ଭାଲେଣ୍ଟାଇନ ଡେ ପର୍ଯ୍ୟନ୍ତ ବଏଫ୍ରେଣ୍ଡ କଲେ ମିଳିବ ଏହି କଲେଜରେ ଆଡ଼ମିଶନ! ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ପ୍ରତି ବର୍ଷ ଫେବୁଆରୀ ୧୪କୁ ଭାଲେଣ୍ଟାଇନ ଡେ ରୂପରେ ପାଳନ କରାଯାଇଥାର। ଏହାକୁ ପ୍ରେମ କରୁଥିବା ଲୋକଙ୍କ ଦିନ କୁହାଯାଏ। ଏହି ଦିନ ଲୋକ ନିଜର ପ୍ରେମ ନିବେଦନ କରିଥାନ୍ତି ଓ ନିଜ ପାର୍ଟନରଙ୍କ ସହିତ ବୁଲିଥାନ୍ତି। ପୁରା ଦୁନିଆରେ ଭାଲେଣ୍ଟାଇନ ଡେ ପୁରା ଧୂମ ଧାମରେ ପାଳନ କରାଯାଇଥାଏ।

Google
ସୋସିଆଲ ମିଡିଆରେ ଭାଇରାଲ ହେଲା ଆଶ୍ଚର୍ଯ୍ୟଜନକ ଲେଟର:

ଏବେ ସୋସିଆଲ ମିଡିଆରେ ଆଗ୍ରାର ସେଂଣ୍ଟ ଜୋନ୍ସ କଲେଜର ଏକ ଲେଟର ବହୁତ ଭାଇରାଲ ହେଉଛି। ଏହି ଲେଟରକୁ ପଢି କିଛି ଲୋକଙ୍କୁ ବହୁତ ହସ ଆସୁଛି ତ ଆଉ କେତେକଙ୍କୁ ବହୁତ ରାଗ ଆସୁଛି। ଜାଣନ୍ତୁ କଲେଜର ଲେଟରରେ ଏପରି କଣ ଲେଖାଯାଇଛି।

ଭାଲେଣ୍ଟାଇନ ଡେ ପର୍ଯ୍ୟନ୍ତ ବଏଫ୍ରେଣ୍ଡ କରିବା ବାଧ୍ୟତାମୂଳକ:

ସେଂଣ୍ଟ ଜୋନ୍ସ କଲେଜର ଲେଟର ହେର୍ଡରେ ଲେଖାଯାଇଥିବା ଏହି ଭାଇରାଲ ପୋଷ୍ଟରେ ଲେଖାଯାଇଛି: “୧୪ ଫେବୁଆରୀ ବା ଭାଲେଣ୍ଟାଇନ ଡେ ପର୍ଯ୍ୟନ୍ତ ଗୋଟେ ବଏଫ୍ରେଣ୍ଡ ଅବଶ୍ୟ ବନାନ୍ତୁ। ଏପରି ଆପଣଙ୍କ ସୁରକ୍ଷା ପାଇଁ ଅବଶ୍ୟ କରିବାକୁ ହେବ। କଲେଜରେ ଏକା ଝିଅଙ୍କୁ ପ୍ରବେଶ କରିବାକୁ ଦିଆ ଯିବନି ଓ ବଏଫ୍ରେଣ୍ଡ ସହ ଫଟୋ ଦେଖାଇବା ପରେ ହିଁ ଭିତରକୁ ଯିବାକୁ ଦିଆଯିବ। ଲଭ ବାଂଟନ୍ତୁ”.

Google
ଭାଇରାଲ ଲେଟରରେ ପ୍ରୋ. ଆଶିଷ ଶର୍ମାଙ୍କ ନିର୍ଦେଶ:

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଲେଟରରେ ସେଂଣ୍ଟ ଜୋନ୍ସ କଲେଜର ଏସୋସିଏଟ ଡ଼ିନ ପ୍ରୋ ଆଶିଷ ଶର୍ମା ଦ୍ଵାରା ନିର୍ଦେଶ ଦିଆଯାଇଥିଲା। ତାଙ୍କ ନିର୍ଦେଶ ମୁତାବକ ଦ୍ୱିତୀୟ ବର୍ଷ ବା ଶେଷ ବର୍ଷ ଛାତ୍ରୀମାନଙ୍କୁ ୧୪ ଫେବୁଆରୀ ଭିତରେ ବଏଫ୍ରେଣ୍ଡ କରିବା ନିହାତି ଭାବେ ବାଧ୍ୟତାମୂଳକ।

ଭାଇରାଲ ଲେଟର ଉପରେ ସେଂଣ୍ଟ ଜୋନ୍ସ କଲେଜର ମତ:

ସେଂଣ୍ଟ ଜୋନ୍ସ କଲେଜର ପ୍ରିନ୍ସପାଲ ଡକ୍ଟର .ଏସ ପି ସିଂହ ନୋଟିସ ଜାରି କରି କହିଛନ୍ତି କଲେଜରେ ପ୍ରୋ. ଆଶିଷ ଶର୍ମାଙ୍କ ନାମରେ କୌଣସି ପ୍ରଫେସର ନାହିଁ। ଏହା ଏକ ମିଛ ଲେଟର ଅଟେ ଓ ଯିଏବି ଏପରି କରିଛି ତାହା ବିରୁଦ୍ଧରେ ଶକ୍ତ ପଦକ୍ଷେପ ନିଆଯିବ। ସେ ଆଗକୁ କହିଛନ୍ତି ଏହା ବହୁତ ଲଜିତ ଘଟଣା ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *