣ ଓଜନ ହ୍ରାସ କରିବା ପାଇଁ ଉଚ୍ଚ କ୍ୟାଲୋରୀ ଖାଦ୍ୟ ପରିବର୍ତ୍ତେ ସୁପ ବ୍ୟବହାର କରିପାରିବେ। ପରିବା ସହ ସୋରବା ଆଧାରିତ ବିନ ସୁପ,ବିଫ ଚିଲି ତୁଳନାରେ କମ କ୍ୟାଲୋରୀ ଅଟେ।ସେହିପରି ଟମାଟୋ ବା ମିନେଷ୍ଟ୍ରୋନ ସୁପ ମଧ୍ୟ ବହୁତ କ୍ୟାଲୋରୀ ଜଳେଇପାରିବ। ଏଥିପାଇଁ ଆପଣ ସୁପର ଏକ କମ କ୍ୟାଲୋରୀ ଗରମ ସ୍ନାକ ନେଇ ଏହାକୁ ସେବନ କରିପାରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *