ବଲିଉଡ଼ ଅଭିନେତ୍ରୀ ନୋରା ଫତେହି ନିଜର ସୁନ୍ଦର ଡ୍ୟାନ୍ସ ଦ୍ଵାରା ବଲିଉଡ଼ରେ ନିଜର ଏକ ଭଲ ପରିଚୟ ସୃଷ୍ଟି କରିଛନ୍ତି। ଲୋକ ନୋରାଙ୍କ ଡ୍ୟାନ୍ସକୁ କପି କରିଥାନ୍ତି ଓ ତାଙ୍କ ଭଳି ଡ୍ୟାନ୍ସ କରିବା ପାଇଁ ଚାହିଁଥାନ୍ତି।

ନୋରା ସୋସିଆଲ ମିଡିଆରେ ସର୍ବଦା ଆକ୍ଟିଭ ରହିଥାନ୍ତି।ପ୍ରତ୍ୟେକ ଦିନ ନିଜର ସୁନ୍ଦର ଓ ହର୍ଟ ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ମିଡିଆ ରିପୋର୍ଟ ଅନୁସାରେ ନୋରା ଫତେହି ଅକ୍ଷୟ କୁମାରଙ୍କ ସହ ଫିଲ୍ମରେ କାମ କରିବାକୁ ଯାଉଛନ୍ତି କିନ୍ତୁ ଅଭିନେତ୍ରୀଙ୍କ ମ୍ୟାନେଜର ତରଫରୁ ପୁରା ସତ୍ୟତା ପ୍ରକାଶ ପାଇଛି।
ଅଭିନେତ୍ରୀ ମ୍ୟାନେଜରଙ୍କ ଦ୍ଵାରା ପୁରା ସତ୍ୟତା କହିଛନ୍ତି।ଏବେ ଏହା ଦାବି କରାଯାଉଛି କି ନୋରା ଫତେହି ଅକ୍ଷୟ କୁମାରଙ୍କ ସହ “ବେଲ ବଟମ” ରେ କାମ କରିବେ ନାହିଁ।ଏହି କଥାକୁ ଖାରଜ କରାଯାଇଛି।
ମିଡିଆ ରିପୋର୍ଟ ଅନୁସାରେ ଅଭିନେତ୍ରୀଙ୍କ ମ୍ୟାନେଜର କହିଛନ୍ତି କି,” ଆମେ ଏହା ସତ୍ୟତା କହିବୁ କି ନୋରା ଫତେହି ବେଲ ବଟମ ଫିଲ୍ମରେ ନାହାଁନ୍ତି, ଏହା ମିଛ ଦାବି କରାଯାଉଛି”।

ନୋରା ବହୁତ କମ ସମୟରେ ନିଜର ଏପରି ପରିଚିତ ସୃଷ୍ଟି କରିଦେଇଛନ୍ତି କି ଏବେ ସେ କୌଣସି ଫିଲ୍ମ ସହିତ ଜଡିତ ହେଲେ ଏହା ସେହି ଫିଲ୍ମଙ୍କୁ ଆହୁହି ବଡ଼ କରିଦେଉଛି ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।