ଦୀପାବଳି ୨୦୨୦: ଦୀପାବଳି ପାଇଁ ଘର ରଙ୍ଗ କରିବା ସମୟରେ ବାସ୍ତୁର ଏହି ନିୟମକୁ ପାଳନ କରନ୍ତୁ, ମିଳିବ ଭାଗ୍ୟର ସାଥ ।

Diwali 2020: Follow these rules of Vastu while getting painted at home on Deepawali, you will get luck, Diwali, Nitidina

ଯଦି ଆମେ ଆମ ଘରର ରଙ୍ଗ ବାସ୍ତୁ ଶାସ୍ତ୍ର ଅନୁସାରେ କହିବା ତ ଆମେ ଘରେ ଶାନ୍ତି, ସଂବୃଦ୍ଧି ,ସକାରାତ୍ମକ ଉର୍ଯା ରହିବ।

Diwali 2020: Follow these rules of Vastu while getting painted at home on Deepawali, you will get luck
Google

ଦୀପାବଳିର ପର୍ବ ପାଖେଇ ଆସିଲେ ଲୋକ ଘର ସଫା ଆରମ୍ଭ କରିଦିଅନ୍ତି। ଏହି ସମୟରେ ଘର ରଙ୍ଗ ମଧ୍ୟ କରାଯାଇଥାଏ।ରଙ୍ଗ ଲଗାଇବା ସମୟରେ ଲୋକ ବାସ୍ତୁଶାସ୍ତ୍ରକୁ ପାଳନ କରିନଥାନ୍ତି।

ଯଦି ଆମେ ଆମ ଘରର ରଙ୍ଗ ବାସ୍ତୁ ଶାସ୍ତ୍ର ଅନୁସାରେ କହିବା ତ ଆମେ ଘରେ ଶାନ୍ତି, ସଂବୃଦ୍ଧି ,ସକାରାତ୍ମକ ଉର୍ଯା ରହିବ।ଆମେ ଆପଣଙ୍କୁ କହିବୁ ଘରେ କେଉଁ ରଙ୍ଗ ଲଗାଇବା ଶୁଭ ମାନାଯାଇଛି।

● ରଙ୍ଗର ସଂମ୍ବନ୍ଧ ସତ୍ୱ, ରଜସ, ଓ ତମସ ଗୁଣ ଦ୍ଵାରା ହୋଇଥାଏ। ରଙ୍ଗ ମଣିଷ ମାନଙ୍କ ଉପରେ ଶାରୀରିକ ଓ ମାନସିକ ପ୍ରଭାବ ପକାଇଥାଏ।

 

Diwali 2020: Quotes, greeting, whatsapp and facebook messages
Google

●ଘରେ ହାଲକା ଓ ସ୍ୱାଭାବିକ ରଙ୍ଗର ବ୍ୟବହାର କରନ୍ତୁ। ଧଳା ଓ ଅନ୍ୟ ହାଲକା ରଙ୍ଗକୁ ସ୍ୱାଭାବିକ ରଙ୍ଗ କୁହାଯାଏ।ସେହିପରି ଖରାପ ରଙ୍ଗ ଯେପରି ଲାଲ, ନାରଙ୍ଗୀ, ଗୋଲାପି, କୁ ରଜସ କୁହାଯାଇଥାଏ।ଯାହା ଅନେକ ଇଚ୍ଛା ବୃଦ୍ଧି କରିଥାଏ।

●ଘରେ ତାମସିକ ରଙ୍ଗର ପ୍ରଭାବରୁ ବଞ୍ଚିବା ଉଚିତ।ତାମସିକ ରଙ୍ଗରେ ଗଭୀର ନୀଳ, କଳା ରଙ୍ଗ ଆଦି ଆସିଥାଏ। ମାନ୍ୟତା ଅଛିକି ଏହି ରଙ୍ଗ ବ୍ୟକ୍ତିକୁ ଆଳସୁଆ କରିଥାଏ।

●ହାଲକା ନୀଳ ଓ ସବୁଜ ରଙ୍ଗ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ।

●ଏହି ରଙ୍ଗର ବ୍ୟବହାର ଡାଇନିଂ ରୁମରେ କରିବା ଆବଶ୍ୟକ । ବାର୍ଥରୁମରେ ହାଲକା ନୀଳ ବ୍ୟବହାର କରିବା ଶୁଭ ମାନାଯାଇଛି।

● ଉତ୍ତର ଦିଗରେ ଥିବା ରୁମ ରେ ନୀଳ ରଙ୍ଗ ଓ ପୂର୍ବ ଦିଗରେ ଥିବା ରୁମରେ ସବୁଜ ରଙ୍ଗ ଦେବା ଆବଶ୍ୟକ।

Diwali Special: 5 Ways To Celebrate Diwali In A Fun And Safe Way
Google

●ହଳଦିଆ ରଙ୍ଗ ପଢ଼ା ରୁମ ବା ଲାଇବେରୀରେ କରିବା ଉଚିତ।ମାନ୍ୟତା ଅଛି କି ହଳଦିଆ ରଙ୍ଗ ବ୍ୟକ୍ତିର ସ୍ନାୟୁ ତନ୍ତ୍ର କୁ ସନ୍ତୁଳିତ ରଖିବା ସହ ମତିଷ୍କକୁ ସକ୍ରିୟ ରଖିଥାଏ।

●ବାଇଗେଣି ରଙ୍ଗ ଯୋଗ ବା ସାଧନା କକ୍ଷ ବା ପୂଜା ଘରେ କରିବା ଉଚିତ। ବାଇଗେଣି ରଙ୍ଗକୁ ଉତ୍ସାହବଧକ ମାନାଯାଇଥାଏ।

●ରୁମରେ ଧଳା ରଙ୍ଗ କରିବା ଉଚିତ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ରଙ୍ଗକୁ ଅଳ୍ପଜୀବୀ ମାନାଯାଇଥାଏ କିନ୍ତୁ ରୁମମ ର ଛାତରେ ଧଳା ରଙ୍ଗ କରିବା ଉଚିତ। ଏହା ଦ୍ୱାରା ଅଧିକ ପ୍ରକାଶ ରହିଥାଏ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *