ଇଡିର ପ୍ରଶ୍ନର ଉତ୍ତର ନାହିଁ ରିୟା ପାଖରେ, ଦେଇ ପାରୁ ନାହାଁନ୍ତି ED ପ୍ରଶ୍ନର ଉତ୍ତର, ଜାଣନ୍ତୁ କଣ ସବୁ ପ୍ରଶ୍ନ ଥିଲା?

ଇଡିର ପ୍ରଶ୍ନର ଉତ୍ତର ନାହିଁ ରିୟା ପାଖରେ, ଦେଇ ପାରୁ ନାହାଁନ୍ତି ED ପ୍ରଶ୍ନର ଉତ୍ତର, ଜାଣନ୍ତୁ କଣ ସବୁ ପ୍ରଶ୍ନ ଥିଲା?, ED asked Rhea Chakraborty but she can not answered all questions know the details, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0, Sushant Singh Rajput, Bollywood, CBI, ED

ଅଭିନେତା ସୁଶାନ୍ତ ସିଂ ମୃତ୍ୟୁର କେସରେ ବର୍ତ୍ତମାନ ଟଙ୍କା ପଇସା ମାମଲା ବିଷୟରେ ED ଯାଞ୍ଚ ଜାରି ରଖିଛି । ଇଡି ରିୟା ଚକ୍ରବର୍ତ୍ତୀକୁ ତାଙ୍କର ଆୟ ସମ୍ପର୍କରେ ପଚରାଉଚରା କରିଛି । ଇଡି ରିୟା ଓ ତାଙ୍କ ଭାଇ ଶୌବିକଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ପଚରାଉଚରା କରୁଥିଲେ । ଇଡି ଦ୍ୱାରା ପଚରା ଯାଇଥିବା କିଛି ପ୍ରଶ୍ନର ଉତ୍ତର ରିୟା ଦେଇପାରିନଥିଲେ ।

ମିଡ଼ିଆ ରିପୋର୍ଟ ଅନୁସାରେ , ରିୟା କହିଥିଲେ କି ସେ ସୁଶାନ୍ତଙ୍କ ଫାଇନାନ୍ସକୁ ନିୟନ୍ତ୍ରଣ କରୁଥିଲେ । କିନ୍ତୁ ଯେତେବେଳେ ତାଙ୍କୁ ପଚରାଗଲା ତାଙ୍କ ଆକାଉଣ୍ଟରେ ଏତେ ଟଙ୍କା କେମିତି ଆସିଲା ସେ ଏହି ସମ୍ପର୍କରେ କୌଣସି ଜବାବ ଦେଇ ପାରିନଥିଲେ ।

ED asks Rhea Chakraborty, Shruti Modi why Sushant broke Rs 4.30 ...
Google

ED ରିୟା ଚକ୍ରବର୍ତ୍ତୀଙ୍କୁ ତାଙ୍କର ପ୍ରପର୍ଟି ଓ ରିଅଲ ଇଷ୍ଟେଟରେ ଲଗାଇଥିବା ପଇସା କେଉଁଠୁ ଆସିଲା ପ୍ରଶ୍ନ କରିବାରୁ ଏହାର ଉତ୍ତର ମଧ୍ୟ ରିୟା ଦେଇପାରିଲେ ନାହିଁ । ଏହାବ୍ୟତୀତ ରିୟା ନିଜର ଆଇଟିଆର ଷ୍ଟେଟମେଣ୍ଟ ଦେଇଥିଲେ । ସେହି ଆଇଟିଆର ରିପୋର୍ଟରେ ୨୦୧୭-୧୮ ବର୍ଷ ୧୮.୭୫ ଲକ୍ଷ ଟଙ୍କା ଆୟ ହୋଇଥିଲା । ଯାହାକି ବହୁତ ଫରକ ଦେଖାଇଛି ।

ସେହିପରି ବର୍ଷ ୨୦୧୮-୧୯ ରେ ଆଇଟିଆର ରିପୋର୍ଟ ମାଧ୍ୟମରେ ରିୟାଙ୍କର ଆୟ ୧୮.୨୩ ଲକ୍ଷ ଥିଲା ଯାହାକି ଆଇଟିଆର ରିପୋର୍ଟ ଅନୁସାରେ ବହୁତ କମ ଥିଲା । ଇଡି ଦ୍ୱାରା ପଚରା ଯାଇଥିବା ପ୍ରଶ୍ନରେ ରିୟା ଖୁଲାସା କରିଛନ୍ତି କି ତାଙ୍କର ଦୁଇଟି ଫ୍ଲାଟ ରହିଛି । ଗୋଟିଏ ମୁମ୍ବାଇର ଖାର ଅଞ୍ଚଳରେ ରହିଛି ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ଓ ସେ ୨୦୧୮ ମସିହାରେ ଏହାକୁ କିଣିଥିଲେ ।

ସେହିପରି ଦ୍ବିତୀୟ ଫ୍ଲାଟ ସେ ନିଜର ପିତାଙ୍କ ନାମରେ କିଣିଥିଲେ । ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ଓ ସେ ଏହାକୁ ୨୦୧୨ ମସିହାରେ କ୍ରୟ କରିଥିଲେ । ସୂଚନାନୁଯାୟୀ, ରିୟାଙ୍କର ବାର୍ଷିକ ଆୟ ୧୦ ରୁ ୧୨ ଲକ୍ଷରୁ ବୃଦ୍ଧିପାଇ ୧୪ ଲକ୍ଷରେ ପହଞ୍ଚିଥିଲା । ଇଡି ତାଙ୍କ ଇଙ୍କମ ଷ୍ଟେଟମେଣ୍ଟ ମାଗିଥିଲା ଓ ସେ ନିଜର ଇଙ୍କମ ଷ୍ଟେଟମେଣ୍ଟ ଦେବାପରେ ଏହି ସମସ୍ତ ରହସ୍ୟ ବାହାରକୁ ଆସିଲା ।

Sushant Singh Rajput Case: Rhea Chakraborty Appears Before ED To ...
Google

ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *