ଗୋରଖପୁର ପୋଲିସ ସୋମବାରକୁ ଏହା ହତ୍ୟା ମାମଲା ସମାଧାନ କରି ମାତ୍ର ୮ ଘଣ୍ଟାର ଅଭିଯୁକ୍ତକୁ ଧରି ଜେଲକୁ ପଠାଇଛି। ଯୁବକ ଜଣଙ୍କ ଭଉଣୀ ସହିତ ଖରାପ ବ୍ୟବହାରର ବିରୁଦ୍ଧ କରିଥିଲା। ଅଭିଯୁକ୍ତକୁ ଭଉଣୀ ସହ ଫୋନରେ କଥା ହେବାକୁ ମନାକରିଥିଲା କିନ୍ତୁ ଅଭିଯୁକ୍ତ ମାନିଲା ନାହିଁ।

ଗୋରଖପୁର ପୋଲିସ ହତ୍ୟା ମାମଲାକୁ ସମାଧାନ କଲା।
ଅଭିଯୁକ୍ତ ୪୫ ଦିନରେ କଲା ୩୬୪ ଫୋନ କଲ।
ପୋଲିସ ମର୍ଡର ସମାଧାନ ପାଇଁ ସିଡ଼ିଆରର ସାହାଯ୍ୟ ନେଲା।
ଗୋରଖପୁର ପୋଲିସ ସୋମବାରକୁ ଏହା ହତ୍ୟା ମାମଲା ସମାଧାନ କରି ମାତ୍ର ୮ ଘଣ୍ଟାର ଅଭିଯୁକ୍ତକୁ ଧରି ଜେଲକୁ ପଠାଇଛି। ଯୁବକ ଜଣଙ୍କ ଭଉଣୀ ସହିତ ଖରାପ ବ୍ୟବହାରର ବିରୁଦ୍ଧ କରିଥିଲା ଓ ଅଭିଯୁକ୍ତକୁ ଭଉଣୀ ସହ ଫୋନରେ କଥା ହେବାକୁ ମନାକରିଥିଲା କିନ୍ତୁ ଅଭିଯୁକ୍ତ ମାନିଲା ନାହିଁ। ପ୍ଲାନ କରି ଅଭିଯୁକ୍ତ ଯୁବତୀଙ୍କ ଭାଇକୁ ଡ଼କାଇଲା ଓ ହତ୍ୟା କରି ଶବକୁ ପୋଖରୀକୁ ଫୋପାଡ଼ି ଦେଲା।
ପୋଲିସର କହିବା ଅଟେ କି ସିକରି ଗଞ୍ଜ ଥାନାର ବରୋହି ଗ୍ରାମରେ ସୋମବାର ସକାଳେ ପୋଖରୀରୁ ୨୫ ବର୍ଷୀୟ ଯୁବକଙ୍କ ଶବ ମିଳିଛି। ଯାହାର ପରିଚୟ ପାଖ ଗ୍ରାମର ଅବରାରୂପରେ ରହିବା ବାଲା ସୁରଜିତ ରୂପରେ ହୋଇଥିଲା। କୁହାଯାଉଛିକି ସୁରଜିତ ଶନିବାର ୫ ଡିସେମ୍ବର ସଂଧ୍ୟା ୬ଟାରେ ଘରୁ ବାହାରିଲା ଏବଂ ଆଶ୍ଚର୍ଯ୍ୟକର କଥା ଯେ ସେ ପରେ ଫେରିଲା ନାହିଁ। ଏହା ପରେ ତାର ନାନା ରାମ ପ୍ରଗଟ ଅଭିଯୋଗ ଦାଖଲ କରିଥିଲେ।

ମାତ୍ର ୮ ଘଣ୍ଟାରେ ଅଭିଯୁକ୍ତ ଗିରଫ:-
ପୋଲିସ ଯାଞ୍ଚ ଆରମ୍ଭ କଲା ଓ ସନ୍ଦେହ ଆଧାରରେ ମୋବାଇଲର ସିଡ଼ିଆର(କଲ ଡିଟେଲସ ରେକଡ଼ିଙ୍ଗ) ପୋଲିସ ତନାଘନା କଲା। ଏହା ପରେ ସିକରି ଗଞ୍ଜର ବରୋହି ଗ୍ରାମରେ ରହିବାଵାଲା ଦିପେନ୍ଦ୍ର ସିଂହ ଓରଫ ସିଟୁ ଉପରେ ପୋଲିସର ସଂଦେହ ହେଲା। ପରେ ଜଣାପଡିଲା କି ସେ ସୁରଜିତଙ୍କ ଭଉଣୀକୁ ୪୫ ଦିନରେ ୩୬୪ ଥର କଲ କରି କଥା ହୋଇଛି। ପୋଲିସ ସନ୍ଦେହ ଆଧାରରେ ଅଭିଯୁକ୍ତ ଦିପେନ୍ଦ୍ରକୁ ଗିରଫ କଲା। କଡା ପଚରାଉଚରାରେ ସେ ହତ୍ୟା ବିଷୟରେ ସବୁ କହିଲା।
ସେ ପୋଲିସକୁ କହିଛିକି ସେ ମୃତ ସୁରଜିତଙ୍କ ଭଉଣୀ ସହ କଥାବାର୍ତ୍ତା ହେଉଥିଲା। ଯେବେ ଏହା ବିଷୟରେ ସୁରଜିତ ଜାଣିଲା ସେ କଥା ହେବାକୁ ମନାକରିଥିଲା। ଏହି କଥାକୁ ନେଇ ଦିପେନ୍ଦ୍ର ସିଂହ ରାଗିଗଲା। ଶନିବାର ସନ୍ଧ୍ୟାରେ ଅଭିଯୁକ୍ତ ଦିପେନ୍ଦ୍ର ସିଂହ ସୁରଜିତକୁ ଘଟଣାଜାଗାକୁ କଲ କରି ଡ଼କାଇଲା ଓ ହତ୍ୟା କରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।