ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ସୁବର୍ନ ସୁଯୋଗ ରେଲୱେ ସରକାରୀ ଚାକିରୀର ପାଇଁ ସୁଯୋଗ ବିନା ପରୀକ୍ଷାରେ ଭର୍ତ୍ତି ।
ପୂର୍ବତଟ ରେଲୱେର ଖୋର୍ଦ୍ଧା ଡିଭିଜନ ଅଧୀନରେ ୫୬୧ ପଦବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହି ପଦ ପାଇଁ ଦଶମ ପାସ ମାନେ ମଧ୍ୟ ଆବେଦନ କରିପାରିବେ । ଏହି ପଦବୀ ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବନାହିଁ ।
ପୂର୍ବତଟ ରେଲୱେର ଭେକେନ୍ସି ରେ ନର୍ସିଂ ସୁପେରିନଟେଣ୍ଡେଣ୍ଟ୍, ଫାର୍ମାସିଷ୍ଟ ଏବଂ ଡ୍ରେସର୍/ଓ.ଟି.ଏ/ହସ୍ପିଟାଲ୍ ଆଟେଣ୍ଡାଣ୍ଟ୍ ପଦବୀରେ ସମୁଦାୟ ୫୬୧ ଜଣଙ୍କ ନିଯୁକ୍ତି ମିଳିବ । ଏଥିପାଇଁ ଇଛୁକ ପ୍ରାର୍ଥୀମାନେ ମେ’ ୨୨ ଯାଏଁ ଇମେଲ୍ ମାଧ୍ୟମରେ ଆବେଦନ କରିପାରିବେ ।
ପଦବୀ ସଂଖ୍ୟା ଓ ଆବେଦନର ଶେଷ ତାରିଖ:
ନର୍ସିଂ ସୁପେରିନଟେଣ୍ଡେଣ୍ଟ୍ : ୨୫୫ ଟି ପଦ
ଫାର୍ମାସିଷ୍ଟ: ୫୧ ଟି ପଦ
ଡ୍ରେସର/ଓ.ଟି.ଏ/ହସ୍ପିଟାଲ୍ ଆଟେଣ୍ଡାଣ୍ଟ୍: ୨୫୫ ଟି ପଦ
ମୋଟ୍ ପଦବୀ ସଂଖ୍ୟା: ୫୬୧
ଆବେଦନ କରିବାର ଶେଷ ତାରିଖ: ବଦବୀ ପାଇଁ ୨୨ ମଇ ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ
ଆବେଦନ ପ୍ରକ୍ରିୟା: ପ୍ରାର୍ଥୀମାନେ ଆବେଦନପତ୍ର ସହ ସମସ୍ତ ଶିକ୍ଷାଗତ ଏବଂ ଅଭିଜ୍ଞତା ପ୍ରମାଣପତ୍ରର ସ୍କାନ କପିକୁ ମେ’ ୨୨ ସୁଦ୍ଧା ଇମେଲ୍ କରିବାକୁ ପଡିବ ।
ଇମେଲ୍ କରିବ ପାଇଁ ମେଲ୍ ଆଇଡି: srdmohkur@gmail.com
ଶିକ୍ଷାଗତ ଯୋଗ୍ୟତା ଓ ଚୟନ ପ୍ରକ୍ରିୟା:
ନର୍ସିଂ ସୁପେରିନଟେଣ୍ଡେଣ୍ଟ୍ : ଜେନେରାଲ ନର୍ସିଂର ୩ ବର୍ଷିଆ କୋର୍ସ କରିଥିବେ ବା ବି.ଏସ୍.ସି ନର୍ସିଂ କରିଥିବେ ।
ବୟସ ସୀମା: ୨୦ ବର୍ଷ ରୁ ୩୮ ବର୍ଷ
ଫାର୍ମାସିଷ୍ଟ: ବିଜ୍ଞାନରେ ଦ୍ୱାଦଶ ପାସ୍ କରିବା ସହ ଫାର୍ମାସିରେ ଡିପ୍ଲୋମା କରିଥିବେ ବା ବି.ଫାର୍ମା କରିଥିବେ ।
ବୟସ ସୀମା: ୨୦ ବର୍ଷ ରୁ ୩୫ ବର୍ଷ
ଡ୍ରେସର/ଓ.ଟି.ଏ/ହସ୍ପିଟାଲ୍ ଆଟେଣ୍ଡାଣ୍ଟ୍: ଅତିକମରେ ଦଶମ / ମେଟ୍ରିକ ପାସ୍ କରିଥିବେ ।
ବୟସ ସୀମା: ୧୮ ବର୍ଷ ରୁ ୩୩ ବର୍ଷ
ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ eastcoastrail.indianrailways.gov.in ରେ ଲଗ୍ଇନ୍ କରନ୍ତୁ ।
ବଢ଼ୁଗଣ ଏହି ପୋଷ୍ଟ କୁ ସେୟାର କରି ସବୁ ସାଙ୍ଗମାନଙ୍କୁ ଜଣାଇ ଦିଅନ୍ତୁ, ଯାହା ଦ୍ଵାରା ସେମାନେ ମଧ୍ୟ୍ୟ ଆବେଦନ କରିପାରିବେ ।
ଅଧିକ ନିଯୁକ୍ତି ବିଷୟରେ ଜାଣିବା ପାଇଁ ଓଡିଶା ନିଯୁକ୍ତି www.odishanijukti.com ରେ ଲଗ୍ଇନ୍ କରନ୍ତୁ ।
ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।