ଏମ ଏସ ଧୋନି ଦୁବାଇରୁ ଫେରି ରାଞ୍ଚିରୁ ସିଧା ଗଲେ ମୁମ୍ବାଇ, ଜାଣନ୍ତୁ ସମ୍ପୂର୍ଣ ଘଟଣା ।

ଭାରତର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମୁମ୍ବାଇ ଯିବାପାଇଁ ରାଞ୍ଚି ଏୟାରପୋର୍ଟରୁ ସନ୍ଧ୍ୟା ୭.୫୫ରେ ଫ୍ଲାଇଟ ନେଇଛନ୍ତି। ସୂତ୍ର ଅନୁସାରେ ସେ ମୁମ୍ବାଇ ନିଜ ତିଆରି ହେଉଥିବା ନୂଆ ଘରକୁ ଦେଖିବାକୁ ଯାଇଛନ୍ତି। ମାହି କିଛି ଦିନ ପୂର୍ବେ ହିଁ ଦୁବାଇରୁ ଫେରି ନିଜ ଟାଉନ ରାଞ୍ଚି ଯାଇଥିଲେ।

Google

ଭାରତୀୟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବୁଧବାରକୁ ରାଞ୍ଚିରୁ ମୁମ୍ବାଇ ଯାଇଛନ୍ତି। ସେ ମୁମ୍ବାଇ ଯିବାପାଇଁ ରାଞ୍ଚି ଏୟାରପୋର୍ଟରୁ ସନ୍ଧ୍ୟା ୭.୫୫ରେ ଫ୍ଲାଇଟ ନେଇଥିଲେ। ଅନୁସାରେ ସେ ମୁମ୍ବାଇ ନିଜ ତିଆରି ହେଉଥିବା ନୂଆ ଘରକୁ ଦେଖିବାକୁ ଯାଇଛନ୍ତି। ମାହି କିଛି ଦିନ ପୂର୍ବେ ହିଁ ଦୁବାଇରୁ ଫେରି ନିଜ ଟାଉନ ରାଞ୍ଚି ଯାଇଥିଲେ। ରାଞ୍ଚିରେ ରହିବା ସମୟରେ ସେ ଅନେକ ଥର ନିଜ ଫ୍ୟାନ ମାନଙ୍କୁ ଦେଖାଯାଇଥିଲେ।

ରାଞ୍ଚି ଫେରିବା ପରେ ଧୋନି ନିଜ ଫାର୍ମ ହାଉସରେ ହୋଇଥିବା ଷ୍ଟ୍ରବେରୀ ଖାଉଥିବା ଏକ ଭିଡ଼ିଓ ସେୟାର କରିଛନ୍ତି। ଯାହା ବହୁତ ଭାଇରାଲ ହୋଇଛି। ଧୋନି ଲେଖିଥିଲେ ଯଦି ସେ ଏହି ପରି ଆସି ଫାର୍ମ ହାଉସରେ ଷ୍ଟ୍ରବେରୀ ଖାଇବେ ତେବେ ଫାର୍ମ ହାଉସରୁ ବଜାରକୁ ଯାଉଥିବା ଷ୍ଟ୍ରବେରୀ ଆଉ ରହିବ ନାହିଁ। ସେହିପରି ଦୁଇଦିନ ପୂର୍ବେ ମାହି ଜିଏସସିଏ ଷ୍ଟାଡିୟମ ସ୍ଥିତ ଜିମରେ ବ୍ୟାୟାମ କରୁଥିବା ଦେଖାଯାଇଛି।

Google

ଯେବେ ବି ଧୋନି ରାଞ୍ଚି ଯାଇଥାନ୍ତି ନିଜ ଫାର୍ମ ହାଉସ ଓ ଜିଏସସିଏ ଷ୍ଟାଡିୟମ ସ୍ଥିତ ଜିମ ଯିବାକୁ ଭୁଲନ୍ତି ନାହିଁ।ମାହିଙ୍କ ଫାର୍ମ ହାଉସରେ ଏହିଥର ବହୁତ କଦଳୀ ଓ ପରିବା ଚାଷ କରାଯାଇଛି। ପରିବା ମଧ୍ୟରେ ଧୋନିଙ୍କୁ ସବୁଠୁ ଅଧିକ ପସନ୍ଦ ମଟର ଅଟେ। ସେହିପରି ଫଳ ମାନଙ୍କ ମଧ୍ୟରେ ଷ୍ଟ୍ରବେରୀ ତାଙ୍କୁ ବହୁତ ପସନ୍ଦ।

ତାଙ୍କର ୪୩ ଏକର ବିଶିଷ୍ଟ ଫାର୍ମ ହାଉସରେ ତାଙ୍କର ମନପସନ୍ଦ ଫଳ ଓ ପରିବା ଚାଷ କରାଯାଇଛି। ଏବେ ଫାର୍ମ ହାଉସରେ ଅନ୍ୟ ଫଳ ଓ ପରିବା ଚାଷ ଉପରେ କାମ ଚାଲୁଛି। ଏହା ସହିତ ଧୋନି ମଧ୍ୟ ପ୍ରଦେଶର ଆଦିବାସୀ ବହୁଳ ଜିଲ୍ଲା ଝାବୁଆସେ କଡ଼କନାଥ କୁକୁଡ଼ାଙ୍କ ଚିଆଁ ରାଞ୍ଚି ମଗାଇଛନ୍ତି ଓ ସେ ଏହି ପ୍ରଜାତିର ଅଧିକ ପାଳନ ଇଛା ବ୍ୟକ୍ତ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *