ଯଦି ନିଜ ସ୍ତ୍ରୀର କି ପରିବାର ଲୋକ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତେବେ ସତର୍କ ହୋଇଯାଅନ୍ତୁ, ଜାଣନ୍ତୁ ନୂଆ ନିୟମାବଳୀ ।

ସରକାରୀ ବ୍ୟାଙ୍କ ଏସବିଆଇ ଯେକି ଦେଶର ସବୁଠୁ ବଡ଼ ବ୍ୟାଙ୍କ ତାର କହିବା କଥା କି ଡେବିଟ କାର୍ଡ ନାମରେ ଟ୍ରାନ୍ସଫର ବେଲ ହୋଇଥାଏ, କିଛି ପରିବାର ଲୋକଙ୍କୁକୁ ବି ଏହା ବ୍ୟବହାର କରିବାକୁ ମନା କରାଯାଇଛି। ଏପରି ମଧ୍ୟ ପତି ତାର ପତ୍ନୀର ଏଟିଏମ କାର୍ଡ ବ୍ୟବହାର କରିପାରିବ ନାହିଁ।

Google

ଆପଣଙ୍କର କଣ ଟଙ୍କା ବାହାର କରିବାକୁ ନିଜର ଏଟିଏମ କାର୍ଡ କୌଣସି ସମ୍ପର୍କୀୟଙ୍କୁ କିମ୍ବା ସାଙ୍ଗଙ୍କୁ ଦେଉଛନ୍ତି କି???… ଯଦି ଏପରି କରୁଛନ୍ତି ତେବେ ସାବଧାନ ହେଇଯାଆନ୍ତୁ ନହେଲେ ପଡିବ ମହଙ୍ଗା। ଏସବିଆଇର କହିବା କଥା କି ଡେବିଟ କାର୍ଡ ନାମରେ ଟ୍ରାନ୍ସଫର ବେଲ ହୋଇଥାଏ,କୌଣସି ବି ପରିବାର ବ୍ୟକ୍ତିଙ୍କୁ ଏହାକୁ ବ୍ୟବହାର କରିବା ପାଇଁ ଦିଆଯିବା ନୁହେଁ। ଏପରି କି ପତି ମଧ୍ୟ ପତ୍ନୀର ଏଟିଏମ କାର୍ଡ ବ୍ୟବହାର କରିପାରିବେନାହିଁ। କଲେ ଏହା ସୁରକ୍ଷା ନିୟମ ବିରୁଦ୍ଧରେ ହେବ।

ବ୍ୟବହାର କରିବା ପୂର୍ବରୁ ATM କାର୍ଡ ହେଇଯାଆନ୍ତୁ ସତର୍କ:-

ଯଦି ଆପଣ ଭବିଷ୍ୟତରେ ହେବାକୁ ଯାଉଥିବା କ୍ଷତିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏଟିଏମ କିମ୍ବା ଡେବିଟ କାର୍ଡର ବ୍ୟବହାର ସତର୍କତା ସହ କରନ୍ତୁ । ଏଟିଏମ ପିନ୍ କାହାକୁ କୁହନ୍ତୁ ନାହିଁ। ଏହା ପରେ ବି କାର୍ଡ ଏବଂ ଆକାଉଣ୍ଟ ସମ୍ବନ୍ଧିତ ତଥ୍ୟ କାହାକୁବି ଜଣାନ୍ତୁ ନାହିଁ। ଏଟିଏମ କାର୍ଡକୁ ନେଇ ଜାଣନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ:-

ପିନ୍ ନମ୍ବର କେବେବି କର୍ଡ଼ରେ ଲେଖନ୍ତୁ ନାହିଁ।

ଚିହ୍ନି ନଥିବା ଲୋକଙ୍କ ଠାରୁ ଏଟିଏମର ଟ୍ରାନଜାକ୍ସନ ପାଇଁ ସାହାଯ୍ୟ ନିଅନ୍ତୁ ନାହିଁ। ନ୍ୟକୁ ଦେଣନେଣ ପାଇଁ କାର୍ଡ ମଧ୍ୟ କେବେ ଦିଅନ୍ତୁ ନାହିଁ।

ଏଟିଏମର ପିନ୍ କୁହନ୍ତୁ ନାହିଁ,ଏପରି କି ବ୍ୟାଙ୍କ କର୍ମଚାରୀ ଓ ପରିବାର ସଦସ୍ୟଙ୍କୁ ଏହି ତଥ୍ୟ ମଧ୍ୟ ଭୁଲରେ ଦିଅନ୍ତୁ ନାହିଁ।

କାର୍ଡ ଉପରେ ପୂରା ନଜର ରଖନ୍ତୁ ଯେତେବେଳେ ଆପଣ ପେମେଂଟ କରୁଛନ୍ତି ଏବଂ ସେହି ଲକ୍ଷ୍ୟକୁ ହଟାଇବାକୁ ଦିଅନ୍ତୁ ନାହିଁ।

ମୋବାଇଲରେ ଟ୍ରାନଯାକସନ ସମୟରେ କଥା ହୁଅନ୍ତୁ ନାହିଁ।

ଏହି ସାବଧାନତା ସର୍ବଦା ଅବଲମ୍ବନ କରନ୍ତୁ:-

ଏଟିଏମ ଟ୍ରାନଜାକ୍ସନ ସମୟରେ ପୂରା ଗୋପନିୟତା ରକ୍ଷା କରନ୍ତୁ। ଏହା ନିଶ୍ଚିତ ଭାବେ ଦେଖନ୍ତୁ ଯେ କି ଏଟିଏମରେ ପିନ୍ ଦେବା ସମୟରେ କେହି ଦେଖୁନାହିଁ ତ।

ମେସିନରେ ୱେଲକମ ସ୍କ୍ରିନ ଆସିଲା କି ନାହିଁ ଟ୍ରାନଯାକସନ ପରେ ଦେଖନ୍ତୁ। ଏହା ପୂର୍ବରୁ ମେସିନ ଛାଡ଼ନ୍ତୁ ନାହିଁ।

ଆପଣଙ୍କର ଥିବା ମୋବାଇଲ ନମ୍ବର ବ୍ୟାଙ୍କରେ ରେଜିଷ୍ଟର ଅଛି ଏହା ଆଗ ନିଶ୍ଚିତ କରନ୍ତୁ। ଏଥିରୁ ଆପଣଙ୍କୁ ବ୍ୟାଙ୍କର ଟ୍ରାନଜାକ୍ସନର ସବୁ ଆଲର୍ଟ ମିଳି ପାରିବ।

Google

ଏଟିଏମ କାର୍ଡ ହଜିଗଲେ ହୋଇଗଲେ ତୁରନ୍ତ ବ୍ୟାଙ୍କକୁ ଜଣାନ୍ତୁ।

ବ୍ୟାଙ୍କରୁ ନିୟମିତ କିମ୍ୱା ଯେତେବେଳେ ବି ଆସୁଥିବା ଟ୍ରାନଯାକସନ ଆଲର୍ଟ ଏବଂ ସେଟମେଂଟ ସର୍ବଦା ଦେଖନ୍ତୁ।

ଏଟିଏମର କ୍ୟାସ ନବାହାରିଲା ଓ ପଇସା ଆପଣଙ୍କ ଆକାଉଣ୍ଟରୁ କଟିଗଲେ ସଂଗେ ସଂଗେ ବ୍ୟାଙ୍କକୁ ଜଣାନ୍ତୁ।

ଯେବେବି ଟ୍ରାନଯାକସନ କରୁଛନ୍ତି ତାପରେ ଫୋନର ମେସେଜ ଦେଖନ୍ତୁ।

ଘରେ ବସି ନିଜର କାର୍ଡ଼ ବ୍ଲକ କରିପାରିବବେ ଜାଣନ୍ତୁ ଉପାୟ:
ନିଜର କାର୍ଡ ବ୍ଲକ କରାନ୍ତୁ କଲବ ଆପରେ:

ଏସବିଆଇ ଡେଭିଟ କାର୍ଡ଼ ଓ ଏଟିଏମ କାର୍ଡ଼ ବ୍ଲକ କରିବାକୁ ଚାହୁଁଛନ୍ତି ତ ଆପଣଙ୍କୁ ଏହି ଟୋଲ ଫ୍ରି ନମ୍ବର ୧୮୦୦-୧୧-୨୨-୧୧,୧୮୦୦-୪୨୫-୩୮୦୦,କିମ୍ବା ୦୮୦- ୦୮୦-୨୬୫୯୯୯୯୦ ନମ୍ବରରେ କଲ କରିବାକୁ ହେବ ତାପରେ ହ ଗ୍ରାହକଙ୍କୁ କଲରେ ଦିଆଯାଉଥିବା ନିର୍ଦ୍ଦେଶର ପାଳନ ଠିକରେ କରିବାକୁ ହେବ। ଏହାପରେ ମଧ୍ୟ ଗ୍ରାହକ ଏସବିଆଇ କ୍ୱିକ ଆପ ମାଧ୍ୟମରେ ନିଜର କାର୍ଡ ବ୍ଲକ କରିପାରିବାରେ ସକ୍ଷମ ହେବେ। ହେଲେ ସାବଧାନତା ଅବଲମ୍ବନ କରନ୍ତୁ। କାହାକୁ ଜଣାନ୍ତୁ ନାହିଁ କିଛି ବି ଜିନିଷ ଯଦି କିଛି ଅସୁବିଧା ହଉଛି ଆଗ ବ୍ୟାଙ୍କକୁ ଜଣାନ୍ତୁ.

Google
ଏସଏମଏସ ଜରିଆରେ ଏମିତି ନିଜ କାର୍ଡ ବ୍ଲକ କରିପାରିବେ:-

ଏସଏମଏସ ଜରିଆରେ ନିଜ କାର୍ଡ ବ୍ଲକ କରିବାକୁ ଚାହୁଁଥିଲେ ଆପଣଙ୍କୁ ମେସେଜରେ ବ୍ଲକ ସ୍ପେସ ନିଜ ନିଜ କାର୍ଡର ଶେଷ ଚାରିଡିଜିଟ ନମ୍ବର ଲେଖି ୫୬୭୬୭୬ ନମ୍ବରରେ ସେଣ୍ଡ କରିବାର ଅଛି। ଉଦାହରଣ ପାଇଁ ଆପଣଙ୍କ ଏଟିମର ଶେଷ ଚାରି ନମ୍ବର ୪୫୬୭ ଅଟେ ତ ଆପଣ ବ୍ଲକ ୪୫୬୭ ଲେଖି ୫୬୭୬୭୬ ନମ୍ବରରେ ପଠେଇବାକୁ ହେବ।

ଏସଏମ୍ଏସ ରେଜିଷ୍ଟର ଥିବା ନମ୍ବରରେ କରନ୍ତୁ:-

ଆପଣ ଧ୍ୟାନ ରଖନ୍ତୁ ସେହି ନମ୍ବରରୁ କଲ କରନ୍ତୁ ଯେଉଁ ନମ୍ବର ଆପଣଙ୍କ ବ୍ୟାଙ୍କରେ ରେଜିଷ୍ଟ୍ରେସନ ହୋଇଥିବ। ବ୍ୟାଙ୍କ ଯେତେବେଳେ ଆପଣଙ୍କ ବ୍ଲକ କରିବାର ରିକ୍ୱେଷ୍ଟ ଗ୍ରହଣ କରିବ ସେତେବେଳ ଆପଣଙ୍କ ରେଜିଷ୍ଟ୍ରର ନମ୍ବରକୁ ମେସେଜ ଆସିବ। ଯେଉଁଥିରେ ଆପଣଙ୍କ ବ୍ଲକିଙ୍ଗର ତାରିଖ ଏବଂ ସମୟ ଆସିଯାଇଥିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *