ବଡ଼ ଖୁଲାସା: ସୁଶାନ୍ତ ସିଂହ ରାଜପୁତ ଡ୍ର-ଗ୍ସ ମାମଲାର ଦୁବାଇ କନେକସନ ଆସିଲା ସାମ୍ନାକୁ! କଣ ଫିଟିବ ଗୁମର? ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଡ୍ରଗ୍ସସ କନେକସନ ମାମଲାର ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନସିବି)କୁ ଏକ ବଡ଼ ସଫଳତା ହାତରେ ଲାଗିଛି। ଏହି ମାମଲାରେ ଦୁବାଇ କନେକସନ ଆଗକୁ ଆସିଛି। ଏହି ମାମଲାର ମୁଖ୍ୟ ସନ୍ଦିଗ୍ଧ ଅର୍ଥାତ ଡ୍ର-ଗ୍ସ ଦୁନିଆର ରାଜା ସାହିଲ ଶାହ ଓରଫ ଫ୍ଲକୋର ପରିଚୟ ଏନସିବି କରିନେଇଛି। ପ୍ରକୃତରେ,ଏନସିବିର ଦଳ ଗତ ରାତିରେ ମଲାର୍ଡ ଅଞ୍ଚଳର ଯେଉଁ ବିଲ୍ଡିଂର ଛାପା ମାରିଲେ ତାହା ଆଉ କାହାର ନୁହେଁ,ଵଂର ସାହିଲ ଶାହ ଓରଫ ଫ୍ଲକୋର ବାହାରିଲା।

Google

ଏନସିବି ଏହି ଛାନବିନ ଏକ ଡ୍ର-ଗ୍ସ ପେଡଲରର ଚିହ୍ନଟରେ କଲା। ଏହି ଫ୍ଲାଟରେ ବଡ଼ ମାତ୍ରାରେ ଆମେରିକୀୟ ଡ୍ର-ଗ୍ସ ସଂଗ୍ରହ କରାଯାଇଛି। ପ୍ରକୃତରେ,ଫ୍ଲକୋ ଦୁବାଇରେ ବସି ନିଜ ଡ୍ର-ଗ୍ସ ପେଡ଼ଲରମାନଙ୍କ ଜରିଆରେ ବଲିଉଡର ହାଇ ପ୍ରୋଫାଇଲ ଓ ଅନ୍ୟ କ୍ଷେତ୍ରର ହାଇ ପ୍ରୋଫାଇଲ ଲୋକକୁ ଡ୍ର-ଗ୍ସ ସଫ୍ଲାଏ କରୁଥିଲା। ଶାହିଦ ଶାହ ଓରଫ ଫ୍ଲକୋ ସେହି ବ୍ୟକ୍ତି ଅଟେ, ଯାହାର ମୁହଁ ଆଜି ପର୍ଯ୍ୟନ୍ତ କୌଣସି ଡ୍ରଗ୍ସସ ପେଡ଼ଲର ଦେଖିନଥିଲେ ଓ ନା ହିଁ ନାର୍କୋଟିକ୍ସର ଏଜେନ୍ସିମାନେ। ଏହା କାରଣ ଅଟେ କି ସୁଶାନ୍ତ ସିଂହ ଡ୍ର-ଗ୍ସ ମାମଲାର ମୁଖ୍ୟ ସନ୍ଦିଗ୍ଧକୁ ୬-୭ ମାସରୁ ଏନସିବି ଖୋଜି ପାରୁନଥିଲା,କିନ୍ତୁ ଡ୍ରଗ୍ସସ ପେଡ଼ଲର ଅବାସ ଓ ଜୈଦଙ୍କ ଠାରୁ ମିଳିଥିବା ନ୍ୟୁଜର ଆଧାରରେ ସେହି ଦିଗରେ ଯାଞ୍ଚ କରି ରଖିଥିଲା।

ଶେଷରେ ମିଳିଥିବା ପ୍ରମାଣ ଓ ଡ୍ର-ଗ୍ସ ପେଡଲରଙ୍କର ଚିହ୍ନଟ ଦ୍ୱାରା ଏନସିବି ସାହିଲ ଫ୍ଲକୋକୁ ନା କେବଳ ଚିହ୍ନି ପାରିଛି ଵଂର ତାର ଦୁବାଇରେ ରହି ଇଣ୍ଡିଆରେ ଡ୍ର-ଗ୍ସ ସପ୍ଲାଏ କରିବାର ମଡ଼େସ ଅପରେଡିଙ୍ଗର ପର୍ଦାଫାଶ କରିଦେଇଛି।ଏତିକି ହିଁ ନୁହେଁ,ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶାନ୍ତା କ୍ରୁସ ଅଞ୍ଚଳରେ ଛାପା ମାରି ଏଡ଼ଲଫ ହିଟଲରଙ୍କ ବହିରେ ଲୁଚାଇ କରାଯାଉଥିବା ଡ୍ର-ଗ୍ସ ତସକରିର ମଧ୍ୟ ପର୍ଦାଫାଶ କରିଦେଇଛି। ଏନସିବି ଶାନ୍ତା କ୍ରୁଜ ଏକ କୋରିୟର କମ୍ପାନିରେ ଛାପା ମାରିଲା ଓ ସେଠାରୁ ଏହି ଡ୍ର-ଗ୍ସ ତସକରିର ଖୁଲାସା କଲା। ଏହି ମୋଡେସ ଅପରେଟିଙ୍ଗ ବି ସାହିଲ ଶାହ ଓରଫ ଫ୍ଲକୋ ଥିଲା।

Google

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜଏଣ୍ଟ ଡ଼ାଇରେକ୍ଟର ସମିର ୱାଙ୍ଖେଡେ କହିଲେ କି ମଲାର୍ଡର ଯେଉଁ ଫ୍ଲାଟରେ ଛାପ ମରାଯାଇଥିଲା,ସେହି ବିଲ୍ଡିଂରେ ସୁଶାନ୍ତ ସିଂହ ରାଜପୁତ ମଧ୍ୟ ରହୁଥିଲେ ବୋଲି ଜଣା ଯାଇଛି। ଆମେ ସାହିଲ ଫ୍ଲକୋର ପରିଚୟ କରିନେଇଛୁ ଓ ଜଲ୍ଦି ହିଁ ତାକୁ ଭାରତ ଆଣିବାର ବ୍ୟବସ୍ଥା ଆରମ୍ଭ କରାଯିବ। ଏହି ପ୍ରମାଣ ପରେ ଏହି ମାମଲାରେ ଚମକାଇ ଦେବା ଖୁଲାସା ମଧ୍ୟ ହୋଇପାରେ ବୋଲି ଜଣା ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *