କାଶୀ ସେମିତିରେ ବି ଶିବଙ୍କର ନଗରି ଅଟେ। ଏହି ଦିନ ମାନଙ୍କରେ ରାମଙ୍କ ନାମ ଶୁଭୁଝି। ମୁସଲମାନ ମହିଳା ମାନେ ଧାର୍ମିକ ଏକତାର ସଂଦେଶ ଦେଉଛନ୍ତି ଓ ଖରାପ ଲୋକଙ୍କୁ ଜବାବ। ସେହି ମହିଳାମାନେ ଗାଈର ଗୋବରରେ ରାମ ରୂପକ ଦୀପକ ତିଆରି କରୁଛନ୍ତି। ଏହା ଅଯୋଧ୍ୟା ମଧ୍ୟ ପଠାଯିବ।

ପ୍ରକାଶର ସଂଦେଶ ଦେଉଥିବା ପର୍ବ ଦୀପାବଳି ବହୁତ ଖାସ ଅଟେ। ଏହି ବର୍ଷ ମୁସଲମାନ ମହିଳା ମାନେ ଗୋବରରେ ରାମ ରୂପକ ଦୀପକ କରୁଛନ୍ତି ଯାହା ଧାର୍ମିକ ଏକତାର ଭାବନାକୁ ବଢ଼ାଇବ।
ରାମ ରୂପକ ଦୀପକ ଦେବ ଧାର୍ମିକ ବିରୋଧୀ ମାନଙ୍କୁ ଜବାବ:
ଦୀପାବଳି ପର୍ବ ବହୁତ ପାଖାପାଖି ହୋଇଗଲାଣି। କାଶୀରେ ମୁସଲମାନ ମହିଳା ମାନେ ରାମ ରୂପକ ଦୀପକ ତିଆରି କରୁଛନ୍ତି। ମହିଳାମାନେ କହିବା ଅଟେ କି ରାମ ରୂପକ ଦୀପକ ଧାର୍ମିକ ବିରୋଧୀ ମାନଙ୍କୁ ଜବାବ ଦେବ ଓ ଏହି ଦୀପାବଳି ରାମଙ୍କ ନାମରେ ପାଳନ କରାଯିବ। ଏହା ଅଯୋଧ୍ୟା ମଧ୍ୟ ପଠାଯିବ ଓ ଦେଶରେ ଅନ୍ୟାନ୍ୟ ସ୍ଥାନ ମାନଙ୍କୁ ବି ପଠାଯିବ।
ଅଯୋଧ୍ୟା ପଠାଯିବ ରାମ ରୂପକ ଦୀପ:
ଆପଣଙ୍କୁ କହିରଖିବୁ କି ଏଥର ଦୀପାବଳି ଖାସ ଅଟେ।ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ସହିତ ଦୀପ ପର୍ବ ଭି ଖାସ ହେଉଛି। କାଶୀର ମୁସଲମାନ ମହିଳାମାନେ ରାମ ରୂପକ ଦୀପକ ପ୍ରସ୍ତୁତ କରି ବିଶ୍ୱକୁ ଏକତାର ସଂଦେଶ ଦେଉଛନ୍ତି।
ପ୍ରତିବର୍ଷ ପ୍ରସ୍ତୁତ କରିଥାନ୍ତି ଦୀପ:
ମୁସଲମାନ ମହିଳା ଫାଉଣ୍ଡେସନର ମହିଳା ଦୀପାବଳି ପର୍ବରେ ଦୀପ ତିଆରି କରିଥାନ୍ତି। ଏହି ବର୍ଷ ସେମାନେ ରାମ ରୁପକ ଖାସ ଦୀପ ପ୍ରସ୍ତୁତ କରିଛନ୍ତି। ଗାଈର ଗୋବରରେ ପ୍ରସ୍ତୁତ ଦୀପକୁ ରଙ୍ଗରେ ସଜା ଯାଇଛି ଓ ମୁସଲମାନ ମହିଳା ଫାଉଣ୍ଡେସନର ସଦର ନାଜନିନ ଅଂସାରିଙ୍କ କହିବା ଅଟେକି ରାମ ରୂପକ ଦୀପକ ଯିବ ତେବେ ଯାଇ ରାମ ନାମ ପ୍ରକାଶ ହେବ ଓ ତେବେ ଯାଇ ଦୀପାବଳି ଅଧିକ ଖାସ ହେବ।

ଏକତାର ପ୍ରତୀକ ଅଟେ କାଶୀର ମିଯାଜ:
ଦେଶରେ ଅନେକ ନେତା ଏମିତି ଏକତାର କଥା କହିଥାନ୍ତି କିନ୍ତୁ କାଶୀ ସର୍ବଦା ଏକତାର ସଂଦେଶ ଦେଇଥାଏ। ଦୀପକ କରୁଥିବା ନଜମା ପରବିନ ସେହି ଦୀପକୁ ଅଯ୍ୟୋଧ୍ୟା ପଠାଇବେ। ଯାହା ଦ୍ୱାରା ରାମଙ୍କ ନଗରୀରେ କାଶୀର ଏକତାର ରୂପକ ଦୀପ ପ୍ରକାଶିତ ହୋଇପାରିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।