ଏହି କାରଣରୁ ଜଣେ ଖେଳାଳି ଅଷ୍ଟ୍ରେଲିଆ କ୍ୟାପଟେନଙ୍କ ଉପରେ ଏକେ-୪୭ ରଖି ଦେଇଥିଲେ। ଏମିତି ଵଂଚେଇଥିଲେ ନିଜ ଜୀବନ। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

କ୍ରିକେଟ ଭଦ୍ର ଲୋକମାନଙ୍କର ଖେଳ କୁହାଯାଏ ମାତ୍ର ଏହି ଖେଳ ଭିତରେ ଏପରି କିଛି ଘଟଣା ଘଟି ଯାଇଛି ଯାହା ଭିତରେ କି ଖେଳାଳି ମାନେ ତାଙ୍କର ସର୍ବୋଚ୍ଚ ସୀମା ଉଲଙ୍ଘନ କରି ଦେଇଛନ୍ତି। ଏପରି ହିଁ ଘଟଣା ହେଇଥିଲା ଅଷ୍ଟ୍ରେଲିଆ ଆଉ ଦକ୍ଷିଣ ଆଫ୍ରିକା ଭିତରେ ଖେଳା ଯାଉଥିବା ଟେଷ୍ଟ ସିରିଜ ୧୯୯୪ରେ। ଏଠାରେ ଦୁଇଟି ଟିମ ମାନଙ୍କ ଭିତରେ ବିବାଦ ଏତେ ବାଟ ଯାଏ ଚାଲିଗଲା କି ଦକ୍ଷିଣ ଆଫ୍ରିକୀୟ ଜଣେ ଅଲ ରାଉଣ୍ଡର ସେତେବେଳେର ଅଷ୍ଟ୍ରେଲିଆ କ୍ୟାପଟେନ ଆଲାନ ବୋର୍ଡରଙ୍କ ଉପରର ଏକେ ୪୭ ଗନ ଉଠାଇଥିଲେ।

Google

ଏହା ଆଗରୁ ୧୯୭୦ରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିଥିଲା ଆଉ ଅଲି ୱାକର ଙ୍କର ଅଧିନାୟକତ୍ତ୍ୱ ଥିବା ଦକ୍ଷିଣ ଆଫ୍ରିକା ଏହି ୪ ମ୍ୟାଚ ବିଶିଷ୍ଟ ସିରିଜକୁ ୪-୦ ରେ ବିଲ ଲୋଉରୀ ଥିଲା ଅଷ୍ଟ୍ରେଲିଆ ଟିମକୁ ହରାଇ ଥିଲା। ଏହା ହିଁ କାରଣ କି ଅଷ୍ଟ୍ରେଲିଆ ଟିମ ବଦଲା ନେବାର ଭାବନା ରଖି ୧୯୯୪ରେ ଦକ୍ଷିଣ ଆଫ୍ରିକା ଯାଇଥିଲା। ଆଲାନ ବୋର୍ଡର ୧୯୮୭ରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଚାମ୍ପିୟାନ ବନାଇ ଥିଲେ। ଆର ପଟେ ଏହା ଦକ୍ଷିଣ ଆଫ୍ରିକା ପାଇଁ ବି ପ୍ରତିଷ୍ଠାର ସମୟ ଥିଲା।

ଦକ୍ଷିଣ ଆଫ୍ରିକା ୧୯୯୩-୯୪ରେ ଅଷ୍ଟ୍ରେଲିଆ ସିରିଜ ଖେଳିବା ପାଇଁ ଯାଇଥିଲା ଆଉ ଏହି ସିରିଜକୁ ସେମାନେ ୧-୧ରେ ଡ୍ର କରିଥିଲେ। ଏହା ଆଲାନଙ୍କ ପାଇଁ ଶେଷ ସିରିଜ ଥିଲା ମାତ୍ର ସେ ଏହାକୁ କେବେ ମନେ ରଖିବା ପାଇଁ ଚାହିଁବେନି।

ସିରିଜ ପାଇଁ ଲୋକମାନେ ଏତେ ଉତ୍ସୁକ ଥିଲେ କି ଯେତେବେଳେ ଅଷ୍ଟ୍ରେଲିଆର ବିମାନ ଦକ୍ଷିଣ ଆଫ୍ରିକାରେ ଲ୍ୟାଣ୍ଡ ହେଲା ତ ପ୍ରାୟ ୮ ହଜାରରୁ ଅଧିକ ଲୋକ ତାଙ୍କର ସ୍ୱାଗତ ପାଇଁ ଥିଲେ। ସିରିଜର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକାର ଜୋହାନେସବର୍ଗର ୱାଣ୍ଡରସ ପଡିଆରେ ଖେଳା ଯାଉଥିଲା ଆଉ ଆଫ୍ରିକୀୟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କଲା।

Google

ଦକ୍ଷିଣ ଆଫ୍ରିକା ୨୫୨ ରନରେ ଅଲଆଉଟ ହେଇଗଲା ଆଉ ଅଷ୍ଟ୍ରେଲିଆ ବି ମାତ୍ର ୨୪୮ ରନ ବି ବନେଇ ପାରିଲା। ଦ୍ୱିତୀୟ ପାଳିରେ ଦକ୍ଷିଣ ଆଫ୍ରିକା ଏକ ବଡ଼ ସ୍କୋର ଆଡକୁ ବଢ଼ୁଥିଲା ଆଉ ଅଷ୍ଟ୍ରେଲିଆ ବୋଲର ମାନେ ୱିକେଟ ପାଇଁ ତଡ଼ପି ଯାଉଥିଲେ। ଏହି ସମୟରେ ଅଷ୍ଟ୍ରେଲିଆ ଖେଳାଳି ମାନେ ସଲେଜିଙ୍ଗ କରିବା ଆରମ୍ଭ କଲେ। ଆଲାନ ବୋର୍ଡର ବି ନିଜ ଖେଳାଳି ମାନଙ୍କର ବଢି ଚଢି ସାଥ ଦେଉଥିଲେ।

ତୃତୀୟ ଦିନରେ ଯେତେବେଳେ ଶେନ ୱାର୍ଣ ବୋଲିଙ୍ଗ କରିବାକୁ ଆସିଲେ ତ ଆଲାନ ବୋର୍ଡର ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନଙ୍କ ଆଡକୁ ଇଶାରା କରି ଆରମ୍ଭ କଲେ, ” ଆମକୁ ତୁମର ଆବଶ୍ୟକତା ଅଛି ୱାର୍ନି, ଆରମ୍ଭ କରନ୍ତୁ ଆଉ ୱିକେଟ ନିଅନ୍ତୁ।” ତୃତୀୟ ଦିନର ଲଞ୍ଚ ସମୟ ବେଳକୁ ଏହି କଥା ଅନ୍ୟ ବ୍ୟାଟ୍ସମ୍ୟାନ ମାନେ ତାଙ୍କର ଟିମକୁ କହିଲେ। ଏହା ଶୁଣି ଦକ୍ଷିଣ ଆଫ୍ରିକାର ବ୍ରାଏନ ମ୍ୟାକମିଳାନ ବହୁତ ରାଗିଗଲେ ଆଉ ଅଷ୍ଟ୍ରେଲିଆର ଡ୍ରେସିଂ ରୁମରେ ପହଂଚି ସେ ତାଙ୍କ ଗାର୍ଡ ପାଖରୁ ଏକ ଏକେ- ୪୭ ଆଣି ଆଲାନ ବୋର୍ଡରଙ୍କୁ ଜୋର ଜୋରରେ ଡାକିଲେ।

Google

ଏହାପରେ ବୋର୍ଡର କୁଆଡେ ପଳେଇଲେ ଆଉ ୱାର୍ଣ, ହେଡେନ ତଥା ଡେଭିଡ ବୁନ ଙ୍କର ଜୀବନ ହାତକୁ ଆସିଯାଇଥିଲା। ମାତ୍ର ଏହାପରେ ମ୍ୟାକମିଳାନ ନିଜର ଇଣ୍ଟରଭିଉରେ କହିଲେ କି ସେ ଅଷ୍ଟ୍ରେଲିଆ ଟିମ ବିପକ୍ଷରେ ମଜାକ କରିଥିଲେ କାରଣ ତାଙ୍କର ବନ୍ଧୁକ ଅନଲୋଡ଼େଡ଼ ଥିଲା। ତାଙ୍କ ଗାର୍ଡ ପ୍ରଥମରୁ ହିଁ ଗୁଳି ବାହାର କରି ଦେଇଥିଲେ। ଏହାପରେ ଅଷ୍ଟ୍ରେଲିଆ ତରଫରୁ ସ୍ଲେଜିଙ୍ଗ ବନ୍ଦ ହେଇଗଲା ଆଉ ଦକ୍ଷିଣ ଆଫ୍ରିକା ସେହି ମ୍ୟାଚ ୧୯୭ ରନରେ ବିଜୟ ଲାଭ କଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *