ଶୀତଦିନେ ଏହି ସବୁ ଜିନିଷ ଖାଇବା ଦ୍ଵାରା କମ ହୋଇଥାଏ ଲିଭର ଇନଫେକ୍ସନର ଡର, ଜାଣନ୍ତୁ କଣ ସେହି ସବୁ ଜିନିଷ।

ଲିଭର ଜନିତ ସମସ୍ୟା ଦୂର କରିବା ପାଇଁ ଡାଲଚିନ ବହୁତ ସାହାଯ୍ୟ କରିଥାଏ। କୁହାଯାଇଥାଏ ପ୍ରତିଦିନ ଏକ ଚାମଚ ଡାଲଚୀନ ଖାଇବା ଦ୍ଵାରା ଲିଭର ମଝବୁତ ହୋଇଥାଏ।

Google

ଖରାପ ଖାଇବା ପିଇବା ଦ୍ୱାରା ଆଜିକାଲି ଲିଭର ସମସ୍ୟା ଅଧିକ ଦେଖାଯାଉଛି। ଲିଭର ହ୍ୟୁମାନ ଶରୀରର ଦ୍ୱିତୀୟ ସବୁଠୁ ବଡ଼ ଅଙ୍ଗ ଅଟେ। ଶାରୀରିକ ପ୍ରଣାଳୀ ଠିକ ଭାବେ କାମ କରିବା ପାଇଁ ଏଥିରେ ଲିଭର ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମେଟାବୋଲିଯିମ, ଉର୍ଯା ସଞ୍ଚୟ, ଓ ଶରୀରରୁ ଅବଶିଷ୍ଟ ବଳକା ପଦାର୍ଥ ବାହାର କରିବାରେ ଲିଭର କାମ କରିଥାଏ। ଆଜିକାଲି ମୋଟା ପଣ ,ନିଶା ସେବନ ଓ ଖରାପ ଖାଇବା ପିଇବା ଦ୍ଵାରା ଲିଭର କମଜୋର ହେଇଯାଉଛି। ଏହି କାରଣରୁ ଫେଟି ଲିଭର, ଲିଭର ସିରୋସିସ, ହେପାଟାଇଟିସ ବି, ଓ ଲିଭର କ୍ୟାନ୍ସର ଭଳି ଗମ୍ଭୀର ରୋଗର ଡର ବଢିଯାଇଥାଏ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ଲୋକଙ୍କୁ ନିଜ ଡାଇଟରେ କିଛି ଜରୁରି ଖାଦ୍ୟ ସାମିଲ କରିବା ଆବଶ୍ୟକ।

ହଳଦୀ-ସ୍ୱାସ୍ଥ୍ୟ ଏକ୍ସପଟଙ୍କ ଅନୁସାରେ ଲିଭର ପାଇଁ ହଳଦୀ ବହୁତ ଉପକାରୀ ଅଟେ। ଏଥିରେ ଥିବା ଏଣ୍ଟି ବ୍ୟାକ୍ଟେରିଆଲ ଓ ଏଣ୍ଟି ଅକ୍ସିଡେଣ୍ଟ ଗୁଣ ଲିଭରକୁ ସଂକ୍ରମଣ ମୁକ୍ତ କରିବାରେ ସହାୟକ ହୋଇଥାଏ। ଯେଉଁ ଲୋକଙ୍କୁ ଲିଭରର ସମସ୍ୟା ହେଉଥିବା ଦେଖାଯାଉଛି ସେମାନେ ହଳଦୀର ସେବନ କରିବା ଆବଶ୍ୟକ।

Google

ବାଜରା-କମଜୋର ଲିଭର ଥିବା ଲୋକଙ୍କୁ ବାଜରା ଖାଇବାର ଉପ ଦେଶ ଦେଇଥାଏ। ବାଜରାରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଏହା ଡାଇଜେଷ୍ଟିକ ସିଷ୍ଟମକୁ ମଝବୁତ କରିଥାଏ । ଏହା ସହିତ ସଲିବୁଲ ଫାଇବରକୁକୁ ପଚାଇବାରେ ସାହାଯ୍ୟ କରିଥାଏ। ଏହା ଦ୍ଵାରା ଲିଭର ଉପରେ କଣ ଚାପ ପଡିଥାଏ।

କଫି-ଲିଭର ଜନିତ ସମସ୍ୟା ପାଇଁ କଫି ମଧ୍ୟ ଫାଇଦାମନ ହୋଇଥାଏ। କ୍ୟାଫିନ ଯୁକ୍ତ ଏହି ପାନୀୟ ପଦାର୍ଥକୁ ଠିକ ମାତ୍ରାରେ ପିଇବା ଦ୍ୱାରା ଏହା ଲିଭରରେ ଏନଯାଇମ ମାତ୍ରାକୁ କମ କରିବାରେ କଣ୍ଟ୍ରୋଲ କରିଥାଏ। ଏହା ସହିତ ଏହା ଲିଭରକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ।

Google

ଗ୍ରୀନ ଟି-ଗ୍ରୀନ ଟିରେ ଥିବା ଏଣ୍ଟିଅକ୍ସିଡେଣ୍ଟ ଲିଭରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଲିଭରକୁ ଅଧିକ କାଯ୍ୟକାରୀ କରିବା ପାଇଁ ଏହି ଡ୍ରିଙ୍କ ବହୁତ ଲାଭକାରୀ ଅଟେ। ଗ୍ରୀନ ଟିର ସେବନ ଏହା ସୁନିଶ୍ଚିତ କରିଥାଏ କି ଲିଭରରେ ଜମିଥିବା ଫ୍ୟାଟ କଣ୍ଟ୍ରୋଲ ହୋଇଥାଏ।

ଫ୍ୟାଟି ଫିସ-ଫ୍ୟାଟି ଫିସରେ ଓମେଗା-୩ ଫ୍ୟାଟି ଏସିଡ ପ୍ରଚୁର ମାତ୍ରାରେ ରହିଥାଏ। ଏହା ସହିତ ସେଥିରେ ଏଣ୍ଟି କାର୍ସିନୋଯେନିକ, ଏଣ୍ଟିଅକ୍ସିଡେଟିଭ, ଓ ଏଣ୍ଟିଇମ୍ପେମେଟ୍ରି ଗୁଣ ମିଳିଥାଏ। ଯାହାକି ଲିଭରକୁ ମଝବୁତ କରିଥାଏ।

Google

ଡାଲଚିନ: ପ୍ରତିଦିନ ଖାଳିପେଟରେ ଡାଲଚିନ ଗୋଟେ ଖାଇବା ଦ୍ଵାରା ଲିଭର ସୁସ୍ଥ ରୁହେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *