ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ସୁବର୍ନ ସୁଯୋଗ ରେଲୱେ ସରକାରୀ ଚାକିରୀର ପାଇଁ ସୁଯୋଗ ବିନା ପରୀକ୍ଷାରେ ଭର୍ତ୍ତି ।

ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ସୁବର୍ନ ସୁଯୋଗ ରେଲୱେ ସରକାରୀ ଚାକିରୀର ପାଇଁ ସୁଯୋଗ ବିନା ପରୀକ୍ଷାରେ ଭର୍ତ୍ତି, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Indian Railway, East Coast Railway

ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ସୁବର୍ନ ସୁଯୋଗ ରେଲୱେ ସରକାରୀ ଚାକିରୀର ପାଇଁ ସୁଯୋଗ ବିନା ପରୀକ୍ଷାରେ ଭର୍ତ୍ତି ।

ପୂର୍ବତଟ ରେଲୱେର ଖୋର୍ଦ୍ଧା ଡିଭିଜନ ଅଧୀନରେ ୫୬୧ ପଦବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହି ପଦ ପାଇଁ ଦଶମ ପାସ ମାନେ ମଧ୍ୟ ଆବେଦନ କରିପାରିବେ । ଏହି ପଦବୀ ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବନାହିଁ ।

ପୂର୍ବତଟ ରେଲୱେର ଭେକେନ୍ସି ରେ ନର୍ସିଂ ସୁପେରିନଟେଣ୍ଡେଣ୍ଟ୍, ଫାର୍ମାସିଷ୍ଟ ଏବଂ ଡ୍ରେସର୍/ଓ.ଟି.ଏ/ହସ୍ପିଟାଲ୍ ଆଟେଣ୍ଡାଣ୍ଟ୍ ପଦବୀରେ ସମୁଦାୟ ୫୬୧ ଜଣଙ୍କ ନିଯୁକ୍ତି ମିଳିବ । ଏଥିପାଇଁ ଇଛୁକ ପ୍ରାର୍ଥୀମାନେ ମେ’ ୨୨ ଯାଏଁ ଇମେଲ୍ ମାଧ୍ୟମରେ ଆବେଦନ କରିପାରିବେ ।

ପଦବୀ ସଂଖ୍ୟା ଓ ଆବେଦନର ଶେଷ ତାରିଖ:

ନର୍ସିଂ ସୁପେରିନଟେଣ୍ଡେଣ୍ଟ୍ : ୨୫୫ ଟି ପଦ
ଫାର୍ମାସିଷ୍ଟ: ୫୧ ଟି ପଦ
ଡ୍ରେସର/ଓ.ଟି.ଏ/ହସ୍ପିଟାଲ୍ ଆଟେଣ୍ଡାଣ୍ଟ୍: ୨୫୫ ଟି ପଦ

ମୋଟ୍ ପଦବୀ ସଂଖ୍ୟା: ୫୬୧

ଆବେଦନ କରିବାର ଶେଷ ତାରିଖ: ବଦବୀ ପାଇଁ ୨୨ ମଇ ୨୦୨୦ ପର୍ଯ୍ୟନ୍ତ ଆବେଦନ କରିପାରିବେ

ଆବେଦନ ପ୍ରକ୍ରିୟା: ପ୍ରାର୍ଥୀମାନେ ଆବେଦନପତ୍ର ସହ ସମସ୍ତ ଶିକ୍ଷାଗତ ଏବଂ ଅଭିଜ୍ଞତା ପ୍ରମାଣପତ୍ରର ସ୍କାନ କପିକୁ ମେ’ ୨୨ ସୁଦ୍ଧା ଇମେଲ୍ କରିବାକୁ ପଡିବ ।
ଇମେଲ୍ କରିବ ପାଇଁ ମେଲ୍ ଆଇଡି: srdmohkur@gmail.com

ଶିକ୍ଷାଗତ ଯୋଗ୍ୟତା ଓ ଚୟନ ପ୍ରକ୍ରିୟା:

ନର୍ସିଂ ସୁପେରିନଟେଣ୍ଡେଣ୍ଟ୍ : ଜେନେରାଲ ନର୍ସିଂର ୩ ବର୍ଷିଆ କୋର୍ସ କରିଥିବେ ବା ବି.ଏସ୍.ସି ନର୍ସିଂ କରିଥିବେ ।
ବୟସ ସୀମା: ୨୦ ବର୍ଷ ରୁ ୩୮ ବର୍ଷ

ଫାର୍ମାସିଷ୍ଟ: ବିଜ୍ଞାନରେ ଦ୍ୱାଦଶ ପାସ୍ କରିବା ସହ ଫାର୍ମାସିରେ ଡିପ୍ଲୋମା କରିଥିବେ ବା ବି.ଫାର୍ମା କରିଥିବେ ।
ବୟସ ସୀମା: ୨୦ ବର୍ଷ ରୁ ୩୫ ବର୍ଷ

ଡ୍ରେସର/ଓ.ଟି.ଏ/ହସ୍ପିଟାଲ୍ ଆଟେଣ୍ଡାଣ୍ଟ୍: ଅତିକମରେ ଦଶମ / ମେଟ୍ରିକ ପାସ୍ କରିଥିବେ ।
ବୟସ ସୀମା: ୧୮ ବର୍ଷ ରୁ ୩୩ ବର୍ଷ

ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ eastcoastrail.indianrailways.gov.in ରେ ଲଗ୍ଇନ୍ କରନ୍ତୁ ।

ବଢ଼ୁଗଣ ଏହି ପୋଷ୍ଟ କୁ ସେୟାର କରି ସବୁ ସାଙ୍ଗମାନଙ୍କୁ ଜଣାଇ ଦିଅନ୍ତୁ, ଯାହା ଦ୍ଵାରା ସେମାନେ ମଧ୍ୟ୍ୟ ଆବେଦନ କରିପାରିବେ ।

ଅଧିକ ନିଯୁକ୍ତି ବିଷୟରେ ଜାଣିବା ପାଇଁ ଓଡିଶା ନିଯୁକ୍ତି www.odishanijukti.com ରେ ଲଗ୍ଇନ୍ କରନ୍ତୁ ।

ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ, ଏହି ପୋଷ୍ଟକୁ ଅଧିକ ଅଧିକ ସେୟାର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *