କିଏ ଦୀପ ସିଦ୍ଧୁ ଯାହାଙ୍କ ଉପରେ ଦିଲ୍ଲୀ ପୋ-ଲି-ସ ୧ ଲକ୍ଷ ଟଙ୍କାର ପୁରସ୍କାର ରଖିଲା। ଜାଣନ୍ତୁ ସବିଶେଷ ଖବର।

ଦିଲ୍ଲୀ ପୋ-ଲି-ସ ୨୬ ଜାନୁଆରୀକୁ ଭାରତର ଲାଲ କିଲ୍ଲାରେ ହେଇଥିବା ହିଂ-ସା କା-ଣ୍ଡ ପଛରେ ହାତ ଥିବା ଦୀପ ସିଦ୍ଧୁ ଆଉ ତିନିଟି ଅନ୍ୟ ଲୋକଙ୍କ ପଛରେ ପ୍ରାୟ ୧ ଲକ୍ଷ ଟଙ୍କାର ପୁରସ୍କାର ରଖିଛି। ଦିଲ୍ଲୀ ପୋଲିସ ଅନୁସାରେ ଦୀପ ସିଦ୍ଧୁ ଆଉ ଅନ୍ୟ ତିନି ଜଣ ଆରୋପୀଙ୍କୁ ଯିଏ ଧରିକି ଦେବ ତାଙ୍କୁ ଏକ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ମିଳିବ।

Google
ଦୀପ ସିଦ୍ଧୁ କିଏ:

ଗଣତନ୍ତ୍ର ଦିବସ ମଉକା ଉପରେ କୃଷକ ମାନଙ୍କର ଟ୍ରାକ୍ଟର ମାର୍ଚ୍ଚରେ ହେଇଥିବା ହିଂ-ସା ମାମଲାରେ ଦିଲ୍ଲୀ ପୋ-ଲି-ସ ବଡ ଫଇସଲା ନେଇଛି। ପୋ-ଲି-ସ ପଞ୍ଜାବୀ ଆକ୍ଟର ତଥା ହିଂ-ସା କା-ଣ୍ଡରେ ହାତ ଥିବା ଦୀପ ସିଦ୍ଧୁ ତଥା ତିନି ଅନ୍ୟ ଆରୋପୀ ମାନଙ୍କ ବିପକ୍ଷରେ ପୁରସ୍କାର ଜାରି କରିଛି। ପୋଲିସଙ୍କ ଅନୁସାରେ ଦୀପ ସିଦ୍ଧୁ ଆଉ ତିନି ଅନ୍ୟ ଆରୋପୀ ମାନଙ୍କୁ ଯିଏ ଧରେଇବ ତାଙ୍କୁ ଏକ ଏକ ଲକ୍ଷ ଟଙ୍କା ଲେଖାଏଁ ମିଳିବ।

ସିଦ୍ଧୁ ଉପରେ କୃଷକ ମାନେ ବି ଆରୋପ ଲଗାଇଥିଲେ କି ଦୀପ ସିଦ୍ଧୁ ହିଁ କୃଷକ ମାନଙ୍କୁ ଟ୍ରାକ୍ଟର ରାଲି ଲାଲ କିଲ୍ଲାକୁ ନେଇଯିବା ପାଇଁ ଉଷକେଇ ଥିଲେ ଆଉ ସେ ହିଁ ଲାଲ କିଲ୍ଲାର ପ୍ରାଚୀର ଉପରେ ଧାର୍ମିକ ପତାକା ଲଗେଇବା ପାଇଁ କହିଥିଲେ।

ଦୀପ ସିଦ୍ଧୁ ବି ନିଜର ଏକ ଫେସବୁକ ପେଜରେ ଲାଲ କିଲ୍ଲା ଉପରେ ଯାଉଥିବା କଥା କୁ ଦେଖେଇ ନିଜର ଦୋ-ଷ ମାନି ନେଇ ଥିଲେ। ସିଦ୍ଧୁ ତାଙ୍କ ଭିଡିଓରେ ବହୁତ ସଫେଇ ଦେଇଥିଲେ ଯାହା ଭିତରେ ସେ ଭାବୁକ ହେଇକି ବିହାରୀ ଭାଇ ମାନଙ୍କୁ ପଞ୍ଜାବୀ ମାନଙ୍କ ଠାରୁ ବେଶୀ ଭଲ ବୋଲି କହିଥିଲେ।

ଦୀପ ସିଦ୍ଧୁ ବ୍ୟତୀତ ଆଉ କାହା ଉପରେ ପୁରସ୍କାର ଅଛି?:

ସମାଚାର ଏଜେନ୍ସି ମୁତାବିକ ଦିଲ୍ଲୀ ପୋଲିସ ୨୬ ଜାନୁଆରୀ କୁ ହେଇଥିବା ହିଂ-ସା କା-ଣ୍ଡରେ ଆରୋପୀ ମାମଲାରେ ଦୀପ ସିଦ୍ଧୁ, ଜନାରାଜ ସିଂ, ଗୁରୁଜୋତ ସିଂ ଆଉ ଗୁରୁବନ୍ତ ସିଂ ଙ୍କର ଗି-ର-ଫ ପାଇଁ ସୂଚନା ଦେବା ବ୍ୟକ୍ତିକୁ ଏକ ଲକ୍ଷ ଟଙ୍କା ନଗଦ ପଇସା ଦେବାର ନିଷ୍ପତ୍ତି ନେଇଛି। ଏହି ଚାରି ଆ-ରୋ-ପୀ ମାନଙ୍କ ପାଇଁ ଏକ ଏକ ଲକ୍ଷ ଟଙ୍କା ଘୋଷଣା କରାଯାଇଛି।

Google

ଏହି ଚାରି ଆ-ରୋ-ପୀ ମାନଙ୍କ ବ୍ୟତୀତ ଯାଜବିର ସିଂ,ବୁଟା ସିଂ , ସୁଖଦେଵ ସିଂ ଆଉ ଇକବଲ ସିଂ ଙ୍କ ଉପରେ ୫୦-୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଅଛି। ଏହି ଆ-ରୋ-ପୀ ମାନଙ୍କର ଖବର ଦେବା ଲୋକଙ୍କୁ ଦିଲ୍ଲୀ ପୋ-ଲି-ସ ୫୦ ହଜାର ଟଙ୍କା ଦେବ।

ଦୀପ ସିଦ୍ଧୁ ଲଗାତାର ଲୋକେସନ ବଦଳାଉଛନ୍ତି: ଦୀପ ସିଦ୍ଧୁ ଲାଲକିଲ୍ଲା ଉପରେ ହେଇଥିବା ହିଂ-ସା କାଣ୍ଡ ପରେ ହିଁ ପୋଲିସର ପହଂଚ ଠାରୁ ବହୁତ ଦୂରରେ ଅଛି। ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥିବା ଦୀପ ସିଦ୍ଧୁ ବାର ବାର ନିଜର ଲୋକେସନ ବଦଳାଉଛନ୍ତି। ସେ ଫେସବୁକ ଭିଡିଓ ବନେଇକି ନିଜର ସଫେଇ ବି ଦେଉଛି। ମାତ୍ର ତାର ଲୋକେସନ କେତେବେଳେ ପଞ୍ଜାବରେ ଅଛି ତ କେତେବେଳେ ହରିୟାଣାରେ। ଦିଲ୍ଲୀ ପୋ-ଲି-ସ ମୁତାବିକ ସେ କେତେବେଳେ ବିହାରରେ ବି ହେଇ ପାରିବ।

ଏହି ମାମଲାରେ ପୋଲିସ ଏଯାଏ ୪୪ କେଶ ଦର୍ଜ କରିଛି ଆଉ ୧୨୨ ଲୋକଙ୍କୁ ଗି-ର-ଫ-ରେ ନିଆ ଯାଇଛି। ପୋ-ଲି-ସ ଫାଇଲରେ ବହୁତ କୃଷକ ନେତା ମାନଙ୍କର ନାମ ବି ସାମିଲ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *