୧ ଅକ୍ଟୋବରରୁ ଆଇଟି ଦ୍ଵାରା ଡ୍ରାଇଭରଙ୍କ ବ୍ୟବହାରକୁ ଅନ୍ଲାଇନ ବ୍ୟବହାର କରିବାର ବ୍ୟବସ୍ଥା ଲାଗୁ ହେବ । ଯେଉଁଥିରେ ଟ୍ରାଫିକ ନିୟମାବଳୀ, ପୋଲିସ ଅଟକାଇଲେ ଗାଡି ନରଖିବା, ନିୟମ ଠୁ ଅଧିକ ଲୋକଙ୍କୁ ବସାଇବା ଆଦିକୁ ଧ୍ୟାନ ରଖିକି ଅଧିକ ଜୋରିମାନା ଓ ଲାଇସେନ୍ସ ରଦ କରାଯାଇପାରେ ।
କହିରଖିବୁ କି ଏହାର ପୁରା ରିପୋର୍ଟ ପ୍ରସ୍ତୁତ ହେବ ଓ ସରକାରୀ ପୋର୍ଟାଲରେ ରହିବ । ଯାହା ଦ୍ୱାରା ଡ୍ରାଇଭରର ବ୍ୟବହାର ଉପରେ ନଜର ରଖାଯିବ । ଏହି ସୁବିଧା ୧ ଅକ୍ଟୋବରରୁ ଲାଗୁହୋଇଛି । ପୋଲିସ ପରିବହନ ଅଧିକାରୀମାନେ ସ୍ୱତନ୍ତ୍ର ଦଲିଲ ମାଗିପାରିବେ ନାହିଁ । ଯାହାକୁ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏହି ନିୟମ ସମ୍ପର୍କରେ ନୋଟିସ ଜାରି କରିଛନ୍ତି । ଯେଉଁଥିରେ ମୋଟର ବାହାନ ଅଧିନିୟମ ୧୯୮୮ ର ଧାରା ୧୯,୨୧ ଆଦିରେ ଟ୍ୟାକ୍ସିରେ ଅଧିକ ଲୋକ ବସାଇବା, ଲୋକଙ୍କ ସହିତ ଦୁବ୍ୟଭହାର, ଠିକ ସ୍ଥାନରେ ସେମାନଙ୍କୁ ନଓଲ୍ହାଇବା, ବସ ଚଳାଇବା ସମୟରେ ଧୂମପାନ କରିବା, ମଦ ପିଇ ଗାଡି ଚଳାଇବା, ବିନା କାରଣରେ ଗାଡି ଅଧିକ ଧୀରେ କରିଦେବା, ଅଧିକ ସମୟରେ ସ୍ଥାନରେ ପହଞ୍ଚାଇବା, ଟ୍ରକ ପଛରେ ବସାଇବା ଆଦି ବ୍ୟବହାର ଡ୍ରାଇଭରଙ୍କୁ ଅସୁବିଧାରେ ପକାଇବ ।

ଯେଉଁଥିରେ ଜୋରିମାନା ସହିତ ଡ଼ିଏଲକୁ କ୍ୟାନ୍ସସେଲ ବି କରାଯାଇପାରେ ଓ ଗାଡିର ରେଜିଷ୍ଟ୍ରେସନ ଓ ପଞ୍ଜୀକରଣ ମଧ୍ୟ ରଦ କରାଯାଇପାରେ । ଯେଉଁଥିରେ ଗାଡିରୁ ଲୋକଙ୍କୁ ଓଲ୍ହାଇ ଦେଖାଇବା, ବୁକିଙ୍ଗ ସମୟରେ ମନାକରିବା ଓ ଏଥିରେ କ୍ୟାବ ଡ୍ରାଇଭରବି ଅନ୍ତର୍ଭୁକ୍ତ । ଯେଉଁଥିରେ ପୋର୍ଟାଲ ରେ ଦାଖଲ କରିବା ବାଧ୍ୟତାମୂଳକ ରହିବ ଓ ଯାହାକୁ ଦେଖାଯାଇପାରିବ ।

ଏହି ନୂତନ ନିୟମରେ ଡ୍ରାଇଭରର ଆଚରଣ ବିଷୟରେ ଉଲ୍ଲେଖ କରିବାକୁ ପଡିବ ଏବଂ ଡ୍ରାଇଭରର ଠିକଣା ଦେଖିବାକୁ ମିଳେ । କିନ୍ତୁ ଏହା ପ୍ରଥମ ଥର ପାଇଁ ଉଲ୍ଲେଖ କରାଯାଇଛି, ଏପରି ନିୟମ ସୁରକ୍ଷା ଆଣିଦେଇଛି, ଯାହାଦ୍ୱାରା କାହାକୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ଏବଂ ଡ୍ରାଇଭରର ଠିକଣା ସୂଚନା ସଂପୂର୍ଣ୍ଣ କରନ୍ତୁ ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।