କୋରନାର ଚିକିତ୍ସା ପାଇଁ ଏକା ହିଁ ହସ୍ପିଟାଲ ଚାଲିଗଲା ଏହି ୬ବର୍ଷର ଛୋଟ ପିଲା। ଦେଖନ୍ତୁ ଭାଇରଲ ହେଉଥିବା ଭିଡିଓ।

କୋଭିଡ ୧୯ର ଦ୍ୱିତୀୟ ୱେଭ ସାରା ବିଶ୍ୱରେ ଏକ ଲହରୀ ଖେଳେଇ ଦେବାରେ ଲାଗିଛି। ଏମିତିରେ କୋଭିଡ ଦ୍ୱାରା ଇଂଫେକ୍ଟ ହେବାର ସବୁଠୁ ବଡ଼ କ୍ଷତି ଏଇଆ କି ଏହାପରେ ଆପଣ ନିଜ ସମ୍ପର୍କୀୟ ମାନଙ୍କ ସହ ବି ଦେଖା କରି ପାରିବେ ନାହିଁ। କାରଣ ଏହି ବେମାରି ପରେ ସଭିଙ୍କ ଠାରୁ ଦୂରତା ବଂନେଇ ରଖିବାକୁ ହୁଏ ଆଉ ଏମିତି ସମୟରେ ଯଦି କେଉଁ ଛୋଟ ପିଲା କୋଭିଡ଼ ଦ୍ୱାରା ଆକ୍ରାନ୍ତ ହେଇଯାଏ ତାହେଲେ ତା ପାଇଁ ଚକିତ୍ସା କରିବା କେତେ ମୁସ୍କିଲ ହେଉଥିବ ତାହା ତ ଆପଣ ଜାଣି ହିଁ ପାରୁଥିବେ।

Google

ମାତ୍ର ଆଜି ଆମେ ଆପଣଙ୍କ ପାଖରେ ଏପରି ଏକ ବାହାଦୂର ପିଲାର କଥା କହିବାକୁ ଯାଉଛୁ ଯିଏ କି ମାତ୍ର ୬ ବର୍ଷର ଅଟେ ମାତ୍ର କୋଭିଡର ଚିକିତ୍ସା କରିବା ପାଇଁ ଏକା ହିଁ ପହଂଚି ଗଲା। ଏହି ପିଲାକୁ କରୋନା ତାର ମାଙ୍କ ପାଇଁ ହେଇଥିଲା ଆଉ ତାଙ୍କ ମା ସଂସ୍ପର୍ଶରେ ଆସି ହିଁ ସେ କୋଭିଡ ଦ୍ୱାରା ଆକ୍ରାନ୍ତ ହେଇଥିଲା। ତାର ମା ପ୍ରଥମରୁ ହିଁ ହସ୍ପିଟାଲରେ ଆଡ଼ମିଟ ଥିଲେ। ମାତ୍ର ଏହି ପିଲା ନିଜ ସାହସରେ ହିଁ ହସ୍ପିଟାଲରେ ପହଂଚି ଗଲା। ଏହାର ଫୋଟୋ ଏବେ ସୋସିଆଲ ମିଡିଆରେ ବହୁତ ଜଲଦି ଭାଇରାଲ ହେଉଛି।

ସାମ୍ନାକୁ ଆସିଥିବା ଫୋଟୋ ଆଉ ଭିଡିଓରେ ଏହା ଦେଖା ଯାଇଛି କି ସେହି ପିଲାଟି କିପରି ନିଜର କାନ୍ଧରେ ବ୍ୟାଗ ପକେଇ ବାହାରି ଆସିଛି ଆଉ ତା ପରେ ତାର ଘର ଆଗକୁ ଏକ ଆମ୍ବୁଲାନ୍ସ ଆସିକି ତାକୁ ନେଇଯିବାକୁ ବାହାରିଛି। ଆମ୍ବୁଲାନ୍ସ ରୁ ପିପିଇ କିଟ ପିନ୍ଧିଥିବା କିଛି ଲୋକ ବାହାରିଲେ ଆଉ ପ୍ରଥମେ ସେ ପିଲାକୁ ସ୍ୟାନିଟାଇଜ କଲେ ଆଉ ତା ପରେ ତାକୁ ନେଲେ।

ଏଠାରେ ମାର୍କ କରିବା କଥା ଏଇଆ କି ପିଲାଟି ଯେତେବେଳେ ହସ୍ପିଟାଲ ଯାଉଛି ତ ତାର ସାଥ ଦେବା ପାଇଁ କେହି ସମ୍ପର୍କୀୟ ନଥାନ୍ତି ଆଉ ଏହି ପିଲା ନିଜେ ନିଜେ ବି ବାହାରି ଯାଉଥାଏ। ଏହି ମାମଲା କାମ୍ବୋଡିଆର ଥିବାର ଜଣା ପଡ଼ିଛି ମାତ୍ର ମା କି ଛୁଆ କାହାରି ନାଁ ଏଯାଏ ଜ୍ଞାତ ହୋଇନି।

ପିଲାର ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନଙ୍କର ଅନେକ ପ୍ରକାର ରିଆକ୍ସନ ଆସିଲା। କିଛି ଲୋକ ଏହାକୁ ହୃଦୟ ବିଦାରକ କହିଲେ ତ ଆଉ କିଛି ଲୋକ ପିଲାର ବାହାଦୁରୀକୁ ସଲାମ କଲେ। ଆଉ କିଛି ଲୋକ ପିଲାର ଜଲଦି ଠିକ ହେବା ପାଇଁ ଆଶା କଲେ। ଆମେ କହିରଖୁଛୁ କି ଆପଣ ବି ଯେତେବେଳେ ଏହି ପିଲାର ଭିଡିଓ ଦେଖିବେ ତ ଆପଣ ବି ଭାବୁକ ହେଇଯିବେ।

Google

ପିଲାର ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ତାକୁ ବହୁତ ଗିଫ୍ଟସ ପଠେଇଲେ। ଏପରି ବି ଖବର ଆସୁଛି କି ପିଲାକୁ ଆଉ ତାର ମା ଙ୍କୁ ଗୋଟେ ହିଁ ହସ୍ପିଟାଲକୁ ସିଫ୍ଟ କରି ଦିଆଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *