ପତ୍ନୀଙ୍କର ମୃତ୍ୟୁ ପରେ ଡିପ୍ରେସନରେ ଥିଲେ ଏହି ବ୍ୟକ୍ତି। ଏହି କୁକୁର ଆସି କଲା ଚମତ୍କାର। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର।

କୁକୁର ଆଉ ମନୁଷ୍ୟ ଙ୍କର ବନ୍ଧୁତାର କେତେ ଉଦାହରଣ ଆମ ପାଖରେ ମହଜୁଦ ଅଛି। ଯେତେବେଳେ ଉତ୍ତରାଖଣ୍ଡରେ ଗ୍ଲାସିଅର ଦୁର୍ଘଟଣା ହେଇଥିଲା ସେତେବେଳେ ଏକ କୁକୁର କିଛି ଫସି ଯାଇଥିବା ଲୋକ ମାନଙ୍କର ଅପେକ୍ଷା କରୁଥିଲା ଯେଉଁ ଲୋକମାନେ ସେହି କୁକୁରକୁ ଖାଦ୍ୟ ଖୁଆଉ ଥିଲେ। ସେହି କୁକୁର ନ ଖାଇ ନ ପିଇ ସେହି ଲୋକ ମାନନଙ୍କର ଅପେକ୍ଷା କରୁଥିଲା। ଏହା ତ ମାତ୍ର ଏକ ଉଦାହରଣ ଅଟେ। ଆହୁରି ଅନେକ କାହାଣୀ ଅଛି। ଏକ ବୁଢା ଲୋକ ତଥା ଏକ କୁକୁରର ବନ୍ଧୁତା ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣଙ୍କୁ ଏହା ଅନୁଭବ ହେବାକୁ ଲାଗିବ କି କାହିଁକି ବନ୍ଧୁତା ଏତେ ଜରୁରୀ ଅଟେ।

Google
ପତ୍ନୀଙ୍କର ମୃତ୍ୟୁ ହେଇଯାଇଥିଲା:

ହ୍ୟୁମାନସ ଅଫ ବଡୀ ଏହି ଷ୍ଟୋରି ସେୟାର କରିଛନ୍ତି। ସେହି ବ୍ୟକ୍ତି ଜଣକ କୁହନ୍ତି କି ତାଙ୍କ ପତ୍ନୀ ଆଉ ସେ ଦୁହେଁ ୫୦ ବର୍ଷ ବୟସରେ ବିବାହ କରିଥିଲେ ମାତ୍ର ଯେତେବେଳେ ସେ ନିଜ ପତ୍ନୀଙ୍କୁ ଦେଖିଲେ ତାଙ୍କୁ ଲାଗିଥିଲା କି ସେ ତାଙ୍କରି ପାଇଁ ହିଁ ହେଇଛନ୍ତି। ତାଙ୍କୁ ଜଣା ଥିଲା କି ତାଙ୍କ ଜୀବନର ସେକେଣ୍ଡ ପାରି ବହୁତ ରୋମାଂଚକ ହେବାକୁ ଯାଉଛି ମାତ୍ର ଲିଭର ସମ୍ବନ୍ଧୀ ସମସ୍ୟା ପାଇଁ ତାଙ୍କ ପତ୍ନୀଙ୍କର ଚାରି ବର୍ଷ ପରେ ଦେହାନ୍ତ ହେଇଗଲା।

ତାଙ୍କ କୁକୁରର ବି ମୃତ୍ୟୁ ହେଇଗଲା:

ସେ କୁହନ୍ତି କି ତାଙ୍କ ପତ୍ନୀଙ୍କର ଦେହାନ୍ତ ପରେ ତାଙ୍କ କୁକୁରର ବି ମୃତ୍ୟୁ ହେଇଗଲା ଆଉ ସେ ଜଲଦି ରିଟାୟାର ହେବାକୁ ଚାହୁଁଥିଲେ ଯାହାଦ୍ୱାରା କି ସେ ତାଙ୍କ ପତ୍ନୀଙ୍କ ସହ ସମୟ ବିତାଇ ପାରିବେ ମାତ୍ର ତାଙ୍କ ପାଖରେ ସମୟ ହି ସମୟ ଥିଲା ହେଲେ ବିତେଇବା ପାଇଁ କେହି ବି ନଥିଲେ। ତାଙ୍କ ପୁଅ ବି ତାଙ୍କୁ ଖୁସି ରଖିବା ପାଇଁ ବହୁତ ପ୍ରୟାସ କରିଥିଲେ ମାତ୍ର ସେ ବି କାମ କରିବା ପାଇଁ ଯାଉଥିଲେ।

ଗୋଟେ ବର୍ଷ ଯାଏ ଏପରି ହି ହେଲା:

ବର୍ଷେ ଯାଏ ଏପରି ହିଁ ସମୟ ବିତିଗଲା ଆଉ ସେ କାହାରି ସହ ବେସି କଥା ହେଉନଥିଲେ। ମାତ୍ର ହଠାତ ଯିବେ ତାଙ୍କ ଦୁଆର ପାଖରେ ଏକ କୁକୁର ଭୋକୁଥିଲା ଆଉ ସେ କବାଟ ଖୋଲିବା ପରେ ତାର ସେହି ଆଖି ତାଙ୍କୁ ବହୁତ ପସନ୍ଦ ହେଇଗଲା ଆଉ ସେ କୁକୁର ତାଙ୍କ ପାଖକୁ ଦୌଡ଼ି ଆସିବା ପରେ ସେ ହସିଲେ ପ୍ରାୟ ଗୋଟେ ବର୍ଷ ପରେ। ସେହି କୁକୁରର ନାମ ସେ ସୁଜୁ ରଖିଲେ ଆଉ ତାକୁ ଘରେ ରଖିଲେ।

ମୋତେ ତା ଠାରୁ କିଛି କ୍ଷତି ନାହିଁ:

ସେ କହିଲେ କି କୁକୁର ସୁଜୁ ସହ ରହିବାରେ ତାଙ୍କୁ ତିନି ବର୍ଷ ହେଇଯାଇଛି ଆଉ ସେ ଆସିବା ପରେ ତାଙ୍କୁ ଏକ ସହାରା ମିଳି ଯାଇଛି। ଛୋଟବେଳୁ ହିଁ କୁକୁର ମାନଙ୍କ ସହ ତାଙ୍କର ଭଲ ସଂପର୍କ ଆଉ ଏହା ତାଙ୍କ ପାଇଁ ଏକ ସହାରା ଅଟେ।

୩୦ ମିନିଟରେ ଘରକୁ ଫେରି ଆସିଥାଏ:

ସେ କହିଲେ କି ସୁଜୁ ବହୁତ ସମାୟାନୁବର୍ତ୍ତି ଅଟେ ଆଉ ସେ ନିଜ ସାଙ୍ଗମାନଙ୍କ ସହ ବାହାରକୁ ଯାଇ ଆଉ ନାଇଟ ୱାକ ରେ ବି ଯାଏ ମାତ୍ର ସମୟ ହେଲେ ଫେରି ଆସେ ଆଉ ସେ ବହୁତ ସ୍ମାର୍ଟ ଅଟେ। ବାହାର ଲୋକଙ୍କ ଦେବା ଖାଇବା ଖାଇ ନଥାଏ।

ସୁଜୁ ମୋ ଜୀବନ ବଞ୍ଚେଇଲା:

ଯେତେବେଳେ ୫୦ ବର୍ଷ ବୟସରେ ମୋତେ ବିବାହ ସାଥି ମିଳିଲା ଆଉ ୭୩ ବର୍ଷ ବୟସରେ ମୋତେ ଏକ ସାଥି ମିଳିଲା ତ ମୋର ଜୀବନ ବଂଚିଗଲା। ଲୋକ କୁହନ୍ତି କି ଆମେ ସୁଜୁ କୁ ରଖି ତାର ଜୀବନ ବଞ୍ଚାଇଲୁ ମାତ୍ର ମୁଁ ଭାବେ କି ସୁଜୁ ହିଁ ମୋ ଜୀବନ ବଞ୍ଚେଇଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *