କପିଲ ଶର୍ମା ଶୋକୁ ଦେଖିବା ଚକରରେ ୧ ଘଣ୍ଟାରେ ଏତେ ଟଙ୍କା ଫୋନ ବିଲ ଆସିଥିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ,ଦେଖନ୍ତୁ ଭିଡିଓ।

ଅନେକ ବର୍ଷ ପୂର୍ବେ କଲର୍ସ ଟିଭିରେ ଆସୁଥିବା ପୋଗ୍ରାମ କପିଲ ଶର୍ମାଙ୍କ ଶୋ କମେଡି ନାଇଟ ଉଇଥ କପିଲ ରେ ବିରାଟ କୋହଲି ମଧ୍ୟ ଆସିଥିଲେ। ସେହି ଶୋରେ ବିରାଟ କପିଲଙ୍କୁ ୩ ଲକ୍ଷ ଟଙ୍କା ବିଲ ଆସିଥିବା କଥା କହିଛନ୍ତି।

Google

ଏକ ମାସରେ କେଉଁ ଲୋକର ଫୋନ ବିଲ ଲକ୍ଷେ ଟଙ୍କା ହୋଇଥିବ ଏହା ତ ଆପଣ ଶୁଣିଥିବେ କିନ୍ତୁ ଏକ ଘଣ୍ଟାରେ ଫୋନ ବିଲ ୩ ଲକ୍ଷ ଟଙ୍କା ଆସିବା ଦ୍ଵାରା କେହିବି ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯିବ। ଏହିପରି ଥରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ସହିତ ହୋଇସାରିଛି। ତାଙ୍କର ଏକ ଘଣ୍ଟାରେ ଫୋନ ବିଲ ୩ ଲକ୍ଷ ଟଙ୍କା ଆସିଯାଇଥିଲା। ତାହାବି କମେଡିଆନ କପିଲ ଶର୍ମାଙ୍କ କାରଣରୁ। ବିରାଟ କୋହଲି କମେଡିଆନ କପିଲ ଶର୍ମାଙ୍କ ଶୋ”କମେଡି ନାଇଟ ଉଇଥ କପିଲ”ରେ ବି ଏହା ପ୍ରକାଶ କହିଛନ୍ତି।

ଅନେକ ବର୍ଷ ପୂର୍ବେ କଲର୍ସ ଟିଭିରେ ଆସୁଥିବା ପୋଗ୍ରାମ କପିଲ ଶର୍ମାଙ୍କ ଶୋ କମେଡି ନାଇଟ ଉଇଥ କପିଲ ରେ ବିରାଟ କୋହଲି ମଧ୍ୟ ଆସିଥିଲେ। ଶୋ ରେ କଥାବାର୍ତ୍ତା ସମୟରେ ବିରାଟ କୋହଲିଙ୍କୁ କପିଲ ଶର୍ମା କହିଥିଲେ,”ବିରାଟ ଭାଇ ଆମ ପାଖରେ ଆପଣଙ୍କର କିଛି ଫଟୋ ଅଛି ଯାହା ଦେଖି ଆପଣ କୁହନ୍ତୁ ଏହା କେଉଁ ସମୟର ଫଟୋ”। ଏକ ଫଟୋରେ ବିରାଟ କପିଲଙ୍କ ଲୋକପ୍ରିୟ ଡାଇଲୋଗ ବାବାଜୀକା ଧୂଲୁ ବସି ଦେଖୁଥିଲେ।ଫଟୋ ଦେଖି ବିରାଟ କୋହଲି କହିଛନ୍ତି ସାର ଯାହା ଆପଣଙ୍କ ଶୋର ଏତେ କ୍ରେଜ ଅଛି ,ପୁରା ଇଣ୍ଡିଆର ତ ଅଛି ହିଁ। କ୍ରିକେଟ ଟିମରେ ବି ସମସ୍ତେ ବସି ଆପଣଙ୍କ ଶୋ ଦେଖିଥାନ୍ତି ଓ କେହି ମିସ କରନ୍ତି ନାହିଁ ଗୋଟେ ମଧ୍ୟ ଏପିସୋଡ଼। ମାନେ ଆମର ଏଣ୍ଟରଟେନମେଣ୍ଟ ମଧ୍ୟ ଏହା ହିଁ”।

ଏହା ପରେ ଆଉ ଏକ ଫଟୋ ଦେଖି ବିରାଟ କପିଲଙ୍କୁ କହିଲେ ଏହା ଅଷ୍ଟ୍ରେଲିଆ ବିରୁଦ୍ଧରେ ୩୬୦ ରନ ଚେସ କରିବା ପରେ ଅଟେ। ଏହା ଉପରେ ଶୋ ରେ ଉପସ୍ଥିତ ନବଜୋତ ସିଂହ ସିଧୁ କହିଛନ୍ତି କୋହଲିଙ୍କୁ କହିଛନ୍ତି,”ତୁମର ମନେ ଅଛି ଶେଷରେ ମୁଁ ଆୱାଡ଼ ଦେବାକୁ ଆସିଥିଲି ଓ ସମସ୍ତେ ପଛରେ ଛିଡ଼ା ହୋଇ ତାଳିମାରି ବାବାଜୀ କା ଠୁଲୁ କରୁଥିଲ”। ଏହା ପରେ ବିରାଟ କୋହଲି କହିଛନ୍ତି ହଁ ପାଜି ଏହା ସେହି ସମୟର ଅଟେ। ବିରାଟ କହିଛନ୍ତି ସେହି ମ୍ୟାଚ ଅପରେ କ୍ୟାପ୍ସନ ଦିଆଯାଇଥିଲା କି ଅଷ୍ଟ୍ରେଲିଆ କରିଥିଲା ୩୬୦ ବଦଳରେ ତାକୁ ମିଳିଲା ବାବାଜୀକା ଠୁଲୁ। ଏହା ଉପରେ କପିଲ ଶର୍ମା ଚକିତ ହୋଇ କହିଛନ୍ତି ,”ମତେ ଲାଗୁନଥିଲା କି କ୍ରିକେଟର ଏତେ ବ୍ୟସ୍ତ ହେବା ପରେ ମଧ୍ୟ କମେଡି ଶୋ ଦେଖୁଥିବେ”।

ଏହା ଉପରେ ବିରାଟ କୋହଲି କହିଛନ୍ତି,”ଯେବେ ଆମକୁ ମୌକା ମିଳିଥାଏ ମାନେ କାହାକୁ ଅପେକ୍ଷା କରିବା ସମୟରେ ଆମେ ଆପଣଙ୍କ ଶୋ ହିଁ ଦେଖୁ।ଶ୍ରୀଲଙ୍କାରେ ମୋ ସହିତ ହୋଇଥିଲା ଏବେ। ଏୟରପୋର୍ଟରେ ଆମେ ଅପେକ୍ଷା କରିଥିଲୁ ଫ୍ଲାଇଟର, ମୁଁ ଵୋର ହେଉଥିଲି ଭାବିଲି କିଛି ଦେଖିବି ଯାଉଛି,କିଛି କରିବାକୁ ହିଁ ନାହିଁ। ବ୍ୟାଗରେ କିଛି ଅଶୁବିଧା ଥିଲା, ତ ମୁଁ ଧ୍ୟାନ ଦେଇ ନଥିଲି। ୱାଇଫାଇ ନଥିଲା ଓ ଏୟାର ପୋର୍ଟରେ କନେକ୍ସନ ହେଉନଥିଲା। ମୁଁ ଇଣ୍ଡିଆର ୩ଡ଼ି ସେଲ୍ୟୁଲର ନେଟୱର୍କ ରେ ହିଁ ଚଲାଇ ଦେଲି”।

Google

ବିରାଟ କୋହଲି କହିଛନ୍ତି,”ଏକ ଘଣ୍ଟା ଇଣ୍ଟରନେସନାଲ ରୋମିଙ୍ଗରେ ମୁଁ କମେଡି ନାଇଟ ଦେଖିଦେଲି। ଏକ ଘଣ୍ଟା ପରେ ମୋର ଭାଇର ଫୋନ ଆସିଗଲା। ସେ ପଚାରିଲା କଣ କରୁଛୁ ତୁ। ତ ମୁଁ କହିଲି କିଛି ନାହିଁ ଲଞ୍ଜରେ ଅପେକ୍ଷା କରିଛି ମୁଁ। ଭାଇ କହିଲେକି ଏହି ତିନି ଲକ୍ଷ ଟଙ୍କାର ଫୋନ ବିଲ କେଉଁଠୁ ଆସିଗଲା। ତୋ ଫୋନତ ହଜିଯାଇନାହି”। ଏହା ପରେ ବିରାଟ କୋହଲିଙ୍କୁ ନିଜ ଭୁଲ ଜଣାପଡିଲା। ଏହା ପରେ ସେ ଇଣ୍ଟରନେସନାଲ ରୋମିଙ୍ଗ ଜାଗାରେ ୱାଇଫାଇରେ ଫୋନ କନେକ୍ସନ କରିବା ପରେ ଯାଇ ଇଣ୍ଟରନେଟ ବ୍ୟବହାର କଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *