ଧୋନିଙ୍କୁ ନେଇ ରାହୁଲଙ୍କ ବଡ଼ ବୟାନ, କହିଲେ ଗୁଳି ଖାଇବାକୁ ବି ଅଛି ତୟାର

ଧୋନି ଭାରତୀୟ ଦଳରୁ ବର୍ତ୍ତମାନ ଅବସର ନେଇସାରିଛନ୍ତି କିନ୍ତୁ ଆଜି ମଧ୍ୟ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳି ଧୋନିଙ୍କ ବହୁତ ସମ୍ମାନ ଦିଅନ୍ତି। ଏହି ସମ୍ମାନରେ ଭାରତୀୟ ଦଳର ଖେଳାଳି କହିଛନ୍ତି କି ସେ ଧୋନିଙ୍କ ପାଇଁ ଛାତିରେ ଗୁଳି ମଧ୍ୟ ଖାଇ ପାରିବେ। ଧୋନିଙ୍କ ଅବଦାନ ଭାରତୀୟ ଦଳକୁ ଅତୁଳନୀୟ। ସେ ତାଙ୍କ ନେତୃତ୍ଵରେ ଭାରତୀୟ ଦଳକୁ ୩ ଟି ଆଇସିସି ଟ୍ରଫି ଜିତାଇବାରେ ସଫଳ ହୋଇଛନ୍ତି। ଭାରତୀୟ ଦଳର ଖେଳାଳି ଲୋକେଶ ରାହୁଲ ଧୋନି ଓ କୋହଲିଙ୍କର ବହୁତ ଅଧିକ ପ୍ରଶଂସା କରିଛନ୍ତି।

Google

ସେ ଧୋନିଙ୍କୁ ନିଜର ଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି।ରାହୁଲ ଧୋନିଙ୍କ ବିଷୟରେ କହିଛନ୍ତି ଧୋନି ଏପରି ଏକ ଖେଳାଳି ଯାହାଙ୍କ ପାଇଁ ଦଳର କୌଣସି ଖେଳାଳି କୌଣସି ଚିନ୍ତା ନକରି ଗୁଳି ଖାଇବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯିବ। ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କର ସଂଘର୍ଷ ସମୟରେ ସେ ଧୋନିଙ୍କ ଠାରୁ ବହୁତ କିଛି ଶିକ୍ଷା କରିଛନ୍ତି ଯାହା ତାଙ୍କୁ ଅନେକ ସହାୟତା କରିଛି। ସେ ଆହୁରି ମଧ୍ୟ କହିଛନ୍ତି କି ଭାରତୀୟ ଦଳର ପ୍ରତ୍ୟେକ ଖେଳାଳି ଧୋନିଙ୍କ ବହୁତ ମାନି ଥାଆନ୍ତି ଏହା ସହିତ ପ୍ରତ୍ୟେକ ଖେଳାଳି ତାଙ୍କ ନେତୃତ୍ୱରେ ଖେଳିବା ପାଇଁ ପସନ୍ଦ କରିଥାନ୍ତି।

ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ ଟି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି ଫଳରେ ତାଙ୍କୁ ଭାରତୀୟ ଦଳର ଶ୍ରେଷ୍ଠ ଅଧିନାୟକ ବୋଲି କୁହାଯାଇଥାଏ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କର ଉଦାର ଭାବ ଯୋଗୁଁ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରିଥାନ୍ତି। ନିଜ ଜୀବନର ସଂଘର୍ଷ ସମୟରେ ସେ ବହୁତ ଉଦାର ରହିଥିଲେ ଯାହା ତାଙ୍କୁ ଏହି ସଫଳତା ପର୍ଯ୍ୟନ୍ତ ପହଞ୍ଚାଇ ପାରିଥିଲା।ଏହା ସହିତ ସେ ଧୋନିଙ୍କ ସନ୍ନ୍ୟାସ ପରେ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳରେ ଖେଳିବା ଆରମ୍ଭ କରିଥିଲେ।

ରାହୁଲ କୋହଲିଙ୍କ ସମ୍ପର୍କରେ କହିଛନ୍ତି କି ସେ ହେଉଛନ୍ତି ଏକ ଅତ୍ୟନ୍ତ ଦକ୍ଷତାପୂର୍ଣ୍ଣ ଖେଳାଳି ସେ ୨୦୦ କରିବା ଲକ୍ଷ୍ୟରେ ଖେଳ ଆରମ୍ଭ କରିଥାନ୍ତି ଯେଉଁଠାରେ ଅନ୍ୟ ଖେଳାଳିଙ୍କୁ ୧୦୦ ରନ କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ। ସେ ନିଜ ସହିତ ବାକି ୧୦ ଖେଳାଳିଙ୍କୁ ନେଇ ଚାଲିବାକୁ ଚେଷ୍ଟା କରିଥାନ୍ତି ଓ ସମସ୍ତଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ଉପଦେଶ ଦେଇଥାନ୍ତି। କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତକୁ କୌଣସି ଆଇସିସି ଟ୍ରଫି ଜିତାଇ ନାହାନ୍ତି ଏହା ସତ୍ୟ ମାତ୍ର ସେ ଅଧିନାୟକ କରିବାର ସମସ୍ତ ରେକର୍ଡ ଭାଙ୍ଗି ସାରିଛନ୍ତି। ରାହୁଲ ଉଭୟ କୋହଲି ଓ ଧୋନିଙ୍କ ବହୁତ ପ୍ରଶଂସା କରିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *