ବଲିଉଡ ତଥା ଏହା ସହ ଯୋଡ଼ା କାହାଣୀ ଆଉ ଘଟଣା ବହୁତ ଲୋକପ୍ରିୟ ଅଟେ। ସର୍ବଦା ଏହା ଏକ ଚର୍ଚ୍ଚାର ବିଷୟ ରହିଛି। ବଲିଉଡରେ ଯେତିକି ଫିଲ୍ମ ନଥିବା ତା ଠାରୁ ଅଧିକେଠାରେ ଏହା ସହ ଯୋଡ଼ା ଘଟଣା ଥାଏ। କେତେକ ଘଟଣା ବହୁତ ସକାରାତ୍ମକ ଥାଏ ତ ଆଉ କେତେକ ଘଟଣା ଏତେ ନକାରାତ୍ମକ ଥାଏ କି ତାହା କିଛି କିଛି ଅଭିନେତା ତଥା ଅଭିନେତ୍ରୀ ମାନଙ୍କର ଜୀବନ ବର୍ବାଦ କରି ଦେଇ ଥାଏ। ଆଜି ଆମେ ଆପଣଙ୍କ ପାଖରେ ଏପରି ହିଁ ଏକ ଘଟଣା ବାବଦରେ କହିବାକୁ ଯାଉଛୁ ଯାହା ସେହି ସମୟରେ ବହୁତ ଚର୍ଚ୍ଚାରେ ରହିଥିଲା। ଏହା ବଲିଉଡର କିମ୍ବଦନ୍ତୀ କଳାକାର ଅମିତାଭ ବଚନଙ୍କ ସହ ଯୋଡ଼ା ଅଟେ।

ବଲିଉଡର କିମ୍ବଦନ୍ତୀ କଳାକାର ଅମିତାଭ ତଥା ରାଣୀ ମୁଖାର୍ଜୀ ସାଙ୍ଗରେ ଏକ ଫିଲ୍ମ କରିଥିଲେ ଯାହାର ନାମ ଥିଲା ବ୍ଲାକ। ଏହାକୁ ଡାଇରେକ୍ଟ କରିଥିଲେ ସେହି ସମୟର ଲୋକପ୍ରିୟ ଡ଼ାଇରେକ୍ଟର ସଞ୍ଜୟ ଲୀଳା ଭାଁଶାଳୀ। ତାଙ୍କର ଏହି ଡାଇରେକ୍ଟ କରିଥିବା ଫିଲ୍ମ ହିଟ ସାବ୍ୟସ୍ତ ହେଇ ଥିଲା ଆଉ ଏହି ଫିଲ୍ମ କୁ ଆଜି ୧୬ ବର୍ଷ ହେଇ ସାରିଛି। ଏହା ୨୦୦୫ରେ ରିଲିଜ ହେଇଥିଲା ଆଉ ଏଥିରେ ଅଭିନୟ କରିବା ପାଇଁ ଅମିତାଭ ସଞ୍ଜୟଙ୍କ ପାଖରୁ ଗୋଟେ ବି ଟଙ୍କା ନେଇ ନଥିଲେ।
ଫିଲ୍ମରେ କାମ କରିବା ପାଇଁ ଅମିତାଭଙ୍କୁ ରାଷ୍ଟ୍ରପତି ପୁରସ୍କାର ତଥା ରାଣୀଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା। ହି ଫିଲ୍ମର ଏକ ସିନ ପୁରା ବଚ୍ଚନ ଫ୍ୟାମିଲିରେ ବହୁତ ହଲଚଲ କରି ଦେଇଥିଲା ଯାହା ଭିତରେ ଅମିତାଭ ଆଉ ରାଣୀଙ୍କର ଏକ କିସ ସିନ ଥିଲା। ଏହା ଆଗରୁ ଅଭିଷେକ ଆଉ ରାଣୀ ସାଙ୍ଗରେ ଯୁବା ନାମକ ଏକ ଫିଲ୍ମ କରି ଥିଲେ ଯାହା ଭିତରେ ତାଙ୍କର କେମେଷ୍ଟ୍ରି ସବୁ ଲୋକଙ୍କୁ ପସନ୍ଦ ଅସୁଥିଲା ଆଉ ଜୟ ବି ରାଣୀଙ୍କୁ ବହୁତ ପସନ୍ଦ କରୁଥିଲେ। ତାଙ୍କର ବିବାହ ହେବାକୁ ଯାଉଥିଲା।

ଏହି ସିନ ହିଁ ତାଙ୍କ ବିବାହରେ ବିଘ୍ନ ପକେଇଲା। ଏହାକୁ ଦେଖି ଅଭିଷେକ ନିଜେ ବି ବିଶ୍ୱାସ କରି ପାରି ନଥିଲେ। ଯେଉଁ ରାଣୀ ମୁଖାର୍ଜୀ ଦିନେ ଅଭିଷେକଙ୍କ ଘରର ଏତେ ପ୍ରିୟ ସଦଶ୍ୟ ଥିଲେ ତାଙ୍କ ଠାରୁ ହିଁ ତାଙ୍କ ଘର ଲୋକ ଦୂରତା ବଢ଼େଇବାକୁ ଲାଗିଲେ।
ଆପଣଙ୍କୁ କହି ରଖୁଛୁ କି ଏହି ଫିଲ୍ମ ପାଇଁ ସଞ୍ଜୟ ଙ୍କର ପ୍ରଥମ ପସନ୍ଦ କରିନା ଥିଲେ। ମାତ୍ର କରିନାଙ୍କ ହେବା କାରଣରୁ ହିଁ ଅମିତାଭ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ ଯାହା ଫଳରେ ସଞ୍ଜୟ ରାଣୀ ମୁଖାର୍ଜୀଙ୍କୁ ଚୟନ କରିଥିଲେ। ନହେଲେ ଆଜି ଏହି ସୁପରହିଟ ଫିଲ୍ମ କରିନା କପୁରଙ୍କ ନାମରେ ଥାନ୍ତା। କପୁର ପରିବାର ଆଉ ବଚ୍ଚନ ପରିବାର ଭିତରେ ଦୁରତାର କାରଣ ବି ଅଭିଷେକ ଅଟନ୍ତି।

କହିବାକୁ ଗଲେ ଅଭିଷେକ ବଚ୍ଚନ ଆଉ କରିସ୍ମା କପୁରଙ୍କର ନିର୍ବନ୍ଧ ହେଇଯାଇଥିଲା। ଏହା ପୂର୍ବରୁ କି ତାଙ୍କର ବିବାହ ହେବ ତାଙ୍କ ଦୁହିଁଙ୍କର ନିର୍ବନ୍ଧ ହିଁ ଭାଙ୍ଗିଗଲା। ସେହି ଦିନଠାରୁ ଦୁଇ ପରିବାର ଭିତରେ ତର୍କ ଲାଗି ରହିଥାଏ ଆଉ ରାଣୀ ଏହି ଫିଲ୍ମ କରିବା ଆଗରୁ ବହିଟି ଥର ଭାବିଥିଲେ ମାତ୍ର ପରେ ସଞ୍ଜୟ ଲୀଳା ଭାଁଶାଳୀଙ୍କ ସହ କଥା ହେଇ ହିଁ ସେ ଏହି ଫିଲ୍ମ କଲେ। ସେ କୁହନ୍ତି କି ଏହି ଫିଲ୍ମ ପାଇଁ ତାଙ୍କୁ ଦିଲୀପ କୁମାରଙ୍କ ଠାରୁ ବି ପ୍ରଶଂସା ମିଳିଥିଲା। ଦିଲୀପ କୁମାରଙ୍କ ଭଳି ବଡ ଅଭିନେତାଙ୍କ ଠାରୁ ପ୍ରଶଂସା ମିଳିବା ସତରେ ବହୁତ ବଡ଼ କଥା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।