ଜାଣନ୍ତୁ ଜିନିଷ କାରଣରୁ ଘରେ ବଢିଥାଏ ନକରାତ୍ମକତା,ଏହି ଦିପାବଳୀରେ କେଉଁ ଜନିଷକୁ ଘରୁ ବାହାର କରିବା ଜରୁରୀ।

ଦୀପାବଳି ଆସିବାକୁ ହେଲାଣି। ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଦୀପାବଳିର ପ୍ରସ୍ତୁତି କିଛି ଦିନ ଆଗରୁ ହୋଇଯିବ।ଏହା ଜରୁରୀ ଅଟେ କି ଆପଣଙ୍କ ଘରୁ ନକରାତ୍ମକତା ବାହାରି ଯାଉ। ନିଜ ଘରୁ ସେହି ଜିନିଷ ସବୁ ହଠେଇବାକୁ ପଡିବ,ଯାହା ଭାଙ୍ଗି ଯାଇଛି କିମ୍ବା ଖରାପ ହୋଇଯାଇଛି।ଆମେ ସାଧାରଣତଃ କିଛି ଅଦରକାରୀ ଜିନିଷକୁ ଘରେ ରଖିଦେଇଥାଉ,ଯାହା ପାଇଁ ନକରାତ୍ମକତା ଆସିଥାଏ। ବସ୍ତୁ ଶାସ୍ତ୍ର ଅନୁସାରେ ଘରେ ଯଦି ଭଙ୍ଗା ରୁଜା ଜିନିଷ ପଡିଥାଏ ତେବେ ,ତାକୁ ଅଶୁଭ ମାନାଯାଏ। ଯଦି କିଛି ଜିନିଷ ଭାଙ୍ଗିଯାଇଛି ତ ତାକୁ ସଜାଡ଼ିବା କିମ୍ବା ଫୋପାଡ଼ି ଦେବା।

Google
ପୁରୁଣା କପଡାକୁ ବାହାର କରିଦେବା:-

ଯଦି ଆପଣଙ୍କ ପାଖରେ ଏମିତି ବସ୍ତ୍ର ଅଛି ଯାହାର ବ୍ୟବହାର ଆପଣ କରୁନାହାନ୍ତି ତାହାକୁ ଘରୁ ବାହାର କରିଦିଅନ୍ତୁ। ସେହି କପଡାକୁ କାହାକୁ ଦାନ ମଧ୍ୟ କରିପାରିବେ। ଏହି କପଡାକୁ ଘରୁ ବାହାର କରିବାର ଫାଇଦା ଏହା ଯେ ,ଆପଣଙ୍କୁ ଅଲଗା ଜିନିଷ ରଖିବାକୁ ଜାଗା ମିଳିଯିବ। ଏହାସହ କାହାକୁ ବସ୍ତ୍ର ପିନ୍ଧିବାର ମଧ୍ୟ ମିଳିବ।

ଖରାପ ଇଲେକ୍ଟ୍ରୋନିକ୍ସ ଜିନିଷକୁ ଘରୁ ବାହାର କରନ୍ତୁ:-

ଖରାପ ଇଲେକ୍ଟ୍ରୋନିକ୍ସ ଜିନିଷକୁ ଘରେ ରଖିବା ଅଶୁଭ ମାନାଯାଏ। ଏହାକୁ ବାହାର କରିବା ଦରକାର। ଏହା ଘରେ ରହିବା ଦ୍ୱାରା ଘରେ ଲଷ୍ମୀ ବାସ କରନ୍ତି ନାହିଁ। ଏହା ସହ ନକରାତ୍ମକତା ମଧ୍ୟ ଆସିଥାଏ। ତ ଘରେ ରହିଥିବା ଖରାପ ଇଲେକ୍ଟ୍ରୋନିକ୍ସ ଜିନିଷକୁ ଫୋପାଡ଼ି ଦିଅନ୍ତୁ କିମ୍ବା ଏହାର ମରାମତି କରେଇଦିଅନ୍ତୁ।

Google
ଖରାପ ଫର୍ନିଚରକୁ ବାହାର କରିଦିଅନ୍ତୁ:-

କେତେଥର ଆମେ ଖରାପ ଫର୍ନିଚରକୁ ଘରେ ରଖିଦେଇଥାଉ। ଯାହାଦ୍ୱାରା ନକରାତ୍ମକତା ବଢିଥାଏ। ଏଥର ଦୀପାବଳିରେ ଖରାପ ଫର୍ନିଚରକୁ ଘରୁ ବାହାର କରିଦେବା ଯାହାଦ୍ୱାରା ଘରେ ଶାନ୍ତି ଆସିଯିବ।

ଘର ରଙ୍ଗ କରିଦିଅନ୍ତୁ:-

ଯଦି ଆପଣ ବହୁତ ଦିନ ହେବ ନିଜ ଘର ରଙ୍ଗ କରେଇବାକୁ ଚାହୁଁଛନ୍ତି ଏହା ଆପଣଙ୍କ ପାଇଁ ଠିକ ମୌକା ଅଟେ। ଏହି ଦୀପାବଳୀରେ ଆପଣ ଘର ରଙ୍ଗ କରେଇଦିଅନ୍ତୁ।ଯାହାଦ୍ୱାରା ସକରାତ୍ମକ ଉର୍ଜା ବଜାୟୀ ରହିବ। ନୂଆ ରଙ୍ଗରେ ଘର ମଧ୍ୟ ଭଲ ଦେଖାଯିବ ଓ ଘରେ ଉର୍ଜାର ସଂଚାର ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *