ବାହାଘର ଭୋଜିରେ ମାଡ଼ ମାରି କ୍ଷମା ମାଗିଲେ ଜିଲ୍ଲାପାଳ! କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଗୋଟେ ସ୍ଥାନରେ ବାହାଘର ହେଉଥିବା ବେଳେ ସେଠାରେ ଜିଲ୍ଲାପାଳ ପହଁଚି ମାତ୍ରାଧିକ କାର୍ଯ୍ୟନୁଷ୍ଠାନ ନେଇଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ପୁରା ମାମଲାର ଯାଞ୍ଚ କରିବା ପରେ ଜିଲ୍ଲାପାଳ ଭୁଲ ମାଗିଛନ୍ତି।ସୂଚନା ମୁତାବକ ଅଗରତାଲା ପଶ୍ଚମ ତ୍ରିପୁରା ଅଞ୍ଚଳର ଗୋଟିଏ ପରିବାରର ବିବାହ ଚାଲିଥିଲା ଠିକ ସେହି ସମୟରେ ଜିଲ୍ଲାପାଳ ସେଠାରେ ପହଁଚିଥିଲେ। ଏହା ସହ ଯେଉଁ ପୋଲିସ ଵିଵାହ ପାଇଁ ଅନୁମତି ଦେଇଥିଲେ ତାଙ୍କୁ ବାହାର କରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ।

Google

ନିଜ ପଦବୀର ଦୁରୂପ ବ୍ୟବହାର କରି ବିବାହରେ ଥିବା ଜଣେ ଡାକ୍ତରଙ୍କୁ ଅସଭ୍ୟ ଭାଷା କହି ଗ୍ରାମରୁ ଆସିଛ କହି ଜିଲ୍ଲାପାଳ ଧକା ଦେଇଥିଲେ। ଏହା ସହିତ ଆଇନ ଉଲଘଂନ ଅଭିଯୋଗରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଗିରଫ କରିବା ପାଇଁ ସେ ଆଦେଶ ଦେଇଥିଲେ। ଏହି ଭିଡ଼ିଓ ଭାଇରାଲ ହେବା ପରେ କିଛି ବର୍ଗ ଲୋକ ଜିଲ୍ଲାପାଳଙ୍କ ଏପରି ବ୍ୟବହାରକୁ ସମାଲୋଚନା କରିଥିଲେ। ତେବେ ଜିଲ୍ଲାପାଳ ଜଣଙ୍କ ହେଉଛନ୍ତି ଡାକ୍ତର ଶୈଳେଶ କୁମାର ଯାଦବ। ତାଙ୍କର ଏପରି ଦବଙ୍ଗଗିରିକୁ କିନ୍ତୁ ଅନେକ ଆଇଏସ ଅଫିସର ନାପସନ୍ଦ କରିଛନ୍ତି।

ଏହି ଭିଡ଼ିଓ ଭାଇରାଲ ହେବା ପରେ ବିରୋଧୀ କଂଗ୍ରେସ ସହ ଅନେକ ବିଧାୟକ ଜିଲ୍ଲାପାଳଙ୍କୁ ନିଲମ୍ବିତ କରିବା ପାଇଁ ଦାବି କରିଥିଲେ। ଏହା ପରେ ଏଥିରେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାରଦେବ ଏହି ମାମଲାର ଯାଞ୍ଚକରି ରିପୋର୍ଟ ଦେବାକୁ ମୁଖ୍ୟଶାସନ ସଚିନ ମନୋଜ କୁମାରଙ୍କୁ କହିବାର ନଜର ଆସିଛନ୍ତି। ଏହା ପରେ ଅନେକ ଆଡୁ ସମାଲୋଚନା ହେବା ପରେ ଯୁବ ଆଇଏସ ଡାକ୍ତର ଶୈଳେଶ କୁମାର ଯାଦବ କହିଛନ୍ତି ଯଦି ମୋ ବ୍ୟବହାର କାହାକୁ ଖରାପ ଲାଗିଛି ଏଥିପାଇଁ ମୁଁ ଦୁଃଖୀତ କିନ୍ତୁ ସେଠାରେ ଯାହା କରାଯାଇଛି ଏହା ଲୋକଙ୍କ ହିତ ପାଇଁ।

Google

ସୋମବାର ଦିନ ନାଇଟ କଫ୍ୟୁ ସମୟରେ ବିବାହ ବନ୍ଦ କରିବା ପାଇଁ ସେ ଦୁଇଟି ସ୍ଥାନକୁ ଯାଇଥିଲେ ଏହା ସହ ଅନେକ ଲୋକଙ୍କୁ ଅଟକ ରଖିଥିଲେ। ଆପଣମାନେ ଜାଣିଥିବେ ବର୍ତ୍ତମାନଦେଶରେ କୋରନାର ଦ୍ଵିତୀୟ ଲହରୀ ଚାଲିଛି ଯାହା ଫଳରେ ପ୍ରତ୍ୟେକ ଦିନ ସାଢେ ୩ଲକ୍ଷ ଲୋକ ସଂକ୍ରମଣ ହେଉଛନ୍ତି। ଭାରତର ଅବସ୍ଥା ବର୍ତ୍ତମାନ ବହୁତ ଭୟାନକ ହୋଇଯାଇଛି। ଏଥିପାଇଁ ସରକାର ନାଇଟ କଫ୍ୟୁ ଲାଗୁ କରିଛନ୍ତି। ସରକାର ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *