ଉତ୍ତର ବଙ୍ଗୋପସାଗରରେ ଲଘୁଚାପ । ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ ।

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ । ରାଜ୍ୟର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ ।, Epicenter alert Heavy Rain are expected in Odisha, Nitidina, Odisha, News, Real Story, Health Tips, Life style, Daily Living, Tips, Job Updates, Yoga, Meditation, Stay Healthy, Save Tree, Save Life, Extended Lockdown, Unlock 3.0

ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ରାଜ୍ୟରେ କିଛି ଜିଲ୍ଲା ମାନଙ୍କରେ ବର୍ଷାର ସମ୍ଭାବନା ପ୍ରବଳ ମାତ୍ରାରେ ରହିଛି । ଏଥିସହ ଲଘୁଚାପ ବର୍ଷାକୁ ନେଇ କିଛି ଜିଲ୍ଲା ମାନଙ୍କରେ ୟେଲୋ ୱାର୍ନିଙ୍ଗ ମଧ୍ୟ ଲାଗୁ ହୋଇସାରିଛି ।

ଅଗଷ୍ଟ ୧ ତାରିଖ ଠାରୁ ରାଜ୍ୟର ଉତ୍ତର ଭାଗରେ ଥିବା ଜିଲ୍ଲା ଗୁଡିକ ଯଥାକ୍ରମେ : ସୁନ୍ଦରଗଡ଼, କେନ୍ଦୁଝର ,ମୟୁରଭଞ୍ଜ ଢେଙ୍କାନାଳ , ଅନୁଗୋଳ, କଟକ ,ଖୋର୍ଦ୍ଧା ,ନୟାଗଡ଼ , କନ୍ଧମାଳ ,ଗଞ୍ଜାମ , ଗଜପତି ଓ ରାୟଗଡା ରେ ମଧ୍ୟମ ଧରଣର ବିଜୁଳି ଓ ଘଡଘଡି ମାରିବା ସହ ବର୍ଷା ସମ୍ଭାବନା ରହିଛି ।

Rain likely to increase in next 5 days
Google

କିନ୍ତୁ ଆଜି ଅଗଷ୍ଟ ୧ ଠାରୁ ରାଜ୍ୟର ଉତ୍ତର ଓ ପୂର୍ବ ଜିଲ୍ଲା ମାନଙ୍କରେ ଲଘୁଚାପ ପ୍ରଭାବ ବର୍ଷା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ରାଜ୍ୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ସେହିପରି ରାଜ୍ୟରେ ମାଲକାନଗିରି ,କୋରାପୁଟ,ନବରଙ୍ଗପୁର ଗଜପତି,ରାୟଗଡା, ବରଗଡ଼ ଏବଂ ବୌଦ୍ଧ ଜିଲ୍ଲାରେ ଅଗଷ୍ଟ ୨ ତାରିଖରୁ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାହେବ ବୋଲି ସୂଚନା ଦିଆଯାଇଛି ।

ଅପରପକ୍ଷରେ ଅଗଷ୍ଟ ୩ ତାରିଖରୁ ମାଲକାନଗିରି, କୋରାପୁଟ ,ଗଞ୍ଜାମ, ବଲାଙ୍ଗୀର, ଦେବଗଡ଼ ,ଅନୁଗୋଳ, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯିବା ସହିତ ଏହି ରାଜ୍ୟ ଗୁଡିକୁ ୟେଲୋ ୱାର୍ନିଙ୍ଗରେ ଜାରି କରିଦିଆଯାଇଛି ।

ଏହି ଲଘୁଚାପ ସମୟରେ କୌଣସି ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ଯିବାପାଇଁ ପାଣିପାଗ ବିଭାଗ ତରଫରୁ ବାରଣ କରାଯାଇଛି । ବନ୍ଧୁଗଣ ଏମିତି ସବୁବେଳେ ସମସ୍ତ ଖବର ପ୍ରତିଦିନ ପାଇବା ପାଇଁ ଆମର ଏହି ପୋର୍ଟାଲ କୁ ଫୋଲୋ କରନ୍ତୁ । ଯଦି ଏହି ଖବର ଟି ଆପଣଙ୍କ ମନକୁ ପସନ୍ଦ ଆସିଲା ତେବେ ଏହାକୁ ଲାଇକ କରନ୍ତୁ ଓ ସାଙ୍ଗ ମାନଙ୍କୁ ଶେୟର କରନ୍ତୁ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *