ଦୀପାବଳିରେ ବାସ୍ତୁ ଅନୁସାରେ କରନ୍ତୁ ଘରର ସାଜସଜା, ମା ଲକ୍ଷ୍ମୀଙ୍କର ମିଳିବ ବିଶେଷ କୃପା ।

Diwali 2020 Decorate the house according to Vastu this time, Goddess Lakshmi will get special grace

ଦୀପାବଳିରେ କେହିବି ନିଜର ଘରକୁ ସବୁଠୁ ସୁନ୍ଦର ସଜେଇବାକୁ ଚାହିଁଥାଏ, ତେବେ କାହିଁକିନା ଏହି ଥରକ ବାସ୍ତୁ ଅନୁସାରେ ଘରର ସାଜସଜା କରାଯାଉ । ତେଣୁ ମା ଲକ୍ଷ୍ମୀଙ୍କର ମିଳିବ ବିଶେଷ କୃପା ପ୍ରାପ୍ତି କରିପାରିବେ ।

Google

ଦୀପାବଳି ଏହି ଥରକ ୧୪ ନଭେମ୍ବର କୁ ଅଛି। ଯାହାର ପ୍ରସ୍ତୁତରେ ଆପଣମାନେ ଏବେଠୁ ଲାଗିଯିବେଣି ।ଘରେ ସଫା ସଫି ହେଉଥିବ ଏବଂ ପୁଣି ପର୍ବର ଆରମ୍ଭ ସହିତ ଆରମ୍ଭ ହୋଇଯିବ ଘରର ସାଜସଜା। ଯାହାପାଇଁ ସପିଙ୍ଗ ବି ଆପଣ ଆରମ୍ଭ କରିସାରିବେଣି।

ଦୀପାବଳିରେ କେହିବି ନିଜର ଘରକୁ ସବୁଠୁ ସୁନ୍ଦର ସଜେଇବାକୁ ଚାହିଁଥାଏ। ତେବେ କାହିଁକିନା ଏହି ଥରକ ବାସ୍ତୁ ଅନୁସାରେ ଘରର ସାଜସଜା କରାଯାଉ। ତେଣୁ ମା ଲକ୍ଷ୍ମୀଙ୍କର ମିଳିବ ବିଶେଷ କୃପା ପ୍ରାପ୍ତି କରିପାରିବେ।ବାସ୍ତବରେ,ସବୁ ଥରକ ଆମେ ଘରକୁ ସଜାଇଥାଉ କିନ୍ତୁ କେତେ ଥର ସ୍ଥିତି ବାସ୍ତୁର ବିପରୀତରେ ଥିବାରୁ ତାହାର ଶୁଭ ଓ ଅଶୁଭ ଫଳ ପ୍ରାପ୍ତି ହୋଇପାରେନାହିଁ। ଏଥିପାଇଁ ଏହି ଥରକ ବାସ୍ତୁର ନିୟମର ଧ୍ୟାନ ରଖି ଦୀପାବଳିର ସାଜସଜା କରନ୍ତୁ।

Google
ବାସ୍ତୁ ଅନୁସାରେ କରନ୍ତୁ ଘରର ସାଜସଜା ଘରୁ ବାହାର କରନ୍ତୁ ଅଯଥା ଜିନିଷ:

ସବୁଠାରୁ ପ୍ରଥମେ ଦୀପାବଳୀର ସାଜସଜା ପୂର୍ବରୁ ଘରରୁ ସବୁ ଫାଲତୁ ଜିନିଷକୁ ବାହାର କରିଦିଅ ଯାହା ଆପଣଙ୍କର କାମରେ ଆସୁନାହିଁ କିମ୍ବା ଖରାପ ହୋଇଯାଇଛି। ଖାସକରି ପଡିଥିବା ଇଲେକ୍ଟ୍ରିକ୍ ଜିନିଷ ଯେପରି ଟିଭି,ଫ୍ରିଜ, ଘଣ୍ଟା ଘରୁ ବାହାର କରିଦିଅନ୍ତୁ କିମ୍ବା ସଜାଡିଦିଅନ୍ତୁ।

ଛାତ ଅସନା ହେବାକୁ ଦିଅନ୍ତୁ ନାହିଁ:

ସଫାସଫି କେବଳ ଘର ଭିତରର କରିବା ଜରୁରୀ ନୁହେଁ ,ଵଂର ଘରର ସବୁ କୋଣ ସଫା ଜରୁରୀ ଅଟେ।ଖାସକରି ଛାତ ଉପର। ଯଦି ଘରର ଭିତରକୁ ଆପଣ ପୂରା ସଜେଇଦଉଛନ୍ତି ଏବଂ ଛାତ ଉପରେ ଅସନା ରହୁଛି ତେବେ ମା ଲକ୍ଷ୍ମୀଙ୍କର କୃପା ଆପଣ କେବେବି ପ୍ରାପ୍ତି କରିପାରିବେନାହିଁ। ଏଥିପାଇଁ ଏ ପର୍ଯ୍ୟନ୍ତ ଆପଣ ଆପଣଙ୍କର ଛାତକୁ ସଫା କରିନାହାନ୍ତି ତେବେ ଜଲ୍ଦି କରିନିଅନ୍ତୁ।

ଏହି ଦିଗରେ ଲଗାନ୍ତୁ ଲକ୍ଷ୍ମୀ କିମ୍ବା ଗଣେଷଙ୍କର ଫଟୋ:

ଏମିତିରେ ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ପଟକୁ ହେବା କଥା ନୁହେଁ କିନ୍ତୁ ଯଦି କୌଣସି କାରଣବଶତଃ ଘରର ମୁଖ୍ୟ ଦ୍ୱାର ଏହି ଦିଗରେ ଅଛି ତ ମୁଖ୍ୟ ଦ୍ୱାରରେ ଲକ୍ଷ୍ମୀ ଗଣେଷଙ୍କର ଫଟୋ ଲଗେଇବା କଥା। ଏଥିରେ ବାସ୍ତୁ ଦୋଷ ସରିଯାଇଥାଏ।

Google
ଘରର କବାଟରେ କରନ୍ତୁ ସ୍ୱସ୍ତିକ:

ଏହି ଦୀପାବଳିରେ ଘରର କବାଟରେ ସୋରିଷ ତେଲରେସ୍ୱସ୍ତିକ ଚିହ୍ନ କରିବା ଦରକାର ଏବଂ ଶୁଭ-ଲାଭ ଲେଖିବା ଦରକାର । ଏହାଛଡା ଯଦି ନୂଆ ଟିଭି କିମ୍ବା ଫ୍ରିଜ ଘରକୁ ଆଣିବାକୁ ଭାବୁଛନ୍ତି ତାହାକୁ ଉତ୍ତର କିମ୍ବା ପୂର୍ବ ପଟରେ ଲଗାଇବା ଦରକାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *