ଏହି ଭିଡିଓ ଦେଖିବା ପରେ ଜଙ୍ଗଲୀ ପଶୁ ମାନଙ୍କ ଠାରୁ ଆପଣ ଦୂରତା ବନେଇକି ରଖିବେ। ଥରେ ନିଶ୍ଚିତ ଦେଖନ୍ତୁ।

ଜଙ୍ଗଲୀ ପଶୁ ମାନଙ୍କ ପାଇଁ ଏକ ସ୍ପେସ ଥାଏ। ତାଙ୍କ ଦୁନିଆରେ ଆମର କି କାମ। ଯଦି ଆପଣ କହିବେ କି ଆମକୁ ରାତିରେ ଜଙ୍ଗଲ ଦେଖିବାର ଅଛି ତ ଭାଇ ଆପଣ ଭୁଲ ଅଟନ୍ତି। ଦିନ ଆମ ମଣିଷ ମାନଙ୍କ ପାଇଁ ହେଇଥାଏ ଆଉ ରାତି ଜଙ୍ଗଲୀ ପଶୁ ମାନଙ୍କ ପାଇଁ। ଏମିତି ହିଁ ଏକ ଦୂରତା ହେଇଥାଏ। ଏବେ ଏବେ ହିଁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠାରେ ଆପଣଙ୍କୁ ଏହା ଜଣା ପଡିଯିବ କି ଜଙ୍ଗଲୀ ପଶୁ ମାନଙ୍କ ଠାରୁ ଦୂରତା କାହିଁକି ଜରୁରୀ ଅଟେ। ଏହି ଭିଡିଓରେ ଏକ ବୟସ୍କ ଲୋକ ପାଖକୁ ଆସିକି ଜଣେ ମାଙ୍କଡ଼ ବସିଥାଏ। ଏହା ପରେ ଯିବା ସମୟରେ ସେହି ମାଙ୍କଡ଼ଟି ସେହି ବୁଢା ବୟସ୍କ ଲୋକକୁ ଯେଉଁ ପୀଡା ଦେଇକି ଯାଏ ସେଥିରୁ ଆମ ମାନଙ୍କ ପାଇଁ ବହୁତ କିଛି ଶିଖିବାର ଆବଶ୍ୟକତା ଅଛି।

ବହୁତ ଯନ୍ତ୍ରଣାଦାୟକ ଅଟେ ଏହି ଭିଡିଓ:

ପ୍ରଥମରୁ ହିଁ ଆମେ କହି ରଖୁଛୁ କି ଏହି ଭିଡିଓ ବହୁତ ଯନ୍ତ୍ରଣାଦାୟକ। ଏଥିରେ ଦେଖାଯାଇପାରିବ କି ଏକ ବୟସ୍କ ବ୍ୟକ୍ତି ପାଖରେ ଜଣେ ମାଙ୍କଡ଼ ଆସିକି ବସିଯାଏ। ତା ପରେ ସେ ଅଚାନକ ସେଠାରୁ ଚାଲିଯାଏ। ଯିବା ସମୟରେ ସେ ବ୍ୟକ୍ତିର ଚୁଟି ଟାଣିକି ଚାଲିଯାଏ। ଯେଉଁଠାରୁ ସେ ଚୁଟି ଟାଣେ ସେଠାରେ ବଡ଼ ଘା ହେଇଯାଏ।

Google
ଦୂରତା ବନେଇକି ରଖନ୍ତୁ:

ଲୋକ ମାନେ ଏହି ଭିଡିଓ ଦେଖିବା ପରେ ବହୁତ ସାରା କମେଣ୍ଟ ବି କଲେ। ସେମାନେ ସମସ୍ତେ କହିଲେ କି ଜଙ୍ଗଲୀ ପଶୁ ମାନଙ୍କ ଠାରୁ ଦୂରତା ବନେଇକି ରଖନ୍ତୁ। ଏହା ବିଲକୁଲ ବି ଜଣା ନାହିଁ କି ଭିଡିଓ କିପରି ଆସିଲା ଆଉ ତାହା କେଉଁ ଜାଗାରୁ ଆସିଛି ମାତ୍ର ତାହା ସୋସିଆଲ ମିଡିଆରେ ବହୁତ ଜଲଦି ଭାଇରାଲ ହେଉଛି ଆଉ ତାହା ଲୋକ ମାନଙ୍କ ଭିତରେ ଏକ ଜାଗରୁକତା ପହଞ୍ଚାଇବାରେ ସହାୟକ ହେଉଛି। ତାହା ଲୋକମାନଙ୍କୁ କିଛି ଶିକ୍ଷା ଦେବାର ପୁରା ଦମ୍ଭ ରଖିଥାଏ।

ସମ୍ମାନ କରନ୍ତୁ:

ଆପଣଙ୍କୁ କହିରଖୁଛୁ କି ଆପଣ ବି ଏହି ଯନ୍ତ୍ରଣାଦାୟକ ପୁର୍ଣ ଭିଡିଓ ଦେଖିବା ପରେ ନିଜର ଭିଉ ତଥା ମତାମତ ଆମକୁ ପ୍ରଦାନ କରନ୍ତୁ ଆଉ ଆପଣ ଏହାର ଉଚିତ ସମ୍ମାନ ତଥା ସହଯୋଗ ବି କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *