ବଲିଉଡରେ ସାଧାରଣ ଭାବେ ଝଗଡା ହେଉଥାଏ। ଏହା ହିଁ ନୁହଁ ବହୁତ ସମୟରେ ସେମାନଙ୍କ ଭିତରେ କୁକୁର ବିଲେଇ ଭଳି ମାଡଗୋଲ ବି ଲାଗିଯାଏ। ଏହା ଖବର ହେବାକୁ ଜମା ବି ବେସି ସମୟ ଲାଗି ନଥାଏ। ଏହିପରି ହିଁ ବଲିଉଡରେ ଦୁଇ ଜଣ ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କ ଭିତରେ ଝଗଦାର ସ୍ଥାର ଏପରି ଉପରକୁ ଆସିଲା କି ତାହା ମାଡ ଗୋଳ ଯାଏ ଚାଲିଗଲା ଆଉ ଏହା ପରେ ଦୁଇ ଜଣ ଅଭିନେତ୍ରୀ ନିଜ ନିଜ ସହ କେବେ ବି କାମ ନ କରିବାର ନିର୍ଣ୍ଣୟ ନେଲେ।

ବିପାଷା ଆଉ କରିନାଙ୍କ ଭିତରେ ହେଇଥିବା କ୍ୟାଟ ଫାଇଟ: ଆମେ କଥା ହେଉଛୁ ବଲିଉଡର ଦୁଇଜଣ ସବୁଠୁ ସୁନ୍ଦରୀ ଅଭିନେତ୍ରୀ ବିପାଷା ବସୁ ଆଉ କରିନା କପୁରଙ୍କର। ଆଜି ଯେବେ ବି ସେମାନେ ନିଜ ସହ ଦେଖା ହୁଅନ୍ତି ସେମାନେ ଭଲ ସାଙ୍ଗ ଭଳି ମିଶାନ୍ତି ମାତ୍ର ଏକ ସମୟ ଥିଲା ଯେତେବେଳେ ସେ ଦୁଇ ଜଣ ନିଜମୁହଁ ଦେଖିବାକୁ ବି ପସନ୍ଦ କରୁ ନଥିଲେ। ଏହା ୨୦୦୧ର କଥା ଯେତେବେଳେ ସେ ଦୁଇ ଜଣଙ୍କର ଚଳଚ୍ଚିତ୍ର ଅଜନବୀ ରିଲିଜ ହେବାର ଥିଲା ଆଉ ସେହି ଫିଲ୍ମରେ ଏଇ ଦୁହିଁଙ୍କ ବ୍ୟତୀତ ବବି ଦେଓଲ ଆଉ ଅକ୍ଷୟ କୁମାର ବି ଥିଲେ।
ଏହି ଚାରି ଜଣ ହିଁ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଥିଲେ ଆଉ ବିପାଷା ବସୁ ଙ୍କର ଏହି ଫିଲ୍ମରେ କିଛି ବୋଲଡ଼ ସିନ ବି ଥିଲା ଯାହାପାଇ ସେ ବହୁ ଚର୍ଚ୍ଚାରେ ଆସି ଯାଇଥିଲେ। ମାତ୍ର କରିନା କପୁରଙ୍କର କିଛି ଚର୍ଚ୍ଚା ନଥିଲା ଆଉ ଏହା କରିନା ସହି ପାରିଲେ ନାହିଁ ଯାହାପାଇଁ ସେ ବିପାଷାଙ୍କ ସହ କଥା ବି ହେଲେ ନାହିଁ।

କରିନା ବିପାଷାଙ୍କୁ ଚାପୁଡ଼ା ମାରିଲେ:
କରିନାଙ୍କ ଲାଗିବାକୁ ଲାଗିଲା କି ବିପାଷା ତାଙ୍କର ବି କିଛି ଫୁଟେଜ ଖାଇଯିବେ ଯାହା ପାଇଁ କରିନା ଆଉ ବିପାସାଙ୍କ ଭିତରେ ସେହି ସେଟ ଭିତରେ ହିଁ ଜୋରଦାର ଲଢେଇ ହେଇଗଲା ଆଉ ବେବୋ ବିପାସାଙ୍କୁ କଳା ବିଲେଇ କହିଲେ ଆଉ ତାଙ୍କୁ ଚାପୁଡ଼ା ବି ମାରିଦେଲେ। ତାଙ୍କ ଲଢେଇ ଦେଖି ବବି ଦେଓଲ ମଝିରେ ବଞ୍ଚେଇବା କାମ କରିବାରେ ଲାଗି ଥିଲେ।

କରିନା ବିପାସାଙ୍କ ଉପରେ ଏତେ ଚିଡି ଯାଇଥିଲେ କି ସେଟ ଭିତରେ ବବି ଦେଓଲଙ୍କୁ ହିଁ ଶୁଣେଇବାକୁ ଲାଗିଗଲେ ଆଉ ଏହା ଦେଖି ବିପାଷା କରିନାଙ୍କ ସହ କେବେ ବି କାମ ନ କରିବାର ଫଇସଲା ନେଲେ। ମାତ୍ର ତାଙ୍କ ଭିତରେ ଝଗଡା ସେତେବେଳେ ଥମିଗଲା ଯେତେବେଳେ କରିନା ବିପାସାଙ୍କୁ ଦୁଇ ବର୍ଷ ପରେ ସୈଫ ଅଲି ଖାନଙ୍କର ଜନ୍ମଦିନରେ ନିମନ୍ତ୍ରଣ କଲେ। ସୈଫଙ୍କର ଏହି ନିମନ୍ତ୍ରଣକୁ ମନା ବି କଲେ ନାହିଁ ଆଉ କରିନାଙ୍କୁ ଆଲିଙ୍ଗନ ବି କଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।